‘ପଢିବି, ଭଉଣୀ ବିବାହ କରିବି ଏବଂ ଘର କିଣିବି’ : ‘ଡ୍ୟାନ୍ସ ଦିଓ୍ଵାନେ –୨’ର ବିଜେତା ବିଶାଲ

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ-୨’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଆଉ ଏହି ସିଜିନ୍ର ବିଜେତା ହୋଇଛନ୍ତି ଜାମଶେଦପୁରର ୨୩ ବର୍ଷୀୟ ବିଶାଲ୍ ସୋନକର। ଶୋ’କୁ ଅତିଥି ହୋଇ ଆସିଥିବା ସଲମାନ୍ ଖାନ୍ ବିଶାଲଙ୍କୁ ଟ୍ରଫି ସହ ପୁରସ୍କାର ରାଶିର ଚେକ୍ ପ୍ରଦାନ…

ପ୍ୟାରିସ ଫ୍ୟାଶନ ଓ୍ଵିକ୍‌ରେ ଦର୍ଶକଙ୍କୁ ଆକୃଷ୍ଟ କଲେ ନୀଳନୟନା ଐଶ, ଝିଅ ଆରାଧ୍ୟା ମଧ୍ୟ ଆସିଲେ ନଜର

ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଓ୍ଵାଲର୍ଡ ଐଶ୍ୱର୍ଯ୍ୟା ରାୟ ପ୍ୟାରିସ ଫ୍ୟାଶନ ଓ୍ଵିକ୍‌ରେ ଭାଗ ନେଇ ନିଜର ହଟ୍‌ ଅନ୍ଦାଜରେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛନ୍ତି । ଏହି ଗ୍ରାଣ୍ଡ ଇଭେଣ୍ଟରେ ଐଶ୍ୱର୍ଯ୍ୟା ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜରେ ସମସ୍ତଙ୍କୁ ଦିଓ୍ଵାନା କରିଦେଇଛନ୍ତି। ଏହି…

ବିନା ଗ୍ୟାସ ଜଳାଇ ଚଟାପଟ ବନାନ୍ତୁ ଏହି ରେସପୀ, ‘ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ୍‌’

ପ୍ରତିଦିନ ଏପରି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖି ହେଉନାହିଁ। ପ୍ରତିଦିନ କ’ଣ ଜଳଖିଆ ଖାଇବେ କି ପିଲାମାନଙ୍କୁ ବନାଇକି ଦେବେ ତାହା ମଧ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇଥାଏ। ପିଲାମାନଙ୍କୁ ଖାଇବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ହୋଇଥିବା…

ଏପରି ଏକ ଆଇଲ୍ୟାଣ୍ଡ, ଯେଉଁଠିକୁ କେବଳ ଯାଇପାରିବେ ବୈଜ୍ଞାନିକ

ଦୁନିଆରେ ଏପରି କେତେକ ଆଇଲ୍ୟାଣ୍ଡ ରହିଛି, ଯାହା କିଛି ନା କିଛି କାରଣ ଯୋଗୁଁ ପ୍ରସିଦ୍ଧ ହୋଇଥାଏ। ଏମିତିରେ କେତେକ ଆଇଲ୍ୟାଣ୍ଡ ରହିଛି ଯେଉଁଠିକୁ ବୁଲିବା ପାଇଁ ଲୋକମାନେ ଯାଇଥାନ୍ତି। କିନ୍ତୁ ଏପରି କେତେକ ଜାଗା ମଧ୍ୟ ରହିଛି, ଯେଉଁଠିକୁ ଯିବାକୁ କାହାକୁ ମଧ୍ୟ ଅନୁମତି ପ୍ରଦାନ…

ରାତିରେ ଗାଡି ଚଲାଇବା ବେଳେ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ, ଦୁର୍ଘଟଣାରୁ ବଞ୍ଚିଯାଇପାରେ ଆପଣଙ୍କ ଜୀବନ

