ଓଜନ ନିୟନ୍ତ୍ରଣ କରିବା ସହ ଲିଭରକୁ ସୁସ୍ଥ ରଖିଥାଏ ନାଗଫେଣୀ, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା
ଅଧିକାଂଶ ଲୋକେ ନାଗଫେଣୀ ଗୁଳ୍ମକୁ ଘରେ ଆକର୍ଷଣୀୟ ପାଇଁ ରଖିଥାନ୍ତି। ଏହାର ଦେଖାଶୁଣା କରିବା ମଧ୍ୟ ବହୁତ ସହଜ। କାରଣ ଏଥିରେ କମ୍ ପାଣି ବ୍ୟବହାର ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଗୁଳ୍ମ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବ୍ୟବହାର କରିବା ପାଇଁ…