କାହିଁକି କୃଷ୍ଣ ଜନ୍ମାଷ୍ଟମୀ ବ୍ରତକୁ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ। କିନ୍ତୁ ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି।…

ଦିନରେ ନେଇପାରୁନାହାନ୍ତି କି ନିଜର ଯତ୍ନ, ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ୫ଟି ଟିପ୍ସ

ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁନ୍ଦର ଭାବେ ଦେଖିବାକୁ ପସନ୍ଦ କରିଥାଏ। ତେଣୁ ନିଜର ତ୍ୱଚାର ଯତ୍ନ ନେବା ମଧ୍ୟ ଆପଣମାନଙ୍କର କର୍ତ୍ତବ୍ୟ । ଆପଣଙ୍କ ସୁସ୍ଥ ତ୍ୱଚା ହିଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଥାଏ। କିନ୍ତୁ ଏସବୁ ସତ୍ୱେ ବଦଳୁଥିବା ପାଣିପାଗ ଆପଣଙ୍କ ତ୍ୱଚା ଉପରେ ମଧ୍ୟ ପ୍ରଭାବ…

ବିମାନରେ ପ୍ରେମୀ ଯୁଗଳ କଲେ ଅଦ୍ଭୁତ କାରନାମା, ବାଧ୍ୟ ହୋଇ କରିବାକୁ ପଡିଲା ଏମରଜେନ୍ସୀ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଯେକୌଣସି କାମ ହେଉ, ତାହାକୁ ସଠିକ ଭାବେ ନିର୍ବାହ କରିବା କିଛି ସହଜ କଥା ନୁହେଁ। ପ୍ରତି ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରିବା ପାଇଁ ସତ ଚେଷ୍ଟା ମଧ୍ୟ କରିଥାଏ। ବେଳେ ବେଳେ ନିଜର ସମସ୍ତ ସମୟ ଦେଇ କାମ କଲେ ମଧ୍ୟ ତାର ପାରିଦର୍ଶିତା…

ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହୋଇପାରେ ୟେଜଦୀ ବାଇକ୍‌, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହେଲା ଆକ୍ଟିଭ

ଭାରତୀୟ ବଜାରରେ ମହିନ୍ଦ୍ରା ଜାଓ୍ଵାର ସଫଳତା ପରେ କମ୍ପାନୀ ଏବେ ୟେଜଦୀ ବ୍ରାଣ୍ଡ୍‌ ପୁଣି ଥରେ ପ୍ରବେଶ କରିବାକୁ ଯୋଜନା ରଖିଛି। ଏହାସହିତ ୟେଜଦୀ ବ୍ରାଣ୍ଡର ୱେବସାଇଟକୁ ଆକ୍ଟିଭ କରି ଦିଆଯାଇଛି। ଏଠାରେ ବାଇକର ସମସ୍ତ ମଡେଲ ଏବଂ ବିବରଣୀ ରହି। କିନ୍ତୁ ମୋଟର ସାଇକେଲ ଭାରତୀୟ ବଜାରରେ କେବେ…

କେବଳ ଖାଦ୍ୟରେ ନୁହେଁ, ତ୍ୱଚାରୁ ଅନେକ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରନ୍ତୁ ପୋଦିନା ପତ୍ର

ଖାଦ୍ୟରେ ଆମେ ଧନିଆପତ୍ର ଏବଂ ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟକୁ ଭିନ୍ନ ଫ୍ଲେଭର ଦେବା ପାଇଁ ହେଉ ଅବା ଲୁକ୍‌ ଦେବା ପାଇଁ ହେଉ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ବହୁତ…

ନେହରୁ ଶେଖ ଅବଦ୍ଦୁଲାଙ୍କୁ ଖୁସି କରିବାକୁ କଶ୍ମୀରରେ ଅନୁଚ୍ଛେଦ ୩୭୦ ଧାରା ଲାଗୁ କରିଥିଲେ: ଶିବରାଜ ସିଂ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଆରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଅନୁଚ୍ଛେଦ ୩୭୦କୁ ନେଇ ମୁହଁ ଖୋଲିଛନ୍ତି। ଶିବରାଜ ଉକ୍ତ କର୍ମୀ ସମ୍ମିଳନୀରେ ମୋଦି ଏବଂ ଅମିତ ଶାହାକୁ ଭଗବାନ କୃଷ୍ଣ ଏବଂ ଅଜୁର୍ନ ସହିତ ତୁଳନା…

ଫୁଟପାଥରେ ମାଡିଗଲା କାର, ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ନିଶାଶକ୍ତ ବ୍ୟକ୍ତି କ’ଣ କରିପାରେ ତାହା ଆପଣ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ଭାବେ ଜାଣିପାରିବେ। କିଭଳି ନିଶାଶକ୍ତ ହୋଇ ନିଜ ଗାଡ଼ିରୁ ନିୟନ୍ତ୍ରଣ ହରାଇ ଅନ୍ୟର ଜୀବନକୁ ବିପଦରେ ପକାଇଛି ଏହି କାର ଡ୍ରାଇଭର। ଏଭଳି ଏକ ଘଟଣା ବାଙ୍ଗାଲୁରୁର ଏଚଏସଆର ଲେଆଉଟ ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣା…

ଆକ୍ରମଣ ଧମକର କୌଣସି ସତ୍ୟତା ନାହିଁ, ବିସିସିଆଇ କଲା ସ୍ପଷ୍ଟୋକ୍ତି

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍‌ ଆସିଥିଲା। ଯେଉଁଥିରେ ଭାରତୀୟ ଖେଳାଳୀଙ୍କ ଉପରେ ବିପଦ ରହିଛି ବୋଲି ସୂଚନା ରହିଥିଲା। ଟିମ୍‌ ଇଣ୍ଡିଆର…

ହିମାଚଳରେ ପ୍ରବଳ ବର୍ଷା; ଧୋଇଗଲାଣି ୫ଟି ଜାତୀୟ ରାଜପଥ, ୧୦ ମୃତ

ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଅନେକ ସ୍ଥାନରେ ବାଦଲ ଫାଟି ବର୍ଷା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରବଳ ବର୍ଷାରେ ୫ଟି ଜାତୀୟ ରାଜପଥ ସହ ୩୫୦ ରାସ୍ତା ଏପର୍ଯ୍ୟନ୍ତ ଧୋଇଗଲାଣି। ବର୍ଷା ଫଳରେ ୧୨୯ ମାର୍ଗ ବନ୍ଦ ହୋଇପଡିଛି।…

ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର, ଶବ ହେଲା ବ୍ୟବଚ୍ଛେଦ

ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର। ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପରିବାରବର୍ଗ ସେମାନଙ୍କ ମରଶରୀରକୁ ପୈତୃକ ଗ୍ରାମକୁ ନେଇ ଶେଷକୃତ୍ୟ ସଂପନ୍ନ କରିବେ ବୋଲି ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ଗତକାଲି ରାଉରକେଲା ଏନଆଇଟି…

ଆୟକର ରିଟର୍ଣ୍ଣ କରିବା ସମୟରେ ହେଉଥିବା ଭୁଲକୁ ନେଇ ଆଉ ଧମକାଇବ ନାହିଁ ଆଇଟି ବିଭାଗ

ଯଦି ଆୟକର ଟିକସ ରିଟର୍ଣ୍ଣ ସମୟରେ ଫାଇଲରେ ଆପଣ କୌଣସି ଭୁଲ କରଦିଅନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଆଉ ଏବେ ଦୁଭାର୍ଗ୍ୟବଶଃତ ଭୁଲ ହୋଇଗଲେ ଆଇଟି ବିଭାଗ ଆପଣଙ୍କୁ ଧମକାଇପାରିବ ନାହିଁ। କେବଳ ଏତିକି ନୁହେଁ ଆପଣଙ୍କୁ କୌଣସି ନୋଟିସ ମଧ୍ୟ ଯିବ ନାହିଁ। ଖାସ୍‌ ଏଥିପାଇଁ ଆଇଟି ବିଭାଗ…

ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ, କହିଲେ କେବଳ କଥାବାର୍ତ୍ତା ପିଓକେକୁ ନେଇ ହେବ

ହରିଆନାର ପଞ୍ଚକୁଲାଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣି ଥରେ ପାକିସ୍ତାନକୁ ଟାଗେର୍ଟ କରିଛନ୍ତି। ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଯେଉଁଭଳି ବ୍ୟବହାର କରୁଛି ତାର ଜବାବ ଦେଇଛନ୍ତି ରାଜନାଥ। ରାଜନାଥ କହିଛନ୍ତି, ୩୭୦…