Below header

ଦୁନିଆର କିଛି ଅଦ୍ଭୁତ ମହିଳା, ଯେଉଁମାନଙ୍କ ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି ଅନେକ ଲୋକ ରହିଛନ୍ତି, ଯିଏ ନିଜର ଅଜୀବ ସଉକ ପାଇଁ ବିଶ୍ୱ ବିଖ୍ୟାତ। ଏମାନେ ନିଜର ଏକ ସଉକ ପାଇଁ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ନିଜ ନାମକୁ ସାମିଲ କରାଇପାରିଛନ୍ତି। ଆଜି ଆପଣଙ୍କୁ ଏପରି କେତେକ ମହିଳାମାନଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ନିଜର ସଉକ କାରଣ ଯୋଗୁଁ ଚର୍ଚ୍ଚାରେ…

ଓକିନୋଶିମା ଆଇଲ୍ୟାଣ୍ଡ, ଯେଉଁଠିକୁ ଯିବାକୁ ମହିଳାଙ୍କୁ ବାରଣ ଏବଂ ପୁରୁଷଙ୍କୁ ଦେବାକୁ ପଡିଥାଏ ଏହି ଅଗ୍ନିପରୀକ୍ଷା

ବିଶ୍ୱର ସମଗ୍ର ଦେଶରେ ଅନେକ ପ୍ରକାର ନିୟମ ରହିଛି। କେଉଁଠି ଏହି ନିୟମରେ ପୁରୁଷ ଏବଂ ମହିଳାଙ୍କୁ ସମାନ ଅଧିକାର ମିଳିଥିବା ବେଳେ, ଅନେକ ସ୍ଥାନରେ ଏହା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଜାପାନରେ ଏପରି ଏକ ଜାଗା ରହିଛି। ଯେଉଁଠାରେ ମହିଳାମାନଙ୍କୁ ଯିବାକୁ…

ନୋକିଆ ପାଓ୍ଵାର ଇଅରବଡସ୍‌ ଲଞ୍ଚ, ୧୫୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ

ବର୍ଲିନରେ ଚାଲିଥିବା ଇଣ୍ଟରନ୍ୟାସନାଲ ଫକକୋଷ୍ଟଲଂ (IFA 2019 ) ଏଚଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆର ପାଓ୍ଵାର ଇଅରବଡସ୍‌ ଲଞ୍ଚ କରାଯାଇଛି। ଏହା ଏକ ୱେୟାରଲେସ ଇଅରବଡସ୍‌, ଯାହାର ବ୍ୟାଟେରୀ କ୍ଷମତା ୧୫୦ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ଏହାକୁ ଚାର୍ଜ…

କ’ଣ ଆପଣଙ୍କ ଘରେ ରହିଛି କି ନକାରାତ୍ମକ ଶକ୍ତି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ପେଙ୍ଗୁସୁଇ ମୁତାବକ ଅନେକ ଜିନିଷ ଏପରି ରହିଛି, ଯାହା ଘରେ ରଖିବା କିମ୍ବା ଲଗାଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିଥାଏ। ଏହିସବୁ ଜିନିଷ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ସମାପ୍ତ ହେବା ସହ ଜଲଦି ପ୍ରତ୍ୟେକ କାର୍ଯ୍ୟେରେ ସଫଳତା ମିଳିଥାଏ। ଯେଉଁ ଜିନିଷ ଘରେ ଲଗାଇଲେ…

ଭାରତର ସେହି ଦୁର୍ଗ, ଯାହାକୁ ଇଂରେଜମାନେ ୧୩ ଥର ଆକ୍ରମଣ କରିବା ପରେ ମଧ୍ୟ ଜୟ କରିପାରିନଥିଲେ

ଭାରତରେ ଏପରି କେତେକ ଦୁର୍ଗ ରହିଛି, ଯାହା କୌଣସି ନା କୌଣସି କାରଣ ଯୋଗୁଁ ପ୍ରସିଦ୍ଧ ରହିଛି। ଏଭଳି ଏକ ଦୁର୍ଗ ରାଜସ୍ଥାନର ଭରତପୁରରେ ରହିଛି ଯାହାର ନାମ ଲୋହାଗଢ କିଲ୍ଲା । ଭାରତର ସେହି ଦୁର୍ଗ, ଯାହାକୁ ଇଂରେଜମାନେ ୧୩ ଥର ଆକ୍ରମଣ କରିବା ପରେ ମଧ୍ୟ ଜୟ କରିପାରିନଥିଲେ। ଏହା ଭାରତର ଏକମାତ୍ର…

ଗର୍ଭାବସ୍ଥା ସମୟରେ ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ହରମୋନ୍‌କୁ ସକ୍ରିୟ କରିଥାଏ ପିପଳୀ

ଆଜିକାଲି ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି, ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ଏହି କାରଣ ଯୋଗୁଁ ଅନେକ ଲୋକ ମଧ୍ୟ ଆଜମା ରୋଗରେ ପୀଡିତ ହେଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଚାହୁଁଛନ୍ତି କି ? ଏଥିରୁ ବଞ୍ଚିବା ପାଇଁ ପିପଳୀ ଆପଣଙ୍କୁ ସହାୟ କରିବ। ଏହାର ପତ୍ର ଏବଂ…

