Below header

ଦୁଇଟି ରୋଗରେ ପୀଡିତ ହୋଇ ମଧ୍ୟ ଧୈର୍ଯ୍ୟ ହରାଇ ନାହାନ୍ତି ଏହି ଅଭିନେତ୍ରୀ. . .

ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ନାଦିୟା ଜମିଲ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତିା ଏବେ ଅଭିନେତ୍ରୀ ଜଣକ ଦୁଇ ଦୁଇଟି ରୋଗରେ ପୀଡିତ ରହିଥିବା ସତ୍ତ୍ବେ ମଧ୍ୟ କେବେ ହାର ମାନିନାହାନ୍ତିା ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ନାଦିୟା କାମ କରୁଛନ୍ତିା ସମାଜସେବିକା ଭାବେ ନାଦିୟା ଅନେକ କୃତ୍ତିତ୍ବ ଏବଂ ଉପଲବ୍ଧତା ହାସଲ କରିଛନ୍ତିା

ଟିଭି ଶୋ ‘ବେହଦ୍’ରେ ନଜର ଆସିଥିବା ଅଭିନେତ୍ରୀ ନାଦିୟା କେବେ ବି ଧୈର୍ଯ୍ୟ ହାରିନାହାନ୍ତି  ବରଂ ସାହାସୀ ଭାବେ ନିଜ ରୋଗ ସହିତ ଯୁଦ୍ଧ କରିଛନ୍ତିା ରିପୋର୍ଟ ମୁତାବକ, ଗତ କିଛି ଦିନ ହେଲାଣି ନାଦିୟାଙ୍କ ମୁଣ୍ଡ ବୁଲାଇବା ସହ ଆଖିକୁ ସଠିକ ଭାବେ ଦେଖାଯାଉନାହିାଁ ଏହି ରୋଗ ପ୍ରାଣଘାତୀ ନୁହେଁ କିନ୍ତୁ ଦୁଇଟି ପ୍ରକାର ରୋଗକୁ ଏକା ସାଙ୍ଗରେ ସହିବା ପାଇଁ ମଧ୍ୟ ବେଶ ସାହସ ଦରକାରା ନାଦିୟା ନିଜେ ତାଙ୍କ ରୋଗ ବିଷୟରେ ଟ୍ବିଟ କରି ଜଣାଇଛନ୍ତିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.