NHPC ରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୧.୫ରୁ ଅଧିକ

NHPC ରେ ଚାକିରି କରିବାକୁ ମନ କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏଥିପାଇଁ NHPCରେ ସିନିଅର ମେଡିକାଲ ଅଫିସର, ଜେଇ, ସହାୟକ ରାଜଭାଷା ଅଧିକାରୀ ଏବଂ ଅନ୍ଯ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ NHPCର ଅଧିକାରକ ୱେବସାଇଟ nhpcindia.comକୁ ଯାଇ ଆପ୍ଲାଏ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି।

ଏହାଛଡା ସିଧାସଳଖ ଲିଙ୍କ https://cdn.digialm.com/EForms/configuredHtml/1258/72639/Instruction.html କ୍ଲିକ କରି ମଧ୍ୟ ଆବେଦନ କରିପାରିବେ। ଏହା ସହିତ https://cdn.digialm.com//per/g01/pub ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୧୭୩

ସିନିଅର ମେଡିକାଲ ଅଫିସର

ଆସିଷ୍ଟାଣ୍ଟ ରାଜଭାଷା ଅଫିସର/ଜୁନିଅର ଇଂଜିନିୟର(ସିଭିଲି/ଇଲେକ୍ଟ୍ରିକାଲ/ମେକାନିକାଲ/ସିନିଅର ଆକାଉଣ୍ଟାଣ୍ଟ)

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ୩୦ ସେପ୍ଟେମ୍ବର ୨୦୨୧ରେ ହେଉଛି।

ଶିକ୍ଷାଗତ ଯୋଗ୍ଯତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ଗ୍ରହଣ କରାଯାଉଛି।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ଯୋଗ୍ଯତା ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.