ଟ୍ୟୁମର ଓ କ୍ୟାନସର କୋଷିକାକୁ ବଢିବାକୁ ଦିଏନାହିଁ ମଲ୍ଲୀଫୁଲ, ଜାଣନ୍ତୁ ଏହାର ଆଉ କ’ଣ ରହିଛି ବିଶେଷତ୍ୱ

ଆପଣ ସମସ୍ତେ ମଲ୍ଲୀ ଫୁଲ ଦେଖିଥିବେ। ଯାହା ସୁଗନ୍ଧ ଚାରିଆଡେ ବିଚ୍ଛୁରିତ ହୋଇପଡେ। ଆପଣଙ୍କ ବାଡିରେ ଏହି ଫୁଲ ନିଶ୍ଚିତ ଭାବେ ଥିବେ। କିନ୍ତୁ ଆପଣ ଜାଣନ୍ତି କି ଏହି ଫୁଲ କେବଳ ସୁଗନ୍ଧ ନୁହେଁ ବରଂ ଶରୀରର ଅନେକ ରୋଗ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ଆଜିକାଲି ଅନେକ ଲୋକ କ୍ୟାନସର ରୋଗର ଶିକାର…

ବ୍ରୁନା ସେୟାର କଲେ ପ୍ରସବ ଅନୁଭୂତି, ପାଣିରେ ଜନ୍ମ କରିଥିଲେ ପିଲା

ମଡେଲ୍ ତଥା ବଲିଉଡ୍ ଅଭିନେତ୍ରୀ ବ୍ରୁନା ଅବଦୁଲ୍ଲା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବଡ଼ କଥା ହେଉଛି ଅଭିନେତ୍ରୀମାନେ ସନ୍ତାନ ପ୍ରସବ ପାଇଁ ବଡ଼ ବଡ଼ ହସ୍ପିଟାଲକୁ ଯାଉଥିବା ସମୟରେ ବ୍ରୁନା ପାଣି ଭିତରେ ହିଁ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ପ୍ରସବ ଦିନର ଅନୁଭୂତିକୁ ସେ ସୋସିଆଲ ମିଡିଆରେ…

ଶାର୍ଟ ବଟନ ଖୋଲି ଗାଡି ଚଲାଉଥିଲେ ଟ୍ୟାକ୍ସି ଡ୍ରାଇଭର, କଟିଗଲା ଚାଲାଣ

ଜୟପୁର ; ଅନେକ ରାଜ୍ୟରେ ନୂଆ ମୋଟର ଆଇନ୍ ଲାଗୁ ହୋଇନି । ପୁରୁଣା ଆଇନ୍ ଅନୁସାରେ ଏବେ ବି ଚାଲୁଛି । କିନ୍ତୁ ପୋଲିସ ବ୍ୟବସ୍ଥା ଏତେ କଡା ହୋଇଯାଇଛି ଯେ ପୁରୁଣା ଆଇନ୍ ଅନୁସାରେ ହିଁ ଭୟାନକ ଚାଲାଣ କଟାଯାଉଛି । ରାଜସ୍ଥାନରେ ଠିକ୍ ଏହିଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ଶାର୍ଟ ବଟନ୍ ଖୋଲି…

ବାଲାକୋଟ୍‌ରେ ପାକିସ୍ତାନ ପୁଣି ପ୍ରସ୍ତୁତ କରୁଛି ଆତଙ୍କୀ ଟିମ୍‌, ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା…

ଜେଲରୁ ଫେରିଲେ ‘ପ୍ୟାଡମ୍ୟାନ’ ପ୍ରଯୋଜିକା ପ୍ରେରଣା, କହିଲେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି

କୋଟି କୋଟି ଟଙ୍କା ଆତ୍ମସାତ କରିବା ଆରୋପରେ ୮ ମାସ ଜେଲରେ ରହିବା ପରେ ଫେରୁଛନ୍ତି ପ୍ରଯୋଜିକା ପ୍ରେରଣା ଅରୋରା। ପ୍ରେରଣା ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡମ୍ୟାନ’ର ପ୍ରଯୋଜିକା ଅଟନ୍ତି। ନିଜର ଭୁଲ ସ୍ୱୀକାର କରି ଜୀବନକୁ ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ପ୍ରେରଣା…

କି ଅଜବ ଦେଶ? ଶବ ପୋତିବା ପାଇଁ କିଣିବାକୁ ପଡିଥାଏ ଜାଗା, ଯାହାର ମୂଲ୍ୟ କୋଟି କୋଟି ଟଙ୍କା

ଲୋକ ଘର କରିବା ପାଇଁ ଜାଗା କିଣିଥାନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରହିଥାଏ। କିନ୍ତୁ ଶବ ପୋତିବା ପାଇଁ ଜାଗା କିଣିବାକୁ ପଡିଥାଏ ବୋଲି ଆପଣ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ ନିଶ୍ଚିତ। ସାଧାରଣତଃ ମୃତଦେହକୁ ଦାହ କରିବା ପାଇଁ କିମ୍ବା ପୋତିବା ପାଇଁ ଶ୍ମଶାନ ରହିଥାଏ। ମଣିଷ ମରିଗଲା…

ଏପରି ଏକ କମ୍ପାନୀ, ଯେଉଁଠି ନିଜେ କର୍ମଚାରୀ ଚୟନ କରନ୍ତି ନିଜର ବେତନ, ଇଚ୍ଛା ଅନୁଯାୟୀ ବୃଦ୍ଧି କରନ୍ତି ଦରମା

କୌଣସି କମ୍ପାନୀ ନିଜ କର୍ମଚାରୀକୁ ଚାକିରିରେ ରଖିବା ବେଳେ କମ୍ପାନୀ ତା’ ନିଜ ହିସାବରେ ଦରମା ପ୍ରଦାନ କରିବା ନିଷ୍ପତ୍ତି ନେଇଥାଏ। ଏହାଛଡା ଦରମା ବୃଦ୍ଧି କରିବା ମଧ୍ୟ ନିଜ ହିସାବରେ କରିଥାଏ। କିନ୍ତୁ ଆପଣ ଏହି କମ୍ପାନୀ ବିଷୟରେ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଯେଉଁଠି କର୍ମଚାରୀ…

ଭାରତର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ

ମୁମ୍ବାଇ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ ହୋଇଛି। ସୋମବାର ସକାଳ ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଭାରତୀୟ କ୍ରିକେଟ ଟିମ୍ର ଓପନର…

ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ

ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ କରାଯାଏ। ଏହି ଦିନରେ ବ୍ରତ ଉପାସ କରିବା ଯୋଗୁଁ ଦୁର୍ବଳତା ଲାଗିଥାଏ। ଏହି ସମୟରେ କିଛି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା…

ଆମେରିକା ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ ପ୍ରକୃତ କାରଣ

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆମେରକୀୟ ସିନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କଥା କଣ କି, ଏହି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଦିନ ସିନେଟର ପତ୍ନୀଙ୍କ ଜନ୍ମଦିନ ଥିଲା, କିନ୍ତୁ ମୋଦି କାର୍ଯ୍ୟକ୍ରମ ଯୋଗୁଁ ସିନେଟର ତାଙ୍କ ସହିତ…

ମଞ୍ଚ ଉପରେ ସେଭିଂ ହେଲେ ବିଜେପି ସାଂସଦ ମନୋଜ ତଓ୍ଵାରୀ, ଦେଲେ ଏଭଳି ସଫେଇ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ସେଭିଂ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ଵାରୀ । କେବଳ ଏତିକି ନୁହେଁ ସେଭିଂ ହେବା ପାଇଁ ମୋବାଇଲ କ୍ୟାମେରାକୁ ଆଇନା ଭାବେ ବ୍ୟବହାର ମଧ୍ୟ କରିଛନ୍ତି। ଖବର ମୁତାବକ, ଦିଲ୍ଲୀର ବୁରାଡୀରେ ହୋଇଥିବା ପାର୍ଟି…

କହୁଣୀ କଳାଦାଗ ପାଇଁ ଚିନ୍ତିତ ରହୁଛନ୍ତି କି ? ବ୍ୟବହାର କରନ୍ତୁ ହୋମମେଡ ପ୍ୟାକ୍‌ ଦୂର ହେବ ଦାଗ

କହୁଣୀ ତଳ ସମସ୍ତଙ୍କର ପ୍ରାୟତଃ କଳା ରହିଥାଏ। ଶରୀରର ରଙ୍ଗ ଗୋରା ଥିବା ସତ୍ତ୍ୱେ ମଧ୍ୟ କହୁଣୀ ପାଖରେ କଳାଦାଗ ପରି ରହିଥାଏ। ଏହାକୁ ଦୂର କରିବା ପାଇଁ ଅନେକ ଉପାୟ ଆପଣାଇଥିଲେ ମଧ୍ୟ କହୁଣୀ ଏବଂ ଆଣ୍ଠୁ, ଗୋଡ ଗଣ୍ଠି ପାଖରେ ଥିବା କଳାଦାଗ ଦୂର ହୋଇନଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ…