ବିରାଟଙ୍କ ଇନଷ୍ଟା ଫଟୋରେ ଯୁବତୀ କଲେ ଏଭଳି କମେଣ୍ଟ, ‘ ମୁଁ ସିଙ୍ଗଲ ଅଛି, ପ୍ଲିଜ୍‌ କିଏ ମୋ ବଏଫ୍ରେଣ୍ଡ୍‌ ହେଇଯାଅ’

ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେଠାରେ ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ସିରିଜ ଜିତି ସାରିଥିବା ବେଳେ ଏବେ ଟେଷ୍ଟ ମ୍ୟାଚ ଉପରେ ନଜର ରହିଛି। ଏହି ଟେଷ୍ଟ ସିରିଜ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ମ୍ୟାଚ ହେବା ପୂର୍ବରୁ ଟିମ୍‌ ସଦସ୍ୟ…

ଭାରତରେ ଆଜି ଲଞ୍ଚ ହେବ ମାରୁତି ସୁଜୁକିର ନୂଆ XL 6 କାର

କାର କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ମାରୁତି ସୁଜୁକି ପୁଣି ଥରେ ଭାରତୀୟ ବଜାରରେ ତାର ନୂଆ କାର ଲଞ୍ଚ କରିବାକୁ ଯାଉଛି। ମାରୁତି ସୁଜୁକି ପକ୍ଷରୁ ଭାରତରେ ଆଭି ପ୍ରିମିୟମ ଏମ୍‌ପିବିିର ନୂଆ XL 6 କାର ଲଞ୍ଚ କରିବାକୁ ଯାଉଛି। ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଏହାକୁ…

ସାନ ଭାଇର ଉତ୍ସାହରେ ଡାକ୍ତରୀ ଭଉଣୀ ହେଲେ ଆଇଏଏସ୍‌ ଅଫିସର

ସାନ ଭାଇର ପ୍ରଚେଷ୍ଟା, ଉତ୍ସାହ ଏବଂ ମାର୍ଗଦର୍ଶନ ଫଳରେ ବଡ ଭଉଣୀ ହୋଇପାରିଛନ୍ତି ଆଇଏଏସ୍‌ ଅଫିସର। ନିଜ ଭଉଣୀଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଇଚ୍ଛା ରଖିଥିବା ଭାଇ ଏହାକୁ ସଫଳ କରି ଦେଖାଇଛନ୍ତି। ପେଶାରେ ବଡ ଭଉଣୀ ଡାକ୍ତର ହୋଇଥିବା ସତେ୍ତ୍ୱ ଲୋକମାନଙ୍କ ସେବା ତ କରିବାକୁ ଚାହୁଁଥିଲେ।…

ଠିଆ ହେବାକୁ ଅସମର୍ଥ ଦୁଇ ଭାଇ ମୁକେଶ ଓ ଆକାଶ, ଦେଖିଲେ ଆଖିର ଲୁହ ରୋକି ହେବ ନାହିିଁ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଘରେ ବଢୁଛନ୍ତି କୃଷ୍ଣ ବଳରାମଙ୍କ ଭଳି ଦୁଇ ଭାଇ । ବାପା ମାଆଙ୍କ ଖୁସି କହିଲେ ନସରେ ।  ଦୁଇଟି ପୁଅକୁ ପାଇ ସମସ୍ତେ ବହୁତ ଖସି। ଦୁଇ ପୁଅ ପାଠ ପଢିବେ, ବଡ ହେବେ, ଚାକିରି କରିବେ। ବାପା ମାଙ୍କର ଦୁଃଖ ସରିବ। କିନ୍ତୁ ଏସବୁ ନିୟତି ପାଖରେ ହାର ମାନିଯାଏ।…

କଙ୍ଗନାଙ୍କ ଶାଢୀର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

କଥାଟି ଜାଣି ଚକିତ ହେଉଥିବେ ନିଶ୍ଚିତ। ଏମିତି କଙ୍ଗନା କେତେ ଟଙ୍କାର ଶାଢୀ ପିନ୍ଧିଲେ ଯେ, ଯାହାକୁ ଜାଣି ଫ୍ୟାନଙ୍କ ହୋସ ଉଡିଯିବ। ବଲିଉଡର କେଉଁ ସେଲିବ୍ରିଟ ମଧ୍ୟ ଲକ୍ଷାଧିକ ଟଙ୍କାରୁ କମ୍‌ ମୂଲ୍ୟର ଡ୍ରେସ କିମ୍ବା ଆଉଟଫିଟ ପିନ୍ଧନ୍ତି ନାହିଁ। କିନ୍ତୁ କଙ୍ଗନା ଶାଢୀ ଏବେ ସମସ୍ତଙ୍କୁ ଚକିତ…

ଅଲମ୍ପିକରେ ସ୍ୱର୍ଣ୍ଣ ଆଣି ଦେଶକୁ କରିଥିଲେ ଗର୍ବିତ, କିନ୍ତୁ ଅନୁଶାସନହୀନତା ପାଇଁ ମିଳିଲା ନୋଟିସ

ନୂଆଦିଲ୍ଲୀ: ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡି ଚାଲିଯାଇଥିବାରୁ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଅଲମ୍ପିକ ପଦକ ବିଜୟନୀ ସାକ୍ଷୀ ମଲ୍ଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ ଜଣ ଶିବିରାର୍ଥୀଙ୍କୁ ବହିଷ୍କାର କରାଯାଇଛି। ଲକେ୍ଷ୍ମୗ…

ସଇତାନ ସାଜିଲା ନାବାଳିକା, ପ୍ରେମ ପାଇଁ ବାପାକୁ କଲା ହତ୍ୟା

ପ୍ରେମରେ ବାଧକ ସାଜିଲେ ବାପା। ନିରାଶ ହୋଇ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ ନାବାଳିକା ଝିଅ। ପ୍ରେମିକ ସାଙ୍ଗରେ ସପିଂ ମଲରେ ଦେଖିବା ବାପାଙ୍କ ପାଇଁ ହେଲା କାଳ । ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ଛୁରୀ ଭୁସି ବାପାକୁ ହତ୍ୟା କରିବା ସହ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ…

କାହିଁକି କୃଷ୍ଣ ଜନ୍ମାଷ୍ଟମୀ ବ୍ରତକୁ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ। କିନ୍ତୁ ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି।…

ଦିନରେ ନେଇପାରୁନାହାନ୍ତି କି ନିଜର ଯତ୍ନ, ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ୫ଟି ଟିପ୍ସ

ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁନ୍ଦର ଭାବେ ଦେଖିବାକୁ ପସନ୍ଦ କରିଥାଏ। ତେଣୁ ନିଜର ତ୍ୱଚାର ଯତ୍ନ ନେବା ମଧ୍ୟ ଆପଣମାନଙ୍କର କର୍ତ୍ତବ୍ୟ । ଆପଣଙ୍କ ସୁସ୍ଥ ତ୍ୱଚା ହିଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଥାଏ। କିନ୍ତୁ ଏସବୁ ସତ୍ୱେ ବଦଳୁଥିବା ପାଣିପାଗ ଆପଣଙ୍କ ତ୍ୱଚା ଉପରେ ମଧ୍ୟ ପ୍ରଭାବ…

ବିମାନରେ ପ୍ରେମୀ ଯୁଗଳ କଲେ ଅଦ୍ଭୁତ କାରନାମା, ବାଧ୍ୟ ହୋଇ କରିବାକୁ ପଡିଲା ଏମରଜେନ୍ସୀ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଯେକୌଣସି କାମ ହେଉ, ତାହାକୁ ସଠିକ ଭାବେ ନିର୍ବାହ କରିବା କିଛି ସହଜ କଥା ନୁହେଁ। ପ୍ରତି ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରିବା ପାଇଁ ସତ ଚେଷ୍ଟା ମଧ୍ୟ କରିଥାଏ। ବେଳେ ବେଳେ ନିଜର ସମସ୍ତ ସମୟ ଦେଇ କାମ କଲେ ମଧ୍ୟ ତାର ପାରିଦର୍ଶିତା…

ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହୋଇପାରେ ୟେଜଦୀ ବାଇକ୍‌, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହେଲା ଆକ୍ଟିଭ

ଭାରତୀୟ ବଜାରରେ ମହିନ୍ଦ୍ରା ଜାଓ୍ଵାର ସଫଳତା ପରେ କମ୍ପାନୀ ଏବେ ୟେଜଦୀ ବ୍ରାଣ୍ଡ୍‌ ପୁଣି ଥରେ ପ୍ରବେଶ କରିବାକୁ ଯୋଜନା ରଖିଛି। ଏହାସହିତ ୟେଜଦୀ ବ୍ରାଣ୍ଡର ୱେବସାଇଟକୁ ଆକ୍ଟିଭ କରି ଦିଆଯାଇଛି। ଏଠାରେ ବାଇକର ସମସ୍ତ ମଡେଲ ଏବଂ ବିବରଣୀ ରହି। କିନ୍ତୁ ମୋଟର ସାଇକେଲ ଭାରତୀୟ ବଜାରରେ କେବେ…

କେବଳ ଖାଦ୍ୟରେ ନୁହେଁ, ତ୍ୱଚାରୁ ଅନେକ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରନ୍ତୁ ପୋଦିନା ପତ୍ର

ଖାଦ୍ୟରେ ଆମେ ଧନିଆପତ୍ର ଏବଂ ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟକୁ ଭିନ୍ନ ଫ୍ଲେଭର ଦେବା ପାଇଁ ହେଉ ଅବା ଲୁକ୍‌ ଦେବା ପାଇଁ ହେଉ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ବହୁତ…