Below header

ଅଷ୍ଟମ ପାସ୍‌ କରିଥିବା ଯୁବକଙ୍କ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏଠାରେ ଖାଲିପଡିଛି ୪୦୦ରୁ ଅଧିକ ପଦବୀ

ଯଦି ଆପଣ ଚାକିରି କରିବାକୁ ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ରଡକାଷ୍ଟ ଇଂଜିନିୟରିଂ କସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍‌ (BECIL) ମଲ୍ଟି ଟାସ୍କିଂ ଷ୍ଟାଫ୍‌ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ଥିବା ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ।

ପଦ ବିବରଣୀ :

ପଦବୀ ନାମ : ମଲ୍ଟି ଟାସ୍କିଂ ଷ୍ଟାଫ (୪୬୪)

ଆବେଦନ କରିବାର ଶେଷ ତାରିଖ : ଜୁନ ୧୫, ୨୦୨୦

pass

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ବୟସ ସୀମା ସଂସ୍ଥାର ନିୟମାନୁସାରେ ନିର୍ଦ୍ଧାରିତ କରାଯିବ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍‌ ହୋଇଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ନୋଟିଫିକେସକୁ ଯାଇ ଦେଖିପାରିବେ।

ଆବେଦନ କରିବାର ପ୍ରକ୍ରିୟା : ଏହି ପଦବୀରେ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ଏବଂ ଆବେଦନ ପ୍ରକ୍ରିୟା ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ଭଲଭାବେ ପଢିନିଅନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.