Below header

ଏପ୍ରିଲରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ସାରି ଦିଅନ୍ତୁ ସବୁ କାମ

ଏପ୍ରିଲ ମାସରେ ଯଦି କିଛି ବ୍ୟାଙ୍କ କାମ ରଖୁଛନ୍ତି ତେବେ ପ୍ରଥମେ ଜାଣିରଖନ୍ତୁ ସେଦିନ ବ୍ୟାଙ୍କ ବନ୍ଦ ଅଛି ନା ଖୋଲା। ତା ପରେ ହିଁ ବ୍ୟାଙ୍କ ଯାଆନ୍ତୁ। ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି। କାରଣ ଏପ୍ରିଲ ମାସରେ ମାତ୍ର ୧୮ ଦିନ ହିଁ ଖୋଲା ରହିବ ବ୍ୟାଙ୍କ। ମାର୍ଚ୍ଚ ଶେଷ ଅର୍ଥାତ୍‌ ୨୭ ମାର୍ଚ୍ଚରୁ ଏପ୍ରିଲ ପ୍ରଥମ ସପ୍ତାହର ୧୦ ଦିନ ମଧ୍ୟରୁ ବ୍ୟାଙ୍କ ୭ ଦିନ ବନ୍ଦ ରହିବ। ଏଣୁ ଏହି ସମୟରେ କୌଣସି କାମ କରିପାରିବେ ନାହିଁ। ଏଥିରେ ଆର୍ଥିକ ବର୍ଷ ଶେଷ ଓ ନୂଆ ଆର୍ଥିକ ବର୍ଷ ଆରମ୍ଭ ଛୁଟି ବି ରହିଛି।

ତେବେ ଆସନ୍ତୁ ଜାଣିବା ଏପ୍ରିଲ ମାସରେ କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ:

୧- ବ୍ୟାଙ୍କିଂ ଆକାଉଣ୍ଟିଂ
୨- ଗୁଡ୍‌ ଫ୍ରାଇଡେ
୪- ରବିବାର
୫- ବାବୁ ଜଗଜୀବନ ରାମ ଜୟନ୍ତୀ
୧୦-ଦ୍ୱିତୀୟ ଶନିବାର
୧୧- ରବିବାର
୧୩- ଉଗଡ଼ି
୧୪- ଆମ୍ବେଦକର ଜୟନ୍ତୀ
୧୮- ରବିବାର
୨୧- ଶ୍ରୀରାମ ନବମୀ
୨୪- ଚତୁର୍ଥ ଶନିବାର
୨