୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ସରକାରୀ ଚାକିରି, ଭାରତୀୟ ପଶୁପାଳନ ନିଗମରେ ୭୮୭୫ ପଦବୀ ଖାଲି

ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍‌ ପକ୍ଷରୁ ପ୍ଲାନିଂ କମ୍ୟୁନିକେସନ ଅଫିସର ସମେତ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଏହି ପଦବୀ ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ େଓ୍ଵବସାଇଟକୁ ଯାଇ ଅନଲାଇନ ଆପ୍ଲାଏ କରିପାରିବେ।

ପଦବୀ ବିବରଣୀ : ୭୮୬୫

କମ୍ୟୁନିକେସନ ଅଫିସର:

ପ୍ଲାନିଂ ଏକ୍ସଟେନସନ ଅଫିସର:

ପ୍ଲାନିଂ ଆସିଷ୍ଟାଣ୍ଟ:

ଟ୍ରେନିଂ କୋଅର୍ଡିନେଟର

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ଅତିକମ୍‌ରେ ୧୦ମ/୧୨ଶ/ ଗ୍ରାଜୁଏସନ/ ଡିପ୍ଲୋମା କିମ୍ବା ପିଜି କରିଥିବା ଜରୁରୀ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩ ଫେବୃଆରୀ ୨୦୨୨ ରହିଛି।

ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ୪୫ ବର୍ଷ ହୋଇଥିବା ଜରୁରୀ। ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କିଛି ରିହାତି ମିଳିବ।

ଦରମା: ପଦବୀ ଅନୁସାରେ ଅଲଗା ଅଲଗା ମାସିକ ଦରମା ମଧ୍ୟ ମିଳିବ।

ଚୟନ ପ୍ରକ୍ରିୟା:

ଏଠାରେ ଅନଲାଇନ ଆବେଦନ କରିବା ପରେ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ପରୀକ୍ଷାରେ ମିଳିବା ନମ୍ବର ଏବଂ ମେରିଟ ଲିଷ୍ଟ ଆଧାରରେ କରାଯିବ। ଏହା ଆଧାରରେ ଚୟନ ହେବ।

ଆବେଦନ ଶୁଳ୍କ: ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଭିନ୍ନ ଭିନ୍ନ ଆବେଦନ ଶୁଳ୍କ ଗ୍ରହଣ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

bharatiyapashupalan.com