Below header

ପ୍ରେମିକାଙ୍କ ବିବାହ ଖବର ଶୁଣି ଛାତରୁ ଡେଇଁଲେ ପ୍ରେମିକ

ଗୁଜରାଟ ; ପ୍ରେମରେ ପ୍ରତାରିତ ହେବା ପରେ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥାନ୍ତି। ଅନ୍ୟ କେତେ ଜଣ ଚିନ୍ତାରେ ମଧ୍ୟ ରହି ବିଭିନ୍ନ ପ୍ରକାର କାମ ମଧ୍ୟ କରିଥାନ୍ତି। ନିକଟରେ ଏମିତି ଏକ ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି। ଗୁଜୁରାଟର ପାଲନପୁର ସହରରେ ପ୍ରେମ କରି ହୃଦୟ…

ଏପରି ଏକ ଦେଶ, ଯେଉଁଠାରେ ଟ୍ରେନ ଚଲାଇବା ଠାରୁ ଟିକେଟ କାଟିବା କାମ କରୁଛନ୍ତି ପିଲା

ସମସ୍ତ ଦେଶରେ ଯାତାୟାତ କରିବା ପାଇଁ ରେଲୱେ ସବୁଠାରୁ ସୁଗମ ଏବଂ ମହତ୍ତ୍ୱପୂର୍ଣ୍ଣ ସାଧନ। ରେଳବାଇରେ ଚାକିରି କରିବା ପାଇଁ ମଧ୍ୟ ବିଭିନ୍ନ ପରୀକ୍ଷା ଦେବା ସହ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥାଏ। କିନ୍ତୁ ଏପରି ଏକ ଦେଶ ରହିଛି, ଯେଉଁଠାରେ ସମଗ୍ର ରେଳବାଇର ଦାୟିତ୍ୱ ପିଲାମାନଙ୍କ ଉପରେ…

ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦେଉଛି କି ? ପିଅନ୍ତୁ ସଦାବିହାରୀ ପତ୍ର ରସ

ସଦାବିହାରୀ ଫୁଲ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି ଗଛ ମଧ୍ୟ ଯେକୌଣସି ସ୍ଥାନରେ ସହଜରେ ବଢିଥାଏ। କିନ୍ତୁ ଏହାର ଫୁଲକୁ ଆମେ କୌଣସି ପୂଜା ବିଧିରେ ଲଗାଇନଥାଉ। କିନ୍ତୁ ଏହି ଫୁଲର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଆପଣଙ୍କ ଶରୀରର ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। କିପରି…

ପବଜି ଗେମ୍‌ ଖେଳିବାକୁ ବାରଣ କରିବା ପଡିଲା ମହଙ୍ଗା, ପିତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ

ବେଙ୍ଗାଲୁରୁ : ପବଜି ଖେଳିବା ଆଜିକାଲି ଯୁବପିଢିଙ୍କ ପାଇଁ ବେଶ୍‌ ସଉକ ଖେଳ ପାଲଟିଛି। ପିଲାମାନେ ଭୋକ ଶୋଷ ଭୁଲି ଏହି ଗେମ୍‌କୁ ଖେଳିବାରେ ମାତିପଡିଛନ୍ତି । ଏହି ଗେମ୍‌ ଖେଳିବା ଯୋଗୁଁ ସେମାନଙ୍କ ପାଠ ପଢା କ୍ୟାରିଅର ଉପରେ ମଧ୍ୟ ବେଶ୍‌ ପ୍ରଭାବ ପଡୁଛି। କିନ୍ତୁ ଏହି ଖେଳ ପାଇଁ ୨୫ ବର୍ଷୀୟ…

ମା’କୁ ଆସିଲା ନିଦ, କ୍ଷୀର ଖାଉଥିବା ସମୟରେ ଚାପି ହୋଇ ତିନି ମାସର ଶିଶୁପୁତ୍ର ମୃତ

ଆଗ୍ରାର ଜନପଦ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ଥାନୀୟ ଗାଁ ମାଲୋନୀରେ ଜଣେ ମହିଳା ଶୋଇବା ବେଳେ କଡ ଲେଉଟାଇବା ଯୋଗୁଁ ୩ ମାସର ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ମାଲୋନୀ ଗାଁ ନିବାସୀ ଭାରତ ସିଂଙ୍କ ପତ୍ନୀ…

ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ କ’ଣ ଲାଭ ମିଳେ

ଶକୁନ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ଭବିଷ୍ୟ ବିଷୟରେ ଆକଳନ କରାଯାଇଛି। ସାଧାରଣତଃ ଘରେ ଝିଟିପିଟିକୁ ପସନ୍ଦ କରାଯାଇନଥାଏ। ସାଧାରଣତଃ ଝିଅ ପିଲା ଏବଂ ପିଲାମାନେ ଏହାକୁ ଦେଖି ଡରିଯାଇଥାନ୍ତି। କିନ୍ତୁ ଶକୁନ ଶାସ୍ତ୍ର ଅନୁଯାୟୀ ଏହା ମନୁଷ୍ୟର କୌଣସି ଅଙ୍ଗରେ ପଡିବା ଅନୁଯାୟୀ ଫଳ ମିଳିଥାଏ।…

ଅର୍ଥ ଅଭାବକୁ ନେଇ ଚିନ୍ତିତ ରହୁଛନ୍ତି କି ? ଚୁପଚାପ୍‌ କର୍ପୂରରେ କରନ୍ତୁ ଏହି କାମ, ଜଲଦି ମିଳିବ ଫାଇଦା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ…

ମଧୁମେହ ରୋଗରେ ପୀଡିତ କି ? ଖାଆନ୍ତୁ କଦଳୀ ଫୁଲ, କରନ୍ତୁ ନିୟନ୍ତ୍ରଣ

ଆପଣମାନେ ତ କଦଳୀ ସବୁବେଳେ ଖାଉଥିବେ। ତାହା କଞ୍ଚା ହେଉ କି ପାଚିଲା। ଏହା ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି କଦଳୀ ନୁହେଁ ବରଂ କଦଳୀ ଫୁଲ ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ। କଦଳୀ ଫୁଲ ଖାଇବା ଦ୍ୱାରା ମାନସିକ ଚିନ୍ତା ଦୂର ହେବା…

ଶାଳ ଜଙ୍ଗଲରୁ ଉଦ୍ଧାରହେଲା ୧୫ ଶହ ବର୍ଷର ପୁରୁଣା ୫ଟି ଶିବଲିଙ୍ଗ

ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ନିକଟରେ ରହିଛି ବେନିସାଗର। ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହା ଓଡିଶାର ଥିଲା। ଯେତେବେଳେ ରାଜ୍ୟ ବିଭାଜନ ହେଲା ସେତେବେଳେ ପ୍ରଥମେ ବିହାର ରାଜ୍ୟ ପରେ ଝାଡଖଣ୍ଡରେ ସାମିଲ ହେଲା। ୨୦୦୩ ମସିହାଠାରୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏଠାରେ କାମ କରୁଛି। ଏହି…

ହିନ୍ଦୀ ସିନେମାରେ ସବୁଠାରୁ ବଡ ଐତିହାସିକ ଫିଲ୍ମର ଘୋଷଣା, ରାଜା ହେବେ ଖିଲାଡି ଷ୍ଟାର

ୟଶରାଜ ଫିଲ୍ମସର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ହିନ୍ଦୀ ସିନେମାକୁ ସବୁଠାରୁ ବଡ ଐତିହାସିକ ଫିଲ୍ମ ରିଲିଜ କରିବାକୁ ଘୋଷଣା କରିଛି। ଏହି ଫିଲ୍ମ ପ୍ରସିଦ୍ଧ ହିନ୍ଦୁ ରାଜା ପୃଥ୍ଵୀରାଜ ଚୌହ୍ଵାନଙ୍କ ବାୟୋପିକକୁ ନେଇ ହେବ। ଅକ୍ଷୟ କୁମାରଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଏହି…

ଜୀବନରେ କେବେ ବି ଦେଖିନଥିବେ ଏହି ଅଜବ ପ୍ରାଣୀ, ଯାହା ବିଷୟରେ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି କେତେକ ଜୀବ ରହିଛନ୍ତି, ଯେଉଁମାନଙ୍କୁ ଆମେ ସାଧାରଣତଃ ଦେଖିନଥାଉ। ଏମାନଙ୍କୁ ପୃଥିବୀର ସବୁଠାରୁ ଅଦ୍ଭୁତ ପ୍ରାଣୀ ଭାବେ ଗଣାଯାଏ। ଏମାନଙ୍କୁ ଆପଣ ପ୍ରଥମ ଥର ଦେଖି ବିଶ୍ୱାସ କରିପାରିବେ ନାହିଁ। ଏମିତି କେତେକ ଜୀବ ବିଷୟରେ ଆପଣ କେବେ ଶୁଣିନଥିବେ କିମ୍ବା ଦେଖିନଥିବେ। ନେକେଡ…

୨୧ ବର୍ଷୀୟ ଯୁବତୀ କଲେ ନିଜ ବାପାଙ୍କୁ ବିବାହ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ବାପା-ଝିଅର ସମ୍ପର୍କକୁ ଆମ ସମାଜରେ ଅତି ପବିତ୍ର ସମ୍ପର୍କ। ଏହି ସମ୍ପର୍କରେ ସ୍ନେହ, ଭଲପାଇବା, ଶ୍ରଦ୍ଧା ରହିଥାଏ। କିନ୍ତୁ ଆଜିକାଲି ସମାଜରେ ଏହି ସମ୍ପର୍କରେ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ନିବ୍ରାସ୍କାରେ ଦେଖିବାକୁ ମିଳିଛି। ଯେଉଁଠି ୨୧ ବର୍ଷୀୟ ଯୁବତୀ ନିଜ…