ରିଚାର୍ଡଙ୍କ ପ୍ରଶ୍ନର ଉତ୍ତରରେ କିଛି ଏମିତି କହିଲେ ବିରାଟ, ଯାହା ଜିଣିନେଲା ଅନୁଷ୍କାଙ୍କ ହୃଦୟ

ନିକଟରେ ବିରାଟ କୋହଲି ୱେଷ୍ଟଣ୍ଡିଜ ଟିମର ପୂର୍ବତନ ଅଧିନାୟକ ଭିଭି ରିଚାର୍ଡଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଏହି କଥାବାର୍ତ୍ତାର ପ୍ରଥମ ଭିଡିଓ ଜାରି ହେବା ପରେ ଏବେ ବିସିସିଆଇ ଏହାର ଦ୍ୱିତୀୟ ଭିଡିଓ ଜାରି କରିଛି। ପାଖାପାଖି ୪ ମିନିଟର ଏହି ଭିଡିଓରେ ବିରାଟ ଖେଳ ଛଡା ନିଜ ପତ୍ନୀ ଅନୁଷ୍କାଙ୍କ…

ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପାଇଁ ରିସର୍ଚ୍ଚ କରୁଛନ୍ତି ଆମିର ତନୟା ଇରା

ବଲିଉଡରେ ଏବେ ଅନେକ ଷ୍ଟାର କିଡ ଏଣ୍ଟ୍ରି ମାରୁଛନ୍ତି। ପୂର୍ବରୁ କେତେ ଜଣ ଡେବ୍ୟୁ କରିସାରିଥିବା ବେଳେ ଏବେ ଆମରି ତନୟା ଇରା ଖାନ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି। କିନ୍ତୁ ଇରା କୌଣସି ଫିଲ୍ମରେ ଅଭିନୟ ନୁହେଁ ବରଂ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇରା…

ଜଣେ ସଫଳ ନେତା, ଯିଏ କେବେବି ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି

ଅରୁଣ ଜେଟଲୀ ଭାରତୀୟ ରାଜନୈତିକ କ୍ଷେତ୍ରରେ ଜଣେ ଜଣାଶୁଣା ମୁହଁଥିଲେ । ଦିଲ୍ଲୀର ସେଣ୍ଟ ଜାଭିଅର ସ୍କୁଲରେ ପାଠପଢିବା ପରେ ୧୯୭୩ରେ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ତା’ ପରେ ୧୯୭୭ ମସିହାରେ ଏଲଏଲ୍‌ବି ପାସ କରୁଥିଲେ ଜେଟଲୀ। ୧୯୭୪ରୁ ଜେଟଲୀ ଏବିଭିପିର ଛାତ୍ର ନେତା ରହିଥିଲେ। ୧୯୭୩…

ଅନେକ ରୋଗରୁ ମୁକ୍ତି ଦେଇଥାଏ ଦାରୁହରିଦ୍ରାର ସେବନ, ଜାଣନ୍ତୁ କ’ଣ ରହିଛି ଆୟୁର୍ବେଦୀୟ ଗୁଣ

ଆଜିକାଲିର ପ୍ରଦୂଷଣ ଏବଂ ବିଷାକ୍ତ ଖାଦ୍ୟପଦାର୍ଥ ଯୋଗୁଁ ମଣିଷ ଶରୀରରେ ରୋର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଆଜିକାଲି ଅନେକ ଲୋକଙ୍କୁ କ୍ୟାନସର ହେଉଥିବା ଖବର ଆମ ସାମ୍ନାକୁ ଆସୁଛି। ଯଦି ଆପଣ ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଦାରୁହରିଦ୍ରା ସେବନ ଆପଣଙ୍କ…

ହାର୍‌ ମାନିଲେନି ବରିଷ୍ଠ ନାଗରିକ, ନିଜେ କେସ୍‌ ଲଢ଼ି ପାନେ ଦେଲେ ବିଲଡର୍‌କୁ; ଜାଣନ୍ତୁ ପୂରା ମାମଲା

ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ବୟସ ହାର ମାନିଛି। ନିଜର ପ୍ରାପ୍ୟ ପାଇଁ ପରିଣତି ବୟସରେ ମଧ୍ୟ କୋର୍ଟରେ କେସ ଲଢି ଜିତାପଟ ହାସିଲ କରିଛନ୍ତି ୭୦ ବର୍ଷୀୟ ବୃଦ୍ଧା। ଏମ୍‌.ଏଲ୍‌ ସାହୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ କାମ କରୁଥିଲେ। ଅବସର ଗ୍ରହଣ କରିବା…

କୃଷି ବିଜ୍ଞାନରେ ସ୍ନାତ୍ତକୋତ୍ତର କରିଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ବେରୋଜଗାର ସ୍ନାତ୍ତକୋତ୍ତର ଡିଗ୍ରୀଧାରୀ ଯୁବକଙ୍କ ପାଇଁ ଇଫକୋ ପକ୍ଷରୁ ସୁବର୍ଣ୍ଣ ସୁଯୋଗ। ସମଗ୍ର ଦେଶରେ ଥିବା ଇଫକୋ ଅଫିସ ପକ୍ଷରୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଏହାର ସମ୍ପର୍କୀତ ତଥ୍ୟ ହାସିଲ କରିପାରିବେ। ଏହି ନିଯୁକ୍ତି…

