ଖୁବଶୀଘ୍ର ଆରମ୍ଭ ହେବ କ୍ୟାଟ୍‌ ପରୀକ୍ଷା ରେଜିଷ୍ଟ୍ରେସନ, ଜାଣନ୍ତୁ ପରୀକ୍ଷା ଦେବାର ତାରିଖ

କମନ ଆଡମିନଶନ ଟେଷ୍ଟ ପରୀକ୍ଷାକୁ ଅପେକ୍ଷା କରିଥିବା ଆବେଦନକାରୀ ପାଇଁ ଖୁସି ଖବର। ଯେଉଁମାନେ ଏହି ପରୀକ୍ଷା ଦେବା ପାଇଁ ଅପେକ୍ଷାରତ ଥିଲେ, ସେମାନେ ଏବେ ଅନଲାଇନ ରେଜିଷ୍ଟ୍ରେସନ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆସନ୍ତା ଅଗଷ୍ଟ ୭ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ୧୮ ତାରିଖରେ ଶେଷ…

ରିଅଲ ମି ଏକ୍ସର ଅଫଲାଇନ ବିକ୍ରି ଆରମ୍ଭ, ଅଗଷ୍ଟ ୭ରେ ଆଗାମୀ ଅନଲାଇନ ସେଲ

ରିଅଲ ମି ଗ୍ରାହକଙ୍କ ପାଇଁ ଖୁସି ଖବର। ଯେଉଁମାନେ ଅନଲାଇନରେ ଫୋନ କିଣିବା ବିଷୟରେ ଜାଣିନାହାନ୍ତି ଏବେ ସେମାନେ ଅଫଲାଇନରେ ମଧ୍ୟ ଏହି ଫୋନ କିଣିପାରିବେ। ଭାରତରେ ରିଅଲ ମି ଏକ୍ସର ପ୍ରାରମ୍ଭିକ ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହାର ଏବେ ଅଫଲାଇନରେ ମିଳୁଥିବା ବେଳେ ଏହାର ଆଗାମୀ ଅନଲାଇନ ସେଲ…

ବସ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ, ଜଣେ ମୃତ

ବିହାରର ପୁର୍ନିଆ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ମୁଜ୍ଜାଫରନଗରରୁ ସିଲିଗୁଡୀ ଯାଉଥିବା ବସ ଡିଭାଇଡର ସହିତ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ମୁତାବକ, ଦିଲ୍ଲୀର ମୁଜ୍ଜାଫରନଗରରୁ…

ଫିଲ୍ମ ‘କ୍ବାଥା’ ଜରିଆରେ ବଲିଉଡ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ, ସାଙ୍ଗରେ ନଜର ଆସିବେ ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ବଲିଉଡରେ ଏଣ୍ଟ୍ରି କରିବାକୁ ନେଇ ଅନେକ ଦିନରୁ ଯୋଜନା କରିସାରିଲେଣି । ଇସାବେଲ ସଲମାନଙ୍କ ଭିଣୋଇ ଆୟୁଷଙ୍କ ସହିତ ଫିଲ୍ମ ’କ୍ବାଥା’ରେ ଖୁବଶୀଘ୍ର ନଜର ଆସିବ । କରନ ଲଲିତ ଭୁଟାନି ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତୀୟ ସେନାରେ ଥିବା…

ବଦଳିଯିବ ହ୍ବାଟସଆପ୍-ଇନଷ୍ଟାଗ୍ରାମର ନାମ, ଖୁବଶୀଘ୍ର ଫୋନରେ ଦେଖାଯିବ ନୂଆନାମ

ଫେସବୁକ Inc ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପରେ ନିଜ ନାମ ଆଡ୍ କରିଛି । ତେଣୁକରି ଖୁବଶୀଘ୍ର ହ୍ବାଟସ ଆପ୍ ଏବଂ ଇନଷ୍ଟାଗ୍ରାମର ନାମ ବଦଳିଯିବ । ସୋସିଆଲ ନେଟୱାର୍କ ସାଇଟ ଫେସବୁକ ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମ ସେୟାରିଂ ଆପ ଗତ କିଛି ବର୍ଷ ପୂର୍ବେ କିଣିଥିଲା ।…

ମାଂସପେଶୀ ଯନ୍ତ୍ରଣା ହୋଇପାରେ କ୍ଷତିକାରକ, ଜାଣନ୍ତୁ ଲକ୍ଷଣ ଏବଂ ଉପଚାର

ମାଂସପେଶୀ ଟାଣି ହେବା ସାଧାରଣ ସମସ୍ୟା। ଅନେକ ଥର କିଛି ଜିନିଷ ଉଠାଇବା ବେଳେ, ଶିଡି ଚଢିବା ବେଳେ ଏବଂ ଜୋରରେ ଦୌଡିବା ବେଳେ ମଧ୍ୟ ମାଂସପେଶୀ ଟାଣି ହୋଇଯାଏ। ଏପରି ମାଂସପେଶୀ ଟାଣି ହେବା ଦ୍ବାରା ହାତ, ଗୋଡ, ପିଠି ଇତ୍ୟାଦିରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହାଛଡା ଆଣ୍ଠୁ, କାନ୍ଧ, କହୁଣୀ…

ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ଖାଲି, ଜାଣନ୍ତୁ କିପରି ହେବ ଚୟନ

ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବରା ସରକାରଙ୍କ ତରଫରୁ ଓଡିଶା ପବ୍ଲିକ ସର୍ଭିସ କମିଶନ ଅଧିନରେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ପାଇଁ ନିଯୁକ୍ତି ହେବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ opsconline.gov.in କୁ ଲଗ୍ଇନ କରି ଆବେଦନ କରିପାରିବୋ ଏହି ପଦବୀରେ ଆବେଦନ କରିବା ପାଇଁ…

ପୋଷ୍ଟ ଅଫିସ ଇ-କମର୍ସ ପୋର୍ଟାଲରୁ କିଣନ୍ତୁ ଜିନିଷପତ୍ର, ଦେବାକୁ ପଡ଼ିବନି ଡେଲିଭେରୀ ଚାର୍ଜ

ସବୁବେଳେ ଅନଲାଇନରୁ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବରା ବିଭିନ୍ନ ପ୍ରକାର ଅନଲାଇନ ସାଇଟରୁ କିଣିବା ଦ୍ବାରା ଗ୍ରାହକଙ୍କୁ ଡେଲିଭରୀ ଚାର୍ଜ ଦେବାକୁ ପଡିଥାଏା କିନ୍ତୁ ପୋଷ୍ଟ ଅଫିସର ଏହି ପୋର୍ଟାଲରୁ ଭାରତରେ ଅନଲାଇନ ମାର୍କେଟିଂ ସେବା ଖୁବ୍ ଦ୍ରୁତଗତିରେ ବଢିବାରେ ଲାଗିଛିା ଏହାକୁ…

ଦୁଇଟି ରୋଗରେ ପୀଡିତ ହୋଇ ମଧ୍ୟ ଧୈର୍ଯ୍ୟ ହରାଇ ନାହାନ୍ତି ଏହି ଅଭିନେତ୍ରୀ. . .

ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ନାଦିୟା ଜମିଲ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତିା ଏବେ ଅଭିନେତ୍ରୀ ଜଣକ ଦୁଇ ଦୁଇଟି ରୋଗରେ ପୀଡିତ ରହିଥିବା ସତ୍ତ୍ବେ ମଧ୍ୟ କେବେ ହାର ମାନିନାହାନ୍ତିା ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ନାଦିୟା କାମ କରୁଛନ୍ତିା ସମାଜସେବିକା ଭାବେ ନାଦିୟା ଅନେକ…

ଏହି ୪ ଟି ରାଶିର ଯୁବକଙ୍କୁ ବୁଝିପାରନ୍ତି ନାହିଁ ଯୁବତୀ, ଆପଣ ଅଛନ୍ତି କି ସାମିଲ ?

ଆପଣଙ୍କ ରାଶି ଆପଣଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥାଏ। ଏଥିପାଇଁ ଲୋକମାନେ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି। ରାଶି ଜରିଆରେ ମଣିଷର ସ୍ୱଭାବ ଏବଂ ସମ୍ପର୍କକୁ ଜାଣିହୁଏ। ଆପଣ କିମ୍ବା ଆପଣଙ୍କ ବନ୍ଧୁଙ୍କ ସହିତ ସମ୍ପର୍କ କିଭଳି ରହିବ ତାହା ମଧ୍ୟ ରାଶିରୁ ଜଣାପଡିଯାଏ। ଆସନ୍ତୁ ଜାଣିବା,…

ପାକିସ୍ତାନରେ ଅଚାନକ ବଢିଗଲା ପେଟ୍ରୋଲ-ଡିଜେଲ ଦାମ୍‌, ଗଧଙ୍କୁ ବି ମିଳିଗଲା କାମ

କଥାଟି ପଢି ଆଶ୍ଚର୍ଯ୍ୟ ଲାଗୁଥାଇପାରେ ନିଶ୍ଚିତ। ଗଧମାନେ ତ ସେମିତିରେ କାମ କରିଥାନ୍ତି, ପୁଣି କଣ ହେଲା ଯେ ଗଧଙ୍କୁ ରୋଜଗାର କରିବାର ସୁଯୋଗ ମିଳିଗଲା। କଥା କ’ଣ କି, ପାକିସ୍ଥାନର ଆର୍ଥିକ ଅବସ୍ଥା ଏବେ ବେଶ ମାନ୍ଦା ଚାଲିଛି। ପାକିସ୍ଥାନର ଜିଡିପି ହ୍ରାସ ହେବାରେ ଲାଗିଛି। ସବୁ ଦ୍ରବ୍ୟର…

ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ରହିବନି ୧୦୦ରୁ ଅଧିକ କଲେଜ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ଏବେ ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ୧୦୦ରୁ ଉର୍ଦ୍ଧ୍ୱ କଲେଜ ରହିପାରିବ ନାହିଁ। ଯଦି କଲେଜ ସଂଖ୍ୟା ଅଧିକ ହୁଏ ତେବେ ଏଥିପାଇଁ ଅଲଗା ବିଶ୍ୱବିଦ୍ୟାଳୟର ଗଠନ କରାଯିବ। ଏପରି ସ୍ଥଳେ ଏକ ବିଶ୍ୱବିଦ୍ୟାଳୟ ଅଧିନରେ ୧୦୦ଟି କଲେଜକୁ ମାନ୍ୟତା ଦେବାକୁ ଯୋଜନା ରଖିଛନ୍ତି। ବିଶ୍ୱବିଦ୍ୟାଳୟ ସମେତ…