୫୦ ବର୍ଷ ବୟସ୍କ ଲୋକେ ହୋଇଯାଆନ୍ତୁ ସାବଧାନ, ବୃଦ୍ଧକାଳରେ ଏହି ରୋଗ ବଢାଇପାରେ ଆପଣଙ୍କ ଚିନ୍ତା

ମଣିଷର ବୟସ ବଢିବା ସଙ୍ଗେ ସଙ୍ଗେ ରୋଗ ମଧ୍ୟ ବଢିଚାଲିଥାଏ। ଏହାମଧ୍ୟରେ କିଛି ରୋଗ ଏପରି ରହିଛି, ଯାହା ବୃଦ୍ଧକାଳରେ ଯନ୍ତ୍ରଣା ବଢାଇଦିଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ ବଢିବା ସହିତ ମଣିଷ ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ କମ୍‌ ହୋଇଯାଏ। ତେଣୁକରି ଶରୀର ରୋଗାଗ୍ରସ୍ତ ହୋଇପଡେ। କିନ୍ତୁ…

୨୫୯ ବର୍ଷ ପୁରୁଣା ଐତିହାସିକ ପ୍ରାସାଦ; ଯାହା ସମୁଦ୍ରରେ ପହଁରିି ଅନ୍ୟ ସ୍ଥାନକୁ ହୋଇଥିଲା ସିଫ୍ଟ

ଲୋକମାନେ ରହିବା ପାଇଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସିଫ୍ଟ ହୋଇଥାନ୍ତି। କିନ୍ତୁ ଘର ସିଫ୍ଟ ହେବା କଥା ଆପଣ କେବେ ବି ଶୁଣିନଥିବେ। କିନ୍ତୁ ଆମେରିକାର ମେରୀଲ୍ୟାଣ୍ଡରେ ୩.୬୨ ଲକ୍ଷ କିଲୋଗ୍ରାମ ଓଜନର ଏକ ବିଲିଡିଂକୁ ଡଙ୍ଗାରେ ଲଦି ସମୁଦ୍ର ପଥ ଦେଇ ଇଷ୍ଟର୍ଣ୍ଣରୁ କ୍ୱିଇନ୍ସଟାଉନର…

ଭୁଲଭୁଲୟା କିଲ୍ଲା ଗଢକୁଣ୍ଡାର, ଯେଉଁଠୁ ହଠାତ୍‌ ଗାଏବ ହୋଇଯାଇଥିଲେ ବରଯାତ୍ରୀ ଦଳ

ଦୁନିଆରେ ଯେଉଁସବୁ କିଲ୍ଲା ରହିଛି, ତାହା ରହସ୍ୟ ଏବଂ ଜିଜ୍ଞାସାରେ ପରିପୂର୍ଣ୍ଣ ରହିଥାଏ। ଏପରି କେତେକ କିଲ୍ଲା ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ ସଠିକ ତଥ୍ୟ କେହି ପାଇନାହାନ୍ତି। ଏପରି ଏକ କିଲ୍ଲା ଭାରତରେ ମଧ୍ୟ ରହିଛି, ଯାହା ମଧ୍ୟରେ ଅନେକ ରହସ୍ୟ ଭରପୂର ହୋଇ ରହିଛି। ଏପରି ଏକ…

ସମୁଦ୍ର କୂଳରେ ମାଛ ମଡକ

ଗଜପତି(କେ ନ୍ୟୁଜ) ; ଗଜପତି ଜିଲ୍ଲା ନିକଟରେ ଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ ଏର୍ରାମୁକମ ଗ୍ରାମ ସମୁଦ୍ର କୂଳରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାରୁ ମିଳିଛି । ଉକ୍ତ ଅଞ୍ଚଳରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ସମୁଦ୍ର ମାଛ ମଡକ ଲୋକଙ୍କୁ ଭୟଭୀତ କରିଛି ।…

ଅଚିହ୍ନା ଲୋକଙ୍କ ସହିତ ଡେଟ୍‌ରେ ଯାଉଛନ୍ତି କି ? ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ

ଆଜିକାଲି ଲୋକମାନେ ନିଜର ସମ୍ପର୍କ ଅନଲାଇନ ଜରିଆରେ କରିବାକୁ ଲାଗିଲେଣି। ଅନ୍ୟ ଭାଷାରେ ଅନଲାଇନ ଜରିଆରେ ଲୋକମାନେ ଡେଟ୍‌ କରୁଛନ୍ତି। ପସନ୍ଦ କରିବା ପରେ ଦୁହେଁ ପରସ୍ପରକୁ ସାକ୍ଷାତ ମଧ୍ୟ କରିଥାନ୍ତି। ଯଦି ଆମେ ଡେଟ୍‌ରେ ଯାଉଥିବା ଲୋକ ବିଷୟରେ କିଛି ଜାଣିନଥାନ୍ତି ତେବେ ପ୍ରଥମେ ତାଙ୍କୁ…

ନବରାତ୍ରୀରେ ଆପଣାନ୍ତୁ ଶିଳ୍ପାଙ୍କ ଆଉଟଫିଟ୍‌ ଷ୍ଟାଇଲ ଏବଂ ନିଜକୁ ଦିଅନ୍ତୁ ଟ୍ରେଣ୍ଡିଂ ଲୁକ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସର୍ବଦା ନିଜର ଫିଟନେସ୍‌ ଏବଂ ଶରୀରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହା ଠାରୁ ଅଧିକ ଚର୍ଚ୍ଚାରେ ନିଜର ଆଉଟଫିଟ୍‌ ଏବଂ ଷ୍ଟାଇଲକୁ ନେଇ ରହିଥାନ୍ତି। ଶିଳ୍ପା ଯେଉଁଭଳି ନୂଆ ଉପାୟରେ ଶାଢୀକୁ ପିନ୍ଧନ୍ତି, ତାହା ଆଉ କୌଣସି ଅଭିନେତ୍ରୀ କରିପାରନ୍ତି ନାହିଁ।…

କ’ଣ ଥିଲା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅମୂଲ୍ୟ ବିଚାରର ଅମୂଲ୍ୟ ଚିନ୍ତାଧାରା

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ ମଧ୍ୟ ଅକ୍ଟୋବର ୨ ତାରିଖରେ ପାଳନ କରାଯାଉଛି। ଚଳିତ ବର୍ଷ ଗାନ୍ଧିଜୀଙ୍କର ୧୫୦ ତମ ଜନ୍ମଦିନ ପାଳନ ହେବାକୁ ରହିଥିବା ବେଳେ ଶାସ୍ତ୍ରୀଙ୍କର ୧୧୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନିଜର ବିନମ୍ରତା ପାଇଁ ଜଣାଶୁଣା…

ପିମ୍ପୁଡି କ’ଣ ପାଇଁ ସବୁବେଳେ ସିଧା ଲାଇନରେ ଚାଲିଥାନ୍ତି ? ଜାଣନ୍ତି କି ଏହାର ରହସ୍ୟ

ପରିବେଶକୁ ସନ୍ତୁଳନରେ ରଖିବା ପାଇଁ ଭଗବାନ ଛୋଟରୁ ଛୋଟ ଏବଂ ବଡ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଜୀବ ହେଲା ପିମ୍ପୁଡି। ଛୋଟ ହେଲେ ମଧ୍ୟ ଏହି ଜୀବ ବିଶାଳକାୟ ହାତୀକୁ ମଧ୍ୟ ଅଥୟ କରିଦିଏ। କିନ୍ତୁ ଆପଣ ଜାଣିଛନ୍ତି କି, କ’ଣ ପାଇଁ ପିମ୍ପୁଡି ସର୍ବଦା ସିଧା…

ଆପଣାନ୍ତୁ ଏହି ସବୁ ଉପାୟ, ଦୂର କରନ୍ତୁ କ୍ୟାନସର ହେବାର ଭୟ

କ୍ୟାନସର ଏଭଳି ଏକ ରୋଗ ଯାହା ଦିନକୁ ଦିନ ଲୋକଙ୍କୁ ତା କବଳରେ କରିବାରେ ଲାଗିଛି। ଆଜିକାଲି ତ ଏହା ସାଧାରଣ ରୋଗ ହୋଇଗଲାଣି। ଥଣ୍ଡା, ଜ୍ୱର ଭଳି ପ୍ରତି ଲୋକଙ୍କୁ ଏହା ଗ୍ରାସ କରିବାରେ ଲାଗିଛି। ଏଥିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ସବୁ ଉପାୟ ଏବଂ ଦୂର କରନ୍ତୁ କ୍ୟାନସର…

ଏହା ହେଉଛି ହମ୍ପି ସହର: ଯେଉଁଠି ରହିଛି ସାରେଗାମା ସ୍ତମ୍ଭ, ଜାଣନ୍ତୁ ଏହା ସହିତ ଜଡିତ ଅଦ୍ଭୁତ କାହାଣୀ

ଯଦି ଆପଣ ପ୍ରାଚୀନ ଏବଂ ଅଦ୍ଭୁତ ମନ୍ଦିର ଦେଖିବାର ସୌକ ରଖିଥାନ୍ତି, ତେବେ ତୁଙ୍ଗଭଦ୍ରା ନଦୀ ତଟରେ ଅବସ୍ଥିତ ହମ୍ପି ସହର ନିଶ୍ଚିତ ଭାବେ ଥରେ ବୁଲିଆସନ୍ତୁ । କର୍ଣ୍ଣାଟକ ରାଜ୍ୟର ବିଜୟ ନଗର ସହରରେ ଅବସ୍ଥିତ ଏହି ମନ୍ଦିର ଐତିହ୍ୟରେ ଭରପୂର। ୟୁନିସ୍କୋରେ ସ୍ଥାନ ପାଇଥିବା ବିଶ୍ୱ ଐତିହ୍ୟ ସ୍ଥଳ…

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ପ୍ରଶାସନ ନଶୁଣିବାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲା ସଚେତନ ନାଗରିକ ମଞ୍ଚ

ଯାଜପୁର (କେ ନ୍ୟୁଜ ) : ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଚଣ୍ଡିଖୋଲ ଡୁବୁରୀକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର କବାଟବନ୍ଧ ଠାରେ ଥିବା ବ୍ରାହ୍ମଣୀ ବ୍ରିଜ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ। ପ୍ରତ୍ୟହ ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନୀ ହେଉଛି।…

ରହସ୍ୟମୟ ଏହି ଗରମ ପାଣି ଝରଣା, ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଅନେକ ରୋଗ

ଦୁନିଆରେ ଏପରି କେତେକ ରହସ୍ୟ ରହିଛି, ଯାହା ଲୋକଙ୍କୁ ଆଚମ୍ବିତ କରିଥାଏ। ଏପରି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ରହିଛି। ଏଠାରେ ପ୍ରାକୃତିକ ଭାବେ କେତେକ ସୁଇମିଂ ପୁଲ ପ୍ରସ୍ତୁତ ହୋଇଛି, ଯାହାର ସୁନ୍ଦରତା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ସବୁଠାରୁ କୌତୁହଳର ବିଷୟ, ଏହି ଝରଣାର ପାଣି…