ଭାରତରେ ରହିଛି ଏମିତି କିଛି ହଣ୍ଟେଡ୍ ସ୍ଥାନ, ଯେଉଁଠିକି ଯିବା ଆପଣଙ୍କୁ ପଡିପାରେ ମହଙ୍ଗା

ଭୂତ ! ନାମ ଶୁଣିବା ମାତ୍ରେ ଆମ ମନରେ ଭୟ ସଂଚାରିତ ହୋଇଉଠେ। ଡରିବା ପାଇଁ ଭୂତ ନାମ ମାତ୍ର ଯଥେଷ୍ଟ। ଏହାକୁ ଆପଣମାନେ ଫିଲ୍ମ କିମ୍ବା ସିରିଅଲରେ ଦେଖିଥିବେ। କିନ୍ତୁ ରିଅଲ ଲାଇଫରେ କେବେ ବି ସାମ୍ନା କରିନଥିବେ। କିନ୍ତୁ ଭାରତରେ ଏପରି କେତେକ ଜାଗା ରହିଛି, ଯେଉଁ ସ୍ଥାନରେ ଭୂତ ରହିଥାନ୍ତି…

ଶରୀର ପାଇଁ ଅମୂଲ୍ୟ ଉପାଦାନ ଗୁଡ, ଖାଇବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ଆୟୁବେର୍ଦରେ ଗୁଡକୁ ବହୁତ ଗୁଣକାରୀ। ଗୁଡ ଖାଇବା ଦ୍ୱାରା ଶରୀରରେ ହେଉଥିବା ଅନେକ ରୋଗ ଭଲ ହୋଇପାରେ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। -ଗୁଡ ଖାଇବା ଦ୍ୱାରା ଥକ୍କାପଣ ଏବଂ ଦୁର୍ବଳତା ଦୂର ହୋଇଥାଏ। ଏହା ଶରୀରକୁ ପୋଷକ ତତ୍ତ୍ୱକୁ ମଧ୍ୟ ପୂରଣ କରିଥାଏ। -ଖାଦ୍ୟ…

ଶ୍ରୀକୃଷ୍ଣଙ୍କ ବଟର ବଲ୍‌, ଝଡତୋଫାନ ମଧ୍ୟ ପକାଇପାରୁନି କୌଣସି ପ୍ରଭାବ

ଦୁନିଆରେ ଏପରି କେତେକ ଅଜବ ଜିନିଷ ଘଟଣା ରହିଛି, ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଚେନ୍ନାଇରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଶ୍ରୀକୃଷ୍ଣଙ୍କ ଲହୁଣୀ ବଲ ରହିଛି। ଯାହାକୁ ବଟର ବଲ ନାମରେ ପରିଚିତ। କିନ୍ତୁ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟ କିମ୍ବଦନ୍ତୀ ରହିଛି।…

ପାଣିରେ ଥିବା ଦଳ ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ ଏହାସହିତ ଜଡିତ ତଥ୍ୟ

ପ୍ରଥମେ ଆପଣ ଜଳକୁମ୍ଭୀ କ’ଣ  ନିଶ୍ଚିତ ଭାବେ ଜାଣିନିଅନ୍ତୁ। ଏହା ଏକ ପ୍ରକାର ଶୈବାଳ। ଯାହା ପୋଖରୀ, ନଦୀମାନଙ୍କରେ ଦେଖିବାକୁ ମିଳିଥାଏ। ଏହାକୁ ଆମେ ସାଧାରଣତଃ ଦଳର ଛୋଟ ଅବସ୍ଥାକୁ ବୋଲି ଜାଣିଥାଉ। ଯାହାକୁ ଜଳକୁମ୍ଭୀ କୁହାଯାଇଛି। ହିନ୍ଦୁ ଧର୍ମରେ ଅନେକ ଏପରି ଜିନିଷ ରହିଛି, ଯାହାକୁ…

ଅନାଥ ପିଲାଙ୍କ ପେଟ ଭରିବା ପାଇଁ ଚାକିରି ଛାଡ଼ିଛନ୍ତି ଏହି ଯୁବକ, ଖାଇବାକୁ ପାଉଛନ୍ତି ୧୨୦୦ ନିରାଶ୍ରୟ

ଚେହେରାଟି ଅତି ଜଣାଶୁଣା ପରି ଲାଗୁଥାଇପାରେ। ଆପଣ ଏହି ବ୍ୟକ୍ତିଙ୍କୁ ୟୁ ଟ୍ୟୁବରେ ରୋଷେଇ ଭିଡିଓରେ ନିଶ୍ଚିତ ଭାବେ ଦେଖିଥିବେ। ତାଙ୍କର ରୋଷେଇ ଷ୍ଟାଇଲ ସହିତ ଖାଦ୍ୟ ମଧ୍ୟ ବେଶ ସ୍ୱାଦିଷ୍ଟ। ୟୁଟ୍ୟୁବରେ ରୋଷେଇ ପାଇ ଜଣାଶୁଣା ଏହି ବ୍ୟକ୍ତିଙ୍କ ବିଷୟରେ ଆପଣମାନେ ଜାଣିଲେ ନିଶ୍ଚିତ ଭାବେ…

ନିଜ ବାଇକ୍‌କୁ ଅଧିକ ମାଇଲେଜ୍‌ ଦେବାକୁ ଚାହୁଁଛନ୍ତି କି ? ତେବେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆପଣ ନିଜ ବାଇକର କମ୍‌ ମାଇଲେଜକୁ ନେଇ ଚିନ୍ତିତ ଅଛନ୍ତି କି ? ଅଧିକାଂଶ ଲୋକେ ନିଜ ବାଇକର ମାଇଲେଜ ଏବଂ ଅଧିକ ଇନ୍ଧନ ଖର୍ଚ୍ଚକୁ ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି। ଯଦି ଏହାକୁ ନେଇ ଆପଣ ଚିନ୍ତିତ ଥାଆନ୍ତି, ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ବାଇକର ମାଇଲେଜ ବଢିବା…