ନିଜ ବାଇକ୍‌କୁ ଅଧିକ ମାଇଲେଜ୍‌ ଦେବାକୁ ଚାହୁଁଛନ୍ତି କି ? ତେବେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆପଣ ନିଜ ବାଇକର କମ୍‌ ମାଇଲେଜକୁ ନେଇ ଚିନ୍ତିତ ଅଛନ୍ତି କି ? ଅଧିକାଂଶ ଲୋକେ ନିଜ ବାଇକର ମାଇଲେଜ ଏବଂ ଅଧିକ ଇନ୍ଧନ ଖର୍ଚ୍ଚକୁ ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି। ଯଦି ଏହାକୁ ନେଇ ଆପଣ ଚିନ୍ତିତ ଥାଆନ୍ତି, ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ବାଇକର ମାଇଲେଜ ବଢିବା…

‘ଭାଟିକନ’ ସହର, ଯାହା ଆକାରରେ ଦେଖିବାକୁ ଭଗବାନ ଶିବଙ୍କ ଲିଙ୍ଗ ସଦୃଶ

ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଏହା କେଉଁ ସହରରେ ଯେ, ଏହାର ଆକାର ଶିବଲିଙ୍ଗ ପରି ତାହା ପୁଣି ୟୁରୋପରେ। ଆମ୍ଭେ ସମେସ୍ତ ଜାଣିଛେ ଯେ, ସବୁ ଧର୍ମର ଭଗବାନଙ୍କ ଅସ୍ତିତ୍ୱ ନେଇ ଭିନ୍ନ ଭିନ୍ନ ପ୍ରକାର ତର୍କ ରହିଛି। କିଏ ଭଗବାନଙ୍କୁ ସବୁ ଜାଗାରେ ମାନୁଥିବା ବେଳେ ଆଉ କିଏ ଭଗବାନ…

ବ୍ରେକଅପ୍‌ ପରେ ଭୁଲରେ ବି ହ୍ଵାଟସଆପ୍‌, ଫେସବୁକ୍‌ରେ କରନ୍ତୁ ନାହିଁ ଏହିସବୁ କାମ

ପ୍ରେମ ସମ୍ପର୍କ ଭାଙ୍ଗି ଯିବା ପରେ ମଣିଷର ମନ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏପରି ଆମ ଆଖପାଖରେ ଅନେକ ଲୋକ ରହିଥାନ୍ତି, ଯେଉଁମାନେ ବ୍ରେକଅପ ପରେ ସୋସିଆଲ ମିଡିଆରେ ନିଜର ଅନୁଭୂତିକୁ ଜାହିର କରିଥାନ୍ତି। ଏହାଛଡା ନିଜର ପୂର୍ବତନଙ୍କ ବିଷୟରେ ଏପଟସେପଟ କଥା ପୋଷ୍ଟ କରନ୍ତି।…

ବାଥଟବ୍‌ରେ ବସିଥିବା ପରିଣୀତିଙ୍କ ମୁଣ୍ଡରୁ ବୋହୁଛି ରକ୍ତ, କିଏ କଲା ପରୀଙ୍କ ଏପରି ଅବସ୍ଥା

କଥାଟି ପଢି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଭାବୁଥିବେ ପରିଣୀତିଙ୍କର ଏପରି ଅବସ୍ଥା କେମିତି ହେଲା। ବାଥଟବ୍‌ରେ ବସିଥିବା ପରିଣୀତିଙ୍କ ମୁଣ୍ଡରୁ ରକ୍ତ ବୋହୁଥିବା ଫଟୋ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଏଥିରେ ପରିଣୀତି ଭୟଭୀତ ହେବା ଭଳି ମଧ୍ୟ ନଜର ଆସିଛନ୍ତି। ଯାହାକୁ ଦେଖି…

ରେହମ ଖାନଙ୍କ ଅଭିଯୋଗ; ଇମରାନ ବିକିଦେଲେ କଶ୍ମୀର, ମୋଦିଙ୍କ ସହିତ କରିଥିଲେ ଡିଲ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ଇମରାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି, ଭାରତ କଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଖୁବଶୀଘ୍ର ହଟାଇବା କଥା ଇମରାନକୁ ପୂର୍ବରୁ ଜଣାଥିଲା। ଏହାଛଡା ଇମରାନ ଭାରତକୁ ଖୁସି କରିବା ପାଇଁ ପ୍ରଧାନମନ୍ତ୍ରୀ…

ବିରାଟଙ୍କ ଇନଷ୍ଟା ଫଟୋରେ ଯୁବତୀ କଲେ ଏଭଳି କମେଣ୍ଟ, ‘ ମୁଁ ସିଙ୍ଗଲ ଅଛି, ପ୍ଲିଜ୍‌ କିଏ ମୋ ବଏଫ୍ରେଣ୍ଡ୍‌ ହେଇଯାଅ’

ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେଠାରେ ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ସିରିଜ ଜିତି ସାରିଥିବା ବେଳେ ଏବେ ଟେଷ୍ଟ ମ୍ୟାଚ ଉପରେ ନଜର ରହିଛି। ଏହି ଟେଷ୍ଟ ସିରିଜ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ମ୍ୟାଚ ହେବା ପୂର୍ବରୁ ଟିମ୍‌ ସଦସ୍ୟ…

ଭାରତରେ ଆଜି ଲଞ୍ଚ ହେବ ମାରୁତି ସୁଜୁକିର ନୂଆ XL 6 କାର

କାର କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ମାରୁତି ସୁଜୁକି ପୁଣି ଥରେ ଭାରତୀୟ ବଜାରରେ ତାର ନୂଆ କାର ଲଞ୍ଚ କରିବାକୁ ଯାଉଛି। ମାରୁତି ସୁଜୁକି ପକ୍ଷରୁ ଭାରତରେ ଆଭି ପ୍ରିମିୟମ ଏମ୍‌ପିବିିର ନୂଆ XL 6 କାର ଲଞ୍ଚ କରିବାକୁ ଯାଉଛି। ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଏହାକୁ…

ସାନ ଭାଇର ଉତ୍ସାହରେ ଡାକ୍ତରୀ ଭଉଣୀ ହେଲେ ଆଇଏଏସ୍‌ ଅଫିସର

ସାନ ଭାଇର ପ୍ରଚେଷ୍ଟା, ଉତ୍ସାହ ଏବଂ ମାର୍ଗଦର୍ଶନ ଫଳରେ ବଡ ଭଉଣୀ ହୋଇପାରିଛନ୍ତି ଆଇଏଏସ୍‌ ଅଫିସର। ନିଜ ଭଉଣୀଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଇଚ୍ଛା ରଖିଥିବା ଭାଇ ଏହାକୁ ସଫଳ କରି ଦେଖାଇଛନ୍ତି। ପେଶାରେ ବଡ ଭଉଣୀ ଡାକ୍ତର ହୋଇଥିବା ସତେ୍ତ୍ୱ ଲୋକମାନଙ୍କ ସେବା ତ କରିବାକୁ ଚାହୁଁଥିଲେ।…

ଠିଆ ହେବାକୁ ଅସମର୍ଥ ଦୁଇ ଭାଇ ମୁକେଶ ଓ ଆକାଶ, ଦେଖିଲେ ଆଖିର ଲୁହ ରୋକି ହେବ ନାହିିଁ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଘରେ ବଢୁଛନ୍ତି କୃଷ୍ଣ ବଳରାମଙ୍କ ଭଳି ଦୁଇ ଭାଇ । ବାପା ମାଆଙ୍କ ଖୁସି କହିଲେ ନସରେ ।  ଦୁଇଟି ପୁଅକୁ ପାଇ ସମସ୍ତେ ବହୁତ ଖସି। ଦୁଇ ପୁଅ ପାଠ ପଢିବେ, ବଡ ହେବେ, ଚାକିରି କରିବେ। ବାପା ମାଙ୍କର ଦୁଃଖ ସରିବ। କିନ୍ତୁ ଏସବୁ ନିୟତି ପାଖରେ ହାର ମାନିଯାଏ।…

କଙ୍ଗନାଙ୍କ ଶାଢୀର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

କଥାଟି ଜାଣି ଚକିତ ହେଉଥିବେ ନିଶ୍ଚିତ। ଏମିତି କଙ୍ଗନା କେତେ ଟଙ୍କାର ଶାଢୀ ପିନ୍ଧିଲେ ଯେ, ଯାହାକୁ ଜାଣି ଫ୍ୟାନଙ୍କ ହୋସ ଉଡିଯିବ। ବଲିଉଡର କେଉଁ ସେଲିବ୍ରିଟ ମଧ୍ୟ ଲକ୍ଷାଧିକ ଟଙ୍କାରୁ କମ୍‌ ମୂଲ୍ୟର ଡ୍ରେସ କିମ୍ବା ଆଉଟଫିଟ ପିନ୍ଧନ୍ତି ନାହିଁ। କିନ୍ତୁ କଙ୍ଗନା ଶାଢୀ ଏବେ ସମସ୍ତଙ୍କୁ ଚକିତ…

ଅଲମ୍ପିକରେ ସ୍ୱର୍ଣ୍ଣ ଆଣି ଦେଶକୁ କରିଥିଲେ ଗର୍ବିତ, କିନ୍ତୁ ଅନୁଶାସନହୀନତା ପାଇଁ ମିଳିଲା ନୋଟିସ

ନୂଆଦିଲ୍ଲୀ: ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡି ଚାଲିଯାଇଥିବାରୁ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଅଲମ୍ପିକ ପଦକ ବିଜୟନୀ ସାକ୍ଷୀ ମଲ୍ଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ ଜଣ ଶିବିରାର୍ଥୀଙ୍କୁ ବହିଷ୍କାର କରାଯାଇଛି। ଲକେ୍ଷ୍ମୗ…

ସଇତାନ ସାଜିଲା ନାବାଳିକା, ପ୍ରେମ ପାଇଁ ବାପାକୁ କଲା ହତ୍ୟା

ପ୍ରେମରେ ବାଧକ ସାଜିଲେ ବାପା। ନିରାଶ ହୋଇ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ ନାବାଳିକା ଝିଅ। ପ୍ରେମିକ ସାଙ୍ଗରେ ସପିଂ ମଲରେ ଦେଖିବା ବାପାଙ୍କ ପାଇଁ ହେଲା କାଳ । ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ଛୁରୀ ଭୁସି ବାପାକୁ ହତ୍ୟା କରିବା ସହ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ…