Below header

AIIMS ରେ ଖାଲି ପଡ଼ିଛି ୩୮୦୩ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ରେ ଖାଲି ପଡ଼ିଛି ୩୮୦୩ ପଦବୀ। ଦିଲ୍ଲୀ, ଭୁବନେଶ୍ୱର, ରାୟବରେଲି ଓ ଅନ୍ୟ ଏମ୍‌ସରେ ଏହି ନିଯୁକ୍ତି ଦିଆଯିବ। ଏଥିପାଇଁ କମନ୍‌ ଏଲିଜିବିଲିଟି ଟେଷ୍ଟ ୨୦୨୦ ମାଧ୍ୟମରେ ଏମ୍‌ସ ତରଫରୁ ନିଯୁକ୍ତି ହେବ। ଏହି ନିଯୁକ୍ତି ନର୍ସିଂ ଅଫିସର ଗ୍ରୁପ୍‌ ବି ପଦରେ ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ୧୮ ଅଗଷ୍ଟ,୨୦୨୦ ସନ୍ଧ୍ୟା ୫ ଟା ମଧ୍ୟରେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ…

AIIMS Bhubaneswar Recruitment Notification For 2020, Out Now

  • ନୂଆଦିଲ୍ଲୀ- ୫୯୭ ପଦ
  • ଭୁବନେଶ୍ୱର-୬୦୦ ପଦ
  • ଦେବଗଡ଼- ୧୫୦ ପଦ
  • ଗୋରଖପୁର- ୧୦୦ ପଦ
  • ଯୋଧପୁର- ୧୭୬ ପଦ
  • କଲ୍ୟାଣୀ- ୬୦୦ ପଦ
  • ମଙ୍ଗଳଗିରି- ୧୪୦ ପଦ
  • ନାଗପୁର- ୧୦୦ ପଦ
  • ପାଟନା- ୨୦୦ ପଦ
  • ରାଏବରେଲି- ୫୯୪ ପଦ
  • ରାୟପୁର- ୨୪୬ ପଦ
  • ଋଷିକେଶ- ୩୦୦ ପଦ

The Benefits of Expanding a Nursing Staff

  • ଆବେଦନ ଆରମ୍ଭ- ୦୫ ଅଗଷ୍ଟ ୨୦୨୦
  • ଆବେଦନ ଶେଷ ତାରିଖ- ୧୮ ଅଗଷ୍ଟ, ୨୦୨୦ ସନ୍ଧ୍ୟା ୫ଟା
  • ବୟସ ସୀମା- ୧୮ରୁ ୩୦ ବର୍ଷ

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍ https://www.aiims.edu/en.html ‌କୁ ଯାଇ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.