ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ଖାଲି, ଜାଣନ୍ତୁ କିପରି ହେବ ଚୟନ

ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବରା ସରକାରଙ୍କ ତରଫରୁ ଓଡିଶା ପବ୍ଲିକ ସର୍ଭିସ କମିଶନ ଅଧିନରେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଂଜିନିୟର ପଦବୀ ପାଇଁ ନିଯୁକ୍ତି ହେବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ opsconline.gov.in କୁ ଲଗ୍ଇନ କରି ଆବେଦନ କରିପାରିବୋ ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୬ ଅଗଷ୍ଟ ରହିଛିା ଏହି ପଦବୀ ପାଇଁ ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କୁ ଓଡିଶା ଏଗ୍ରିକଲଚର ଏବଂ ଏମପାୱାରମେଣ୍ଟ ବିଭାଗରେ ନିଯୁକ୍ତି ଦିଆଯିବା

ଆବେଦନକାରୀଙ୍କ ଚୟନ ଦୁଇଟି ପରୀକ୍ଷା ଦ୍ବାରା ହେବା ଏଥିରେ ଲିଖିତ ଏବଂ ମୌଖିକ(ଭାଇବା) ପରୀକ୍ଷା ଦେବାକୁ ପଡିବା
ଦୁଇଟି ପେପରରେ ପରୀକ୍ଷା ହେବ , ଯେଉଁଥିରେ ପ୍ରତି ପେପର ପାଇଁ ୧୦୦ ମାର୍କ ଏବଂ ସମୟ ଅବଧି ୨ ଘଣ୍ଟା ରହିବା

ଏଥିରେ କୌଣସି ନେଗେଟିଭ ମାର୍କିଂ ରହିବ ନାହିାଁ ଏହି ପରୀକ୍ଷା ଭୁବନେଶ୍ବରରେ ଆୟୋଜିତ ହେବା ଦୁଇଟି ପରୀକ୍ଷା ହେବା ପରେ ବିବେଚିତ ପ୍ରାର୍ଥୀଙ୍କୁ ଚୟନ କରାଯାଇ ଅଫିସିଆଲ ୱେବସାଇଟରେ ସେମାନଙ୍କ ନାମକୁ ଡିସପ୍ଲେ କରାଯିବା

ଏହା ସହ ପଢନ୍ତୁ : ଜିଏସ୍ଏସ୍ଏସବିରେ ବହୁ ପଦବୀ ଖାଲି, ଆପଣ ମଧ୍ୟ କରିପାରନ୍ତି ଆବେଦନ. .

ଆବେଦନକାରୀଙ୍କୁ ଏଥିପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିାଁ

ଅଣସରଂକ୍ଷିତ-୪୧ଟି, ଏସଇବିସି-୨୭ଟି, ଅନୁସୂଚିତ ଜାତି-୨୭ଟି, ଅନୁସୂଚିତ ଜନଜାତି-୩୫ ଟି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.