Below header

ଯାଜପୁର : ଅଜଣା ଗାଡି ଧକ୍କାରେ କାଉଡିଆଙ୍କର ମୃତ୍ୟୁ

ଯାଜପୁର : ଯାଜପୁର ଅଜଣା ଗାଡି ଧକ୍କାରେ କାଉଡିଆଙ୍କର ମୃତ୍ୟୁ । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ । ମୃତ କାଉଡ଼ିଆ ଭକ୍ତ ହେଲେ କୁଆଖିଆ ଥାନା ନରସିଂହପୁର ଗ୍ରାମର ସୁଶାନ୍ତ ସାହୁ । କଟକ ଗଡଗଡିଆ ଘାଟରୁ ଏମାନେ ପାଣି ଉଠାଇ କୁଆଖିଆ ଅଭିମୁଖେ ଆସୁଥିବା ସମୟରେ ବଡ଼ଚଣା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ବଡ଼ଚଣା ପୁଲିସ ମୃତ ଦେହକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.