ଭାରତର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ

ମୁମ୍ବାଇ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ମାଧବ ଆପ୍ତେଙ୍କ ଦେହାନ୍ତ ହୋଇଛି। ସୋମବାର ସକାଳ ପ୍ରାୟ ୬ଟା ୯ ମିନିଟରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୃଦ୍ଘାତରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଭାରତୀୟ କ୍ରିକେଟ ଟିମ୍ର ଓପନର…

ନବରାତ୍ରୀ ବ୍ରତରେ ପିଅନ୍ତୁ ଏହି ସ୍ମୁଦୀ, ଦିନଯାକ ରଖିବ ସତେଜ

ଆଗକୁ ଆସୁଛି ନବରାତ୍ରୀ । ସମସ୍ତେ ମା ଦୁର୍ଗାଙ୍କ ଆରଧାନ କରିବା ସହ ଉପାସ, ବ୍ରତ ମଧ୍ୟ କରିଥାନ୍ତି। ନବରାତ୍ରୀରେ ମାଙ୍କ ବ୍ରତ ନଅ ଦିନ ପର୍ଯ୍ୟନ୍ତ କରାଯାଏ। ଏହି ଦିନରେ ବ୍ରତ ଉପାସ କରିବା ଯୋଗୁଁ ଦୁର୍ବଳତା ଲାଗିଥାଏ। ଏହି ସମୟରେ କିଛି ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା…

ଆମେରିକା ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ ପ୍ରକୃତ କାରଣ

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆମେରକୀୟ ସିନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କଥା କଣ କି, ଏହି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଦିନ ସିନେଟର ପତ୍ନୀଙ୍କ ଜନ୍ମଦିନ ଥିଲା, କିନ୍ତୁ ମୋଦି କାର୍ଯ୍ୟକ୍ରମ ଯୋଗୁଁ ସିନେଟର ତାଙ୍କ ସହିତ…

ମଞ୍ଚ ଉପରେ ସେଭିଂ ହେଲେ ବିଜେପି ସାଂସଦ ମନୋଜ ତଓ୍ଵାରୀ, ଦେଲେ ଏଭଳି ସଫେଇ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ସେଭିଂ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ଵାରୀ । କେବଳ ଏତିକି ନୁହେଁ ସେଭିଂ ହେବା ପାଇଁ ମୋବାଇଲ କ୍ୟାମେରାକୁ ଆଇନା ଭାବେ ବ୍ୟବହାର ମଧ୍ୟ କରିଛନ୍ତି। ଖବର ମୁତାବକ, ଦିଲ୍ଲୀର ବୁରାଡୀରେ ହୋଇଥିବା ପାର୍ଟି…

କହୁଣୀ କଳାଦାଗ ପାଇଁ ଚିନ୍ତିତ ରହୁଛନ୍ତି କି ? ବ୍ୟବହାର କରନ୍ତୁ ହୋମମେଡ ପ୍ୟାକ୍‌ ଦୂର ହେବ ଦାଗ

କହୁଣୀ ତଳ ସମସ୍ତଙ୍କର ପ୍ରାୟତଃ କଳା ରହିଥାଏ। ଶରୀରର ରଙ୍ଗ ଗୋରା ଥିବା ସତ୍ତ୍ୱେ ମଧ୍ୟ କହୁଣୀ ପାଖରେ କଳାଦାଗ ପରି ରହିଥାଏ। ଏହାକୁ ଦୂର କରିବା ପାଇଁ ଅନେକ ଉପାୟ ଆପଣାଇଥିଲେ ମଧ୍ୟ କହୁଣୀ ଏବଂ ଆଣ୍ଠୁ, ଗୋଡ ଗଣ୍ଠି ପାଖରେ ଥିବା କଳାଦାଗ ଦୂର ହୋଇନଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ…

ଏହି ଦେଶରେ ରହିଛି ଅଦ୍ଭୁତ ଆଇନ, କେଉଁଠି ଚୁଇଙ୍ଗମ ଖାଇବା ତ ଆଉ କେଉଁଠି ଜଗିଂ ଉପରେ ଲାଗିଛି ପ୍ରତିବନ୍ଧକ

ସମାଜରେ ସଠିକ ଭାବେ ଚାଳିବା ପାଇଁ ଆଇନର ଆବଶ୍ୟକତା ରହିଛି। ଯଦି ସଠିକ୍‌ ଆଇନ ବ୍ୟବସ୍ଥା ନ ରୁହେ, ତେବେ ସ୍ୱାଭାବିକ କଥା ମଧ୍ୟ ଚିନ୍ତାର ବିଷୟ ପାଲଟିଯାଏ। କେବେ ଆପଣ ଭାବିଛନ୍ତି, ସମାଜକୁ ସୁଧାରିବା ପାଇଁ ଥିବା ଆଇନ କାନୁନ ହିଁ ଚିନ୍ତାର ବିଷୟ ପାଲଟିଯାଏ ? ତେବେ ମଣିଷ କ’ଣ ବା କରିପାରିବ।…

ପାଓ୍ଵାରଫୁଲ ମହିଳା ତାଲିକାରେ ସ୍ଥାନ ପାଇଲେ ଅନୁଷ୍କା, ଏହି ଅଭିନେତା ଉଡାଇଲେ ମଜାକ୍‌

ଫରଚ୍ୟୁନ ଇଣ୍ଡିଆ ୨୦୧୯ ତାଲିକାରେ ସ୍ଥାନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ୫୦ ଜଣଙ୍କ ମଧ୍ୟରେ ଅନୁଷ୍କା ୩୯ ସ୍ଥାନରେ ରହିଛନ୍ତି। ଏହି ଲିଷ୍ଟରେ ସାମିଲ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସବୁଠାରୁ କମ୍‌ ବୟସ୍କା ହେଉଛନ୍ତି ଅନୁଷ୍କା।…

ଦୁନିଆର ସବୁଠାରୁ ମହଙ୍ଗା ଜେଲ, ଯେଉଁଠାରେ ଜଣେ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

ଜେଲ ନାମ ଶୁଣିଲେ ସାଧାରଣତଃ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। କିଭଳି ସେଠାରେ କଏଦୀ ମାନେ ରହୁଛନ୍ତି, କ’ଣ ଖାଉଛନ୍ତି, କିଭଳି ଜୀବନ ବିତାଉଛନ୍ତି ତାହା ଜାଣିବା ଆମ ମନରେ ଆସିଥାଏ। କ୍ୟୁବାରେ ଏପରି ଏକ ଜେଲ୍‌ ରହିଛି, ଯେଉଁଠାରେ ଏହି ସବୁ ପ୍ରଶ୍ନ ବିଷୟରେ ଭାବିବାର କୌଣସି ଯଥାର୍ଥତା…

ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇଲେ ସୈଫ୍

ୟଶରାଜ୍ ବ୍ୟାନରରେ କାମ କରିବା ପାଇଁ ବଲିଉଡର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ । ତେବେ ଏହା ସବୁ କଳାକାରଙ୍କ ଭାଗ୍ୟରେ ନଥାଏ। କିନ୍ତୁ ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ୟଶରାଜ୍ ବ୍ୟାନର ଫିଲ୍ମ ‘ବଣ୍ଟି ଔର ବବଲୀ -୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି…

ଗଣ୍ଠି ଦରଜକୁ ମିଳିବ ମୁକ୍ତି, ପ୍ରତିଦିନ ଏହି ତେଲରେ କରନ୍ତୁ ମାଲିସ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଧ୍ୟାନରେ ରଖିବାକୁ ପଡିଥାଏ। ଏହାକୁ ଧ୍ୟାନରେ ନ ରଖିବା ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏଥିପାଇଁ ଗଣ୍ଠି ଦରଜ ଭଳି ଯନ୍ତ୍ରଣା ଭୋଗିବାକୁ ପଡୁଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଲେମନ ଗ୍ରାସ ( ଘାସ୍‌ ଜାତୀୟ…

ବିଷ ପାନ ପରେ ଭଗବାନ ଶିବ ଏଠାରେ କରିଥିଲେ ତପସ୍ୟା, ଜାଣନ୍ତୁ କାଲିଞ୍ଜର ଅନେକ ରହସ୍ୟ

ଦେଶରେ ଅନେକ କେତେକ ରହସ୍ୟମୟୀ ସ୍ଥାନ ରହିଛି, ଯାହାର ସତ୍ୟତା ଏପର୍ଯ୍ୟନ୍ତ କୌଣସି ଲୋକ ଜାଣିନାହାନ୍ତି। ଏହା ମଧ୍ୟରେ ସାମିଲ ରହିଛି ବୁନ୍ଦେଲଖଣ୍ଡର କାଲିଞ୍ଜର କିଲ୍ଲା ଅନ୍ୟତମ । ଦଶମ ଶତାବ୍ଦୀର ଚନ୍ଦେଲ ରାଜପୁତ ଏବଂ ପରେ ସୋଲାଙ୍କୀଙ୍କ ଅଧିନରେ ରହିଥିବା ଏହି କିଲ୍ଲା ମଧ୍ୟରେ ଅନେକ ରହସ୍ୟ…

ମହାତ୍ମା ଗାନ୍ଧିଙ୍କ ପ୍ରେରଣା, ଯାହାକୁ ଆପଣାଇଲେ ଦୁନିଆର ପ୍ରମୁଖ ନେତା

ଆଗାମୀ ଅକ୍ଟୋବର ୨ ତାରିଖରେ ଦେଶ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମଦିନ ପାଳନ କରିବାକୁ ଯାଉଛି । ଗାନ୍ଧିଜୀ ନିଜ ଜୀବନର ବିଚାର ଯୋଗୁଁ ସମଗ୍ର ବିଶ୍ୱରେ ପରିଚିତି ହାସଲ କରିଥିଲେ। ଦୁନିଆରେ ଏପରି ଅନେକ ନେତା, ବିଚାରକ ରହିଛନ୍ତି, ଯେଉଁମାନେ ଗାନ୍ଧିଜୀଙ୍କ ଠାରୁ ପ୍ରେରଣା…