Below header

AIR INDIA ରେ ଚାକିରି ପାଇବାର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଏୟାର ଇଣ୍ଡିଆର ଅନେକ ପଦବୀରେ ନିଯୁକ୍ତି ଜାରି। ଯେଉଁ ଆବେଦନକାରୀ ଏୟାର ଇଣ୍ଡିଆ ଲିମିଟେଡରେ ସିଏଫଓ ପଦବୀରେ ଚାକିରି ପାଇବାକୁ ଚାହୁଁଛନ୍ତି ସେମାନେ ଅଧିକାରୀକ ୱେବସାଇଟ୍ କୁ ଯାଇ ଜାରି କରାଯାଇଥିବା ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ପଢିବା ପରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା:

ଚିଫ୍ ଫାଇନ୍ସାସୟାଲ ଅଫିସର(ସିଏଫଓ) : ୦୧ ପଦ

airindia-ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୫୯ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ମହତ୍ତ୍ବପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୨ ଜୁଲାଇ ୨୦୨୦

airindiauniformଆବେଦନ ପ୍ରକ୍ରିୟା:

ଆବେଦନକାରୀ ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଅଫିସିୟାଲ ୱେବସାଇଟକୁ ଯାଇ ଜାରି କରାଯାଇଥିବା ସୂଚନା ସମ୍ପର୍କରେ ଅବଗତ ହେବା ପରେ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.