ନିଶ୍ଚିନ୍ତକୋଇଲି : ନଦୀ ଶଯ୍ୟାରୁ ଗଳିତ ଶବ ଉଦ୍ଧାର

ନିଶ୍ଚିନ୍ତକୋଇଲି (କେ ନ୍ୟୁଜ) : ଲୁଣା ନଦୀ ଶଯ୍ୟାରୁ ଅଚିହ୍ନା ଯୁବକଙ୍କ ଗଳିତ ଠାବ୍‌। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ତେନ୍ତଲପୁର ଗାଁ ଲୁଣା ନଦୀ ବାମ ପାର୍ଶ୍ୱ କାଳିଆ ବୁଦା ମଠ ନିକଟ ଶର୍ଯ୍ୟାରୁ ଏକ ଅଚିହ୍ନା ଯୁବକଙ୍କ ଗଳିତ ଶବ ଏକ ଜରିବସ୍ତାରେ ବନ୍ଦ ହୋଇ ପଡିଥିବା ସ୍ଥାନୀୟ…

ଆପଣଙ୍କ ନାମରେ ଜାରି ହୋଇନାହିଁ ତ ଟ୍ରାଫିକ ଇ-ଚାଲାଣ, ଏପରି କରିନ୍ତୁ ଯାଞ୍ଚ

ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆକ୍ଟ ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ ଯେଉଁ ଗାଡିର ଇନସୁରାନ୍ସ, ଲାଇସେନ୍ସ କିମ୍ବା ନମ୍ବର ପ୍ଲେଟ ନାହିଁ, ସେମାନଙ୍କ ନାମରେ ଚାଲାଣ କଟିବା ଆରମ୍ଭ ହେଲାଣି। ଯଦି ଆପଣ ଭାବୁଛନ୍ତି କି ଆପଣ ସବୁବେଳେ ଟ୍ରାଫିମ…

ମାହାଙ୍ଗା ଅଞ୍ଚଳରୁ ସଂକୀର୍ତ୍ତନ ଗାୟକ ଗଙ୍ଗାଧର ସାହୁଙ୍କ ଘରୁ ଚୋରି

ମାହାଙ୍ଗା (କେ ନ୍ୟୁଜ) : କଟକ ଜିଲ୍ଲା ମାହାଙ୍ଗା ଥାନା ବନଗୁରିଆ ଗ୍ରାମର ଜଣାଶୁଣା ସଂକୀର୍ତ୍ତନ ଗାୟକ ଗଙ୍ଗାଧର ସାହୁଙ୍କ ଘରେ ଲୁଟେରା ପଶି ଚୋରି କରିନେଇଯାଇଛନ୍ତି। ଏକ ଆଜବେଷ୍ଟସ ଘରେ ଥିବା ଟ୍ରଙ୍କ ଭିତରେ ଥିବା ସୁନା ମଙ୍ଗଳସୂତ୍ର, କାନଫୁଲ, ନଗଦ ପଚିଶି ହଜାରରୁ ଉର୍ଦ୍ଧ୍ୱ ଟଙ୍କା…

ଦୁନିଆର ଏକମାତ୍ର ଓକିଲ, ଯିଏକି ସଂସ୍କୃତ ଭାଷାରେ ଲଢ଼ୁଛନ୍ତି କେସ୍‌

ଦେବଭାଷା କହିବାର ଅଧିକାର କେବଳ ସଂସ୍କୃତ ଭାଷାକୁ ରହିଛି। ଏହି ଭାଷା ବହୁତ ପ୍ରାଚୀନ। କୁହାଯାଏ, ସଂସ୍କୃତ ଭାଷା ଜାଣିଥିବା ଲୋକ ଦୁନିଆର କୌଣସି କଠିନ ଭାଷା ମଧ୍ୟ ଶିଖିପାରିବ । ଏହି ଭାଷା ଜରିଆରେ ଆପଣ କଠିନରୁ କଠିନ ଭାଷାର ଉଚ୍ଚାରଣ ମଧ୍ୟ କରିପାରିବେ। ଆଜିକାଲି ଭାରତୀୟ ଯୁବପିଢି ବିଦେଶୀ…

ସିଙ୍ଗାପୁର ମାଡାମ ତୁଷାଦରେ ସ୍ଥାନରେ ପାଇଲେ ବଲିଉଡର ମିସ୍‌ ହାଓ୍ଵା ହାଓ୍ଵାଇ

ବଲିଉଡର ସୁନ୍ଦରୀ ତଥା ମିସ୍‌ ହାଓ୍ଵାହାଓ୍ଵାଇ ସ୍ୱର୍ଗତା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ଅବସରରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଫିଲ୍ମ ମେକର ବୋନି କପୁର, ଝିଅ ଜାହ୍ନବୀ ଏବଂ ଖୁସି ଉପସ୍ଥିତ ଥିଲେ। ଏହାଛଡା ଏହି ପ୍ରତିମୂର୍ତ୍ତି…

ବିଶ୍ୱର ପ୍ରଥମ ନିରାମିଷ ରେଷ୍ଟୁରାଣ୍ଟ, ଯେଉଁଠାରେ ମିଳୁଛି ଶାକାହାରୀ ଭୋଜନ ପ୍ରସ୍ତୁତ କରିବାର ଟ୍ରେନିଂ

ଖାଦ୍ୟ ମଣିଷର ଅତି ଆବଶ୍ୟକ ଜିନିଷ ମଧ୍ୟରୁ ଗୋଟିଏ। ବଦଳୁଥିବା ସମୟରେ ଖାଦ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପକେଟରେ ପଇସା ଥିଲେ, ମତମୁତାବକ ଖାଦ୍ୟ ମଧ୍ୟ ଖାଇବାକୁ ଇଚ୍ଛା ହେବ। ଏଥିପାଇଁ ଆପଣ ଭଲ ଭଲ ରେଷ୍ଟୁରାଣ୍ଟ ମଧ୍ୟ ଯିବାକୁ ଇଚ୍ଛା ମଧ୍ୟ କରିଥାନ୍ତି। ଏବେ ତ ମାର୍କେଟରେ…