ରେଲେଓ୍ଵ ଷ୍ଟେସନରେ ଅନେକ ଯୁବତୀଙ୍କୁ ପ୍ରେମ କରୁଥିଲେ ରୋମାନ୍ସ କିଙ୍ଗ ଶାହରୁଖ

ବଲିଉଡରେ ରୋମାନ୍ସର ବାଦଶାହା ଭାବେ ଶାହରୁଖ ଖାନ ଜଣାଶୁଣା। ତାଙ୍କର ପ୍ରତ୍ୟେକ ଫିଲ୍ମରେ ରୋମାନ୍ସ ଦେଖିବାକୁ ମିଳିଥାଏ, ତାହା 'ଡିଡିଏଲ୍‌ଜେ ହେଉ କିମ୍ବା କୁଛ କୁଛ ହୋତା ହୈ'। ଏପର୍ଯ୍ୟନ୍ତ କରିଥିବା ସବୁ ଫିଲ୍ମରେ ଶାହରୁଖଙ୍କ ରୋମାନ୍ସ ପ୍ରାୟ ଆମେ ସମସ୍ତେ ଦେଖିଛେ, କିନ୍ତୁ ଅସଲ…

ସାର ଡନ ବ୍ରାଡମ୍ୟାନ, ଯିଏ ମାତ୍ର ୩ ଓଭରରେ କରିଥିଲେ ଶତକ

ଆଜିର ଦିନରେ ବିଶ୍ୱ କ୍ରିକେଟର ଏପରି ଜଣେ ତାରକାଙ୍କ ଜନ୍ମ ହୋଇଥିଲା, ଯାହାଙ୍କ ନାମ ସମଗ୍ର ଦୁନିଆରେ ବେଶ ପରିଚିତ। ତାଙ୍କର ନାମ ହେଉଛି ଡୋନାଲ୍ଡ ଜର୍ଜ ବ୍ରାଡମ୍ୟାନ। ଏହି ତାରକାଙ୍କ ଜନ୍ମ ଅଷ୍ଟ୍ରେଲିଆରେ ୧୯୦୮ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା। ବିଶ୍ୱ କ୍ରିକେଟରେ ବ୍ରାଡମ୍ୟାନ…

ସଡ଼କରେ କ’ଣ ପାଇଁ ରହିଥାଏ ଏହି ଧଳା ହଳଦିଆ ରଙ୍ଗର ଗାର, ଆପଣ ଜାଣିଛନ୍ତି କି ?

ଆପଣମାନେ ରାସ୍ତାରେ ଗଲାବେଳେ ରାସ୍ତାର ମଝିରେ ସବୁ ଧଳା କିମ୍ବା ହଳଦିଆ ରଙ୍ଗର ଗାର ଦିଆଯାଇଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ଏହା କ’ଣ ପାଇଁ ଦିଆଯାଇଥାଏ, ତାହା ବହୁତ କମ୍‌ ଲୋକ ହୁଏତ ଜାଣିଥିବେ। ଲୋକମାନଙ୍କର ନିରାପଦ ଯାତ୍ରା ପାଇଁ ଯାତାୟାତ ଏବଂ ପରିବହନ ବିଭାଗ ଏବଂ ନାସନାଲ ହାଇେଓ୍ଵ…

କେବଳ ଶିବଙ୍କ ପ୍ରିୟ ନୁହେଁ ଦୁଦୁରା, ଶରୀରର ଅନେକ ରୋଗ ମଧ୍ୟ କରିଥାଏ ଦୂର

ଭଗବାନ ଶିବଙ୍କର ବହୁତ ପସନ୍ଦ ଦୁଦୁରା। ଭୋଳାନାଥଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଶିବଙ୍କର ଏହି ପ୍ରିୟ ଜିନିଷ ଆପଣଙ୍କ ଭାଗ୍ୟ ଚମକାଇବା ନୁହେଁ ବରଂ ଶରୀରରୁ ଅନେକ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା…

ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି, ବଜାରକୁ ଆସିଯାଇଛି ଇଲେଟ୍ରିକ ସ୍କୁଟର ହିରୋ ‘Dash’

ଆପଣ ନିଜ ଗାଡିରେ ପେଟ୍ରାଲ ପକାଇ ଖର୍ଚ୍ଚାନ୍ତ ହୋଇଗଲେଣି କି ? କିମ୍ବା ପେଟ୍ରୋଲ ପମ୍ପରେ ଲାଇନରେ ଠିଆ ହୋଇ ବିରକ୍ତି ହୋଇଗଲେଣି କି ? ଯଦି ହଁ, ତେବେ ଆପଣଙ୍କୁ ଏହି ସବୁ ସମସ୍ୟାରୁ ରକ୍ଷା କରିବାକୁ ଆସିଯାଇଛି ଇଲେଟ୍ରିକ ସ୍କୁଟର। ଏଥିପାଇଁ ନା ଆପଣଙ୍କୁ ପେଟ୍ରୋଲ ପକାଇବା ପଡିବ ନା…

UPSC ଅଧୀନରେ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନିଯୁକ୍ତି ସୁଯୋଗ। ପୁଣି ୟୁପିଏସ୍‌ସି(UPSC ) ଅଧିନରେ ବିଭିନ୍ନ ପଦ ପଦବୀ ଖାଲି ରହିଛି। ଏହା ଅଧୀନରେ ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ଡାଇରେକ୍ଟର, ଲାଇଭ ଷ୍ଟକ ଅଫିସର ଏବଂ ଅନ୍ୟ ପଦ ପଦବୀରେ ନିଯୁକ୍ତି କରାଯିବ। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ upsc.gov.in କୁ ଯାଇ ଭଲ ଭାବେ ନୋଟିଫିକେସନକୁ…

ପାଟିକରି ପଢି ଯୁବକ କଲେ ରେକର୍ଡ, ଲଗାତାର ୨୭ ଘଣ୍ଟାର ପରିଶ୍ରମ ଦେଲା ଗିନିଜ ବୁକ୍‌ରେ ସ୍ଥାନ

ମଣିଷ ନିଜର ଅଦମ୍ୟ ଚେଷ୍ଟା ବଳରେ କିଛି ବି କରିପାରେ। ଅସମ୍ଭବକୁ ସମ୍ଭବ କରିବାରେ ସକ୍ଷମ ହୋଇପାରେ। ଏପରି କିଛି ଇଚ୍ଛାକୁ ସଫଳ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ଯୁବକ। ଏହି ଯୁବକ ଜଣକ କିଛି ଅଦ୍ଭୁତ ରେକର୍ଡ ନିଜ ନାମରେ କରିଛନ୍ତି। କାନପୁର ସହରର କାକାଦେବ କୋଚିଂ ସଂସ୍ଥାରେ…

 ବିଦେଶରେ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ; ନର୍ଥ ସାଉଣ୍ଡଠାରେ ୱେଷ୍ଟଇଣ୍ଡିଜକୁ ୩୧୮ ରନ୍‌ରେ ହରାଇ ଭାରତୀୟ ଦଳ ବୃହତ୍‌ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ବିଦେଶ ମାଟିରେ ଭାରତର ଏହା ଥିଲା ୧୨ତମ ବିଜୟ। ଏଥିସହ ବିଦେଶରେ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ…

ଚୋର ବଜାରରେ କ’ଣ କରୁଥିଲେ ଶ୍ରଦ୍ଧା ?

କଥାଟି ପଢି ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ଶ୍ରଦ୍ଧାଙ୍କ କିଭଳି ଅବସ୍ଥା ଆସିଲା ଯେ, ତାଙ୍କୁ ଚୋର ବଜାର ଯିବାକୁ ପଡିଲା। କଥାଟି କିନ୍ତୁ ଭିନ୍ନ। ନିକଟରେ ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କହିଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀକୁ ଆସିବା ଯୋଗୁଁ ପସନ୍ଦ ଥିବା ଅନେକ କାମକୁ କରିପାରୁନାହିଁ। ମୋତେ…

ବଢି ଚାଲିଛି ଇମ୍ରାନ ସରକାରଙ୍କ ଆର୍ଥିକ ସଙ୍କଟ

ଇସଲାମାବାଦ; ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ଅବସ୍ଥା ସାଂଘାତିକ ହୋଇପଡିଛି। ପାକିସ୍ତାନ ସରକାର ସହିତ ଭାରତ ସରକାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡିଛି। ଯାହାର ପ୍ରଭାବରେ ପାକିସ୍ତାନ…

ଗର୍ଭାବସ୍ଥାରେ ଭୋଗୁଛନ୍ତି କି ଏହି ଅସୁବିଧା, ଜାଣନ୍ତୁ କିପରି ପାଇବେ ଏଥିରୁ ମୁକ୍ତି

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ମହିଳାମାନଙ୍କୁ ନିଜ ପ୍ରତି ଏବଂ ଶିଶୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଔଷଧ ସହିତ ପୁଷ୍ଟିକର ଖାଦ୍ୟପେୟ ସହ ବ୍ୟାୟାମ କରିବା ଉଚିତ। ଏହି ସମୟରେ ମହିଳାମାନଙ୍କୁ ବାନ୍ତି ଲାଗିବା, ଅଣ୍ଟା ଦରଜ…

ଅଦ୍ଭୁତ କାନିପକ୍କମ ଗଣପତି ମନ୍ଦିର, ଯେଉଁଠି ଲଗାତାର ଭାବେ ବଢୁଛି ମୂର୍ତ୍ତି

ଆପଣମାନେ ପ୍ରତିଦିନ ପ୍ରଭୁ ଶ୍ରୀଗଣେଶକୁ ନେଇ କିଛି ନା କିଛି ଚତ୍ମକାର ବିଷୟରେ ଶୁଣିଥିବେ। ଭାରତରେ ଏପରି କେତେକ ମନ୍ଦିର ରହିଛି, ଯାହା ବିଭିନ୍ନ ଚତ୍ମକାର ପାଇଁ ବେଶ ପ୍ରସିଦ୍ଧି ଲାଭ କରିପାରିଛି। ଦେଶରେ ଏପରି ଅନେକ ଗଣେଶ ମନ୍ଦିର ରହିଛି, ଯାହା ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ରହିଛି।…