ପୁଣି ଥରେ ପରଦାକୁ ଆସିବ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’

ପୁଣିଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଉଛନ୍ତି ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ଵାଲା। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। କଥା କ’ଣ କି, ଚଳିତବର୍ଷ ବିକି କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ ମଚାଇଥିଲା।…

ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

ଭଉଣୀର ଅବୈଧ ପ୍ରେମ ସମ୍ପର୍କକୁ ସହି ନପାରି ସେମାନଙ୍କୁ ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ମୁଜ୍ଜାଫରନଗରର ନୂଆବସ୍ତିରେ ରହୁଥିବା ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପରେ ତାକୁ…

ଭାରତରେ ହୋଣ୍ଡା ଲଞ୍ଚ କରିବ ହାଇବ୍ରିଡ ଜାଜ୍ କାର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିବ ୬.୫ ଲକ୍ଷ

କାର କ୍ରେତାମାନଙ୍କ ପାଇଁ ହୋଣ୍ଡା ଆଣି ଦେଉଛି ସୁବର୍ଣ୍ଣ ସୁଯୋଗ। ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବ୍ୟତୀତ ଇଲେଟ୍ରିକ୍ କାର ଆଣିବା ପରିବର୍ତ୍ତେ ହାଇବ୍ରିଡ କାର ଲଞ୍ଚ କରାଯିବ ବୋଲି ହୋଣ୍ଡା ପକ୍ଷରୁ କୁହାଯାଇଛି। ଏବେ ଦେଶରେ ଇଲେଟ୍ରିକ କାର ପାଇଁ ଇଲେଟ୍ରିକ ଚାର୍ଜିଂ ଷ୍ଟେସନର ନିର୍ମାଣ ହେବା…

ଯୁବପିଢିଙ୍କ ସ୍ବପ୍ନ ପୁରା କରିବ ଭାରତୀୟ ନୌସେନା, ଖୁବ୍ ଶୀଘ୍ର ହେବ ନିଯୁକ୍ତି

ଭାରତୀୟ ନୌସେନା ପକ୍ଷରୁ ନିଯୁକ୍ତି ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ସେପ୍ଟେମ୍ବର ୨୦୧୯ରୁ ନାବିକମାନଙ୍କ ଭର୍ତ୍ତି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ। ନୌସେନା ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଲେଖାଯାଇଛି, ୧ ଏପ୍ରିଲ, ୨୦୦୦ରୁ ୩୧ ମାର୍ଚ୍ଚ, ୨୦୦୩ ମଧ୍ୟରେ ଜନ୍ମଗ୍ରହଣ…

ମା’ ସାଜିଲା ପିଶାଚିନୀ: ୧୧ ଦିନର ପିଲାକୁ ନିଆଁ ଉପରେ ରଖିଦେଲା

ସ୍ନେହ ଓ ମମତାରେ ନିଜର ସନ୍ତାନକୁ ବାନ୍ଧି ରଖେ ବୋଲି ନା ତାର ମା’। ପିଲାର ସବୁ ଦୁଃଖ, କଷ୍ଟକୁ ସବୁ ନିଜ ଉପରେ ନେଇ ସହିଯାଏ ମା’। କିନ୍ତୁ ମା ଯେତେବେଳେ ପିଶାଚିନୀ ପାଲଟିଥାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ। ଏପରି ଏକ ଦୁଃଖଭରା ଘଟଣାରେ ନୂଆଦିଲ୍ଲୀରେ ସଫଦରଜଙ୍ଗ ଅଞ୍ଚଳରେ ଦେଖିବାକୁ…

ଫିଲ୍ମ ଜଗତରୁ ଦୂରରେ ରହି ପତି ଅଭିଷେକଙ୍କୁ ସପୋର୍ଟ କରୁଛନ୍ତି ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ସବୁବେଳେ ସୋସିଆଲ ମିଡିଆରୁ ଦୂରେଇ ରହିଥାନ୍ତି। ଐଶ୍ୱର୍ଯ୍ୟା କାନ ଫିଲ୍ମ ଫେଷ୍ଟିଭାଲ ୨୦୧୯ ବେଳେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ। ଇନଷ୍ଟାଗ୍ରାମରେ ଐଶ୍ୱର୍ଯ୍ୟାଙ୍କ ୭୨ ଲକ୍ଷ ଫଲୋଏର୍ସ ରହିଛନ୍ତି। ଐଶ୍ୱର୍ଯ୍ୟା ରେଡ କାର୍ପେଟରେ ଫ୍ୟାନମାନଙ୍କ ସହିତ ଏକ ଫଟୋ…

ପୁଣି ଲଜ୍ଜା : ୧୧ ବର୍ଷୀୟ ନାବାଳିକାକୁ ଯୌନ ନିର୍ଯାତନା

ହାଇଦ୍ରାବାଦରେ ଦୁଇ ଜଣ ଯୁବକ ୧୧ ବର୍ଷର ନାବାଳିକାକୁ ଯୌନ ଶୋଷଣ କରିଛନ୍ତି। ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ଦୁଇଜଣ ନାବାଳିକାକୁ ନେଇ ଫିଲ୍ମ ଦେଖାଇବା ବାହାନାରେ ଏକ ଖାଲିପଡିଥିବା ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ଅଭିଯୁକ୍ତ ଦୁଇଜଣ ଉକ୍ତ ନାବାଳିକା ଏବଂ ତାଙ୍କ ଆଠ ବର୍ଷୀୟ…

ମହଙ୍ଗା ପଡିଲା ଯୌତୁକ ଦେବା: ଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ

ମହଙ୍ଗା ପଡିଲା ଯୌତୁକ ଦେବା। କଥାଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଯୌତୁକ ନେବା ପାଇଁ କାହାକୁ ଦଣ୍ଡ ମିଳିଥାଏ କିନ୍ତୁ ଯୌତୁକ ଦେବା ପାଇଁ ଜଣେ କନ୍ୟା ପିତାଙ୍କୁ କୋର୍ଟ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୌତୁକ ନେବା ଯେତିକି ଅପରାଧ, ଦେବା ମଧ୍ୟ ସେତିକି ଅପରାଧ । ଏପରି ଏକ…

ଏ କି ପ୍ରେମ ! ଘର ଲୋକଙ୍କୁ ସାକ୍ଷାତ କରିବା ବାହାନାରେ ପ୍ରେମିକାକୁ ପାହାଡରୁ ଠେଲି ଦେଲା ପ୍ରେମିକ

ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଘର ଲୋକଙ୍କ ସହିତ ଦେଖା କରିବାକୁ କହି ଯୁବତୀଙ୍କୁ ପାହାଡରୁ ଠେଲି ଦେଇଛି ପ୍ରେମିକ। ଦିଲ୍ଲୀରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଯୁବତୀ ଉତ୍ତରାଖଣ୍ଡର ପୋଡୀ ଜିଲ୍ଲାର ଏକ ଯୁବତୀଙ୍କୁ ପ୍ରେମ କରିବସିଥିଲେ। ଉକ୍ତ ଯୁବକ ତାଙ୍କ ପରିବାର ଲୋକଙ୍କ ସହିତ ଦେଖା କରିବା…

ଆପଣ ସିଗାରେଟ ଟାଣି ଫିଙ୍ଗି ଦେଉଛନ୍ତି କି ? ଏପରି କରିବା ଦ୍ୱାରା କୁପୋଷିତ ହୁଏ ଗଛ

ସିଗାରେଟକୁ ଟାଣିବା ପାଇଁ ଏହାର ଶେଷରେ ଫିଲଟର ଲଗାଯାଇଥାଏ। ଜଣେ ଲୋକ ଏହାକୁ ଟାଣିବା ପରେ ଫିଙ୍ଗି ଦେଇଥାନ୍ତି । ଯାହା ମାଟିରେ ଆପେ ଆପେ ମିଶିଯାଇଥାଏ । କିନ୍ତୁ ଅଧିକ ଲୋକ ଜାଣିନଥାନ୍ତି କି , ଫୋପାଡିଥିବା ସିଗାରେଟର ଫିଲଟର ଗଛ ଏବଂ ପରିବେଶ ଉପରେ ପ୍ରଭାବ ପକେଇଥାଏ । ୟୁକେ ସ୍ଥିତ ଏକ…

ୱାଟସଆପ୍, ଫେସବୁକ ମେସେଞ୍ଜରକୁ ଟକ୍କର ଦେଉଛି ଟେଲିଗ୍ରାମ, ଜାଣନ୍ତୁ କିପରି

ଆଜିକାଲି ଯୁବପିଢିଙ୍କ ପ୍ରଥମ ପସନ୍ଦ ସାଜିଛି ସୋସିଆଲ ମିଡିଆ। ତାହା ଫେସବୁକ ମେସେଞ୍ଜର ହେଉ କିମ୍ବା ୱାଟସଆପ୍। କିନ୍ତୁ ଏହିସବୁ ସୋସିଆଲ ସାଇଟ ଡାଉନ ହେବା ପରେ ବ୍ୟବହାରକାରୀ ଏବେ ଟେଲିଗ୍ରାମର ସାହାରା ନେଉଛନ୍ତି। ଭାରତରେ ଫେସବୁକ ମେସେଞ୍ଜର ଏବଂ ୱାଟସଆପ୍ ବହୁଳମାତ୍ରାରେ ବ୍ୟବହାର ହେଉଛି।…

ପୁଅ ପାଇଁ ପୂଜା କରିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ : ତାନ୍ତ୍ରିକ ସହ ଜଣେ ଗିରଫ

ହିମାଚଳ ପ୍ରଦେଶର ସୋଲନରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପୁଅର ପୂଜା କରିବାକୁ କହି ତାନ୍ତ୍ରିକ ଜଣକ ମହିଳାଙ୍କୁ ମିଛ ଜାଲରେ ଫସାଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଜଘନ୍ୟ କାର୍ଯ୍ୟକୁ ଉକ୍ତ ତାନ୍ତ୍ରିକ ଏବଂ ତାଙ୍କର ଜଣେ ସହଯୋଗୀ କରିଛନ୍ତି। ସୂଚନା ମୁତାବକ, ସୋଲନରେ ରହୁଥିବା ଜଣେ…