ଜାମିଆ ମିଲିଆ ଇସଲାମିଆରେ ଅନେକ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ଜାମିଆ ମିଲିଆ ଇସଲାମିଆ ସଂସ୍ଥା, ନୂଆଦିଲ୍ଲୀରେ ଅନେକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ଅପର ଡିଜିଜନ କିରାଣୀ, ଜୁନିଅର ଲ୍ୟାବ୍ ଆସିଷ୍ଟାଣ୍ଟ, କିରାଣୀ, ଟାଇପିଷ୍ଟ/ ଏଲଡିସି, ଉର୍ଦୁ ଟାଇପିଷ୍ଟ, ସିକ୍ୟୁରିଟ ଆସିଷ୍ଟାଣ୍ଟ, ମଲ୍ଟି ଟାକ୍ସିଂ ଷ୍ଟାଫ, ରେଜିଷ୍ଟ୍ରାର ଅଫିସର ଇତ୍ୟାଦି ପଦବୀ ଖାଲି ରହିଛି। ଇଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଜାମିଆ ମିଲିଆ ଇସ୍ଲାମିଆର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୬ ରହିଛି। ଇଛୁକ ପ୍ରାର୍ଥୀ ଆଜି ମଧ୍ୟ ଖୁବ୍ ଜଲଦି ରାତି ୧୨ ଟା ଭିତରେ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଲଗା ଅଲଗା ରହିଛି।
ବୟସ ସୀମା: ଆବେଦନକାରୀଙ୍କ ବୟସ ଜାମିଆ ମିଲିୟା ଇସଲାମିଆର ନିୟମନୁସାରେ ହେବ।
ଚୟନ ପ୍ରକ୍ରିୟା: ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।