ଅଧିକାଂଶ ଲୋକ ରାତିରେ ଡ୍ରାଇଭିଂ କରିବା ବହୁତ ପସନ୍ଦ କରିଥାନ୍ତି। ଅଳ୍ପ ବାଟ ଯିବା କଥା ତ ସାଧାରଣ କଥା କିନ୍ତୁ ଯଦି ଆପଣ ଅଧିକ ବାଟ ଯାତ୍ରା କରିଥାନ୍ତି ତେବେ ଅନେକ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆପଣଙ୍କ ଅସାବଧାନତା ଯୋଗୁଁ ବଡ ଦୁର୍ଘଟଣା ଘଟିପାରେ। ଠିକ୍‌ ଭାବେ ନିଦ ପୂରଣ…

ଦୁନିଆର ଏଭଳି କେତେକ ରହସ୍ୟମୟୀ ସ୍ଥାନ, ଯାହାର ସତ୍ୟତା ଏପର୍ଯ୍ୟନ୍ତ ପରଖି ପାରିନାହାନ୍ତି ବୈଜ୍ଞାନିକ

ବୈଜ୍ଞାନିକମାନଙ୍କ ଅଦମ୍ୟ କାର୍ଯ୍ୟ ନିପୁଣତା ଯୋଗୁଁ ଆମେ ଆଜି ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିପାରିଛେ। ଏ ଦୁନିଆରେ ଅନେକ ରହସ୍ୟ ଭରି ରହିଛି। ବିଜ୍ଞାନର ଉପଲବ୍ଧତା କିଛି ରହସ୍ୟରୁ ପରଦା ହଟାଇବାରୁ ସକ୍ଷମ ହୋଇଥିବା ବେଳେ ଆଉ କିଛି ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ଉଠିପାରିନାହିଁ। ଅନେକ ଜିନିଷ…

କରୀନାଙ୍କ ବେକରେ ଥିବା ଏହି ସ୍ନେକ ଚୋକର ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ମୁମ୍ବାଇ: ବଲିଉଡ୍ର  ହଟ୍ ମମ୍ ଅର୍ଥାତ୍‌ ବେବୋ କରୀନା କପୁର ଖାନ୍ ପୁଣି ଚର୍ଚ୍ଚାରେ। ତାହା ପୁଣି ନିଜ ଗଳାର ଚୋକର ପାଇଁ। ତାଙ୍କର ଗଳାରେ ଥିବା ଏହି ଡାଇମଣ୍ଡ ସ୍ନେକ ଚୋକର ସମସ୍ତଙ୍କୁ ଦିଓ୍ଵାନା କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସ୍ନେକ ଚୋକର ଦାମ ଶୁଣିଲେ ଆପଣଙ୍କର ମଧ୍ୟ ହୋସ୍‌…

ମୃତ୍ୟୁର ପୋଲ ‘କଲିଂ ଡ୍ରାଗନ କ୍ଲିଫ୍‌’, ଯେଉଁଠିକୁ ଯିବା ତ ଦୂରର କଥା ଫଟୋ ଦେଖି ଆପଣ ଭୟ କରିବେ

ଆପଣମାନେ ନିଶ୍ଚିତ ଅନେକ ପ୍ରକାରର ବ୍ରିଜ ଦେଖିଥିବେ। ବୁଲିବାକୁ ଗଲା ବେଳେ ଏହି ବ୍ରିଜ ଉପରେ ନିଶ୍ଚିତ ଭାବେ ଯାଇଥିବେ। କିନ୍ତୁ ଦୁନିଆରେ ଏମିତି କେତେକ ବିପଦପୂର୍ଣ୍ଣ ବ୍ରିଜ ରହିଛି। ଯାହା ଦେଖିବାକୁ ବେଶ୍‌ ସୁନ୍ଦର ହୋଇଥିବା ସତ୍ତ୍ୱେ ମଧ୍ୟ ବିପଦପୂର୍ଣ୍ଣ ହୋଇଥାଏ। ଏଠିକି ଯିବାକୁ ହେଲେ…

ଆପଣଙ୍କ ସାଧାରଣ ଲିପଷ୍ଟିକ୍‌ ମଧ୍ୟ ଦେଇପାରିବ ‘ମ୍ୟାଟ’ ଲୁକ୍‌, ଆପଣାନ୍ତୁ ଏହି ସହଜ ଟିପ୍ସ

ଚେହେରାର ସୁନ୍ଦରତା ବଢାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାର ବିୟୁଟି ପ୍ରଡକ୍ଟସ ଆପଣାନ୍ତି, କିନ୍ତୁ ଲିପଷ୍ଟିକ ହିଁ ସେମାନଙ୍କ ଲୁକ୍‌କୁ ସୂଂପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ। ଓଠକୁ ସୁନ୍ଦର କରିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଲିପଷ୍ଟିକ୍‌ ମିଳୁଛି। ଲିପ୍‌ ଗ୍ଲସ, ଲିପ୍‌ ବାମ,…

World Heart Day : ଆପଣ ଜାଣିଛନ୍ତି କି ଜୀବନସାଥୀ ସହିତ ସମ୍ପର୍କ ନ ରହିବା ଯୋଗୁଁ ହୋଇପାରେ ହାର୍ଟଆଟାକ

କୁହାଯାଏ, ପ୍ରେମ ହୃଦୟରୁ କରାଯାଏ, କିନ୍ତୁ ଯଦି ସେହି ପ୍ରେମ ନ ରୁହେ ତେବେ ହୃଦୟ ଉପରେ ପ୍ରଭାବ ପଡିଥାଏ। ଯଦି ଆପଣଙ୍କ ସମ୍ପର୍କ ନିଜ ଜୀବନସାଥୀ ସହିତ ସଠିକ ନଥାଏ, ତେବେ ଆପଣଙ୍କୁ ହାର୍ଟଆଟାକ ହେବାର ବେଶୀ ଆଶଙ୍କା ରହିଥାଏ। ନିକଟରେ ଏକ ଅନୁଧ୍ୟାନରୁ ଜଣାପଡିଛି। ମହିଳାମାନଙ୍କୁ ଏହି…

ପେଟର ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି କି ? କରନ୍ତୁ ସବୁଠାରୁ ସହଜ ଯୋଗ ଆସନ ‘ବାଳାସନ’

ଆଜିକାଲିର ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଇଛି। ଫାଷ୍ଟଫୁଡ ଖାଇ ସମସ୍ତେ ନିଜର ପେଟକୁ ବଢାଇ ଦେଇଛନ୍ତି। ଆପଣଙ୍କର ଯଦି ଏପରି ସମସ୍ୟା ରହିଛି, ତେବେ ଆପଣାନ୍ତୁ ଏହି ଯୋଗାସନ। ଯୋଗ ମାଧ୍ୟମରେ ସଂପୂର୍ଣ୍ଣ ଶରୀରକୁ ସୁସ୍ଥ ରଖାଯାଇପାରିବ। କିନ୍ତୁ ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ…

ସୌନ୍ଦର୍ଯ୍ୟ ଓ ସବୁଜିମାରେ ଭରା ଗଜପତି ଜିଲ୍ଲାର ଭୀମ ଜଳପ୍ରପାତ, ପ୍ରଶାସନର ଆଢୁଆଳରେ ପଡି ରହିଛି ଏହି ସ୍ଥଳୀ

ବିଶ୍ୱ ପର୍ଯ୍ୟଟନ ଦିବସରେ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ସ୍ଥଳୀଗୁଡିକର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରରେ ଏହି ଦିବସକୁ ପାଳନ କରୁଛନ୍ତି । ତେବେ ଆମ ଦେଶ ଓ ରାଜ୍ୟରେ ମଧ୍ୟ ଅନେକ ପର୍ଯ୍ୟାଟନ ସ୍ଥଳୀ ରହିଛି ସେଠାରେ ମଧ୍ୟ ପାଳନ ହେଉଛି। ଏହି ଦିବସକୁ କିନ୍ତୁ ଆଜି ମଧ୍ୟ…