AIIMS ରେ ବମ୍ପର ନିଯୁକ୍ତି, ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ
ଛତିଶଗଡରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BECIL ଏମ୍ସ ବିଳାସପୁରେ ଅନେକ ପଦବୀ ଖାଲିପଡିଛି। ଏଠାରେ ଜୁନିଅର ଲେବଲରେ ୧୨୩ ପଦବୀରେ ନିଯୁକ୍ତି ମିଳିବ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାବେ।
ଏହି ଭର୍ତ୍ତି ଚୁକ୍ତିଭିତ୍ତିକ ହେବ ଏବଂ ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍ର ଅଫିସିଆଲ େଓ୍ଵବସାଇଟକୁ ଯାଇପାରିବେ। ଏହାସହିତ ପ୍ରାର୍ଥୀ becilregistration.com କୁ ଯାଇ ଆବେଦନ କରିପାରିବେ। ଅନ୍ୟ କୌଣସି ଉପାୟରେ ଆବେଦନ କରିବା ସ୍ୱୀକାର କରାଯିବ ନାହିଁ।
ପଦବୀ ବିବରଣୀ: ୧୨୩
ଲୋଏର ଡିଭିଜନ କ୍ଲର୍କ : ୧୮
ଲାଇବ୍ରେରିଆନ୍ ଗ୍ରେଡ ୩ : ୧
ଷ୍ଟେନୋଗ୍ରାଫର: ୫
ଜୁନିଅର ଓ୍ଵାଡେନ : ୩
ଷ୍ଟୋର କିପର: ୮
ଜେଇ (ଇଲେକ୍ଟ୍ରିକାଲ) : ୨
ଜେଇ (ଏୟାର କଣ୍ଡିଂସିନିଂ ଏବଂ ରେଫ୍ରିଜେରେସନ) : ୧
ଜୁନିଅର ହିନ୍ଦୀ ଅନୁବାଦକ :୧
ଯୋଗ ପ୍ରଶିକ୍ଷକ : ୨
ଏମଏସଏସଓ ଜିଆର : ୩
ଫର୍ମାସିଷ୍ଟ :୩
ପ୍ରୋଗ୍ରାମର: ୩
ଜୁନିଅର ଫିଜିଓଥେରାଫିଷ୍ଟ: ୧
ସହାତୟ ଆହାର ବିଶେଷଜ୍ଞ: ୨
ଏମଆରଟି: ୧୦
ଡେଣ୍ଟାଲ ଟେକ୍ନିସିଆନ୍: ୪
ଜୁନିଅର ଅଡିଓଲୋଜିଷ୍ଟ ଏବଂ ସ୍ପିଚ୍ ଥେରାଫିଷ୍ଟ: ୨
ମୋଚରୀ ଆଟେଣ୍ଡାଣ୍ଟ: ୨
ଷ୍ଟାଟିଟିକାଲ ଆସିଷ୍ଟାଣ୍ଟ: ୧
ଟେକ୍ନିସିଆନ : ୧୨
ଟେକ୍ନିସିଆନ: ୬
ଟେକ୍ନିସିଆନ (ଲାବ୍ରୋଟୋରୀ): ୨୩
ଟେକ୍ନିସିଆନ (ରେଡିଓଥେରାପି) :୨
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଜୁନ୍ ୨୦୨୨ ରହିଛି।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି ଏବଂ ମହିଳା ପ୍ରାର୍ଥୀ ୭୫୦ ଟଙ୍କା ଶୁଳ୍କ ଦେବାକୁ ହେବ। ସେହିପରି ସଂରକ୍ଷିତ ଏବଂ ପିଏଚ ଶ୍ରେଣୀ ପ୍ରାର୍ଥୀ ୪୫୦ ଟଙ୍କା ଆବେଦନ ଦେବାକୁ ହେବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://www.becil.com/uploads/vacancy/eb029f85a5b57578618648b19f7e3bb3.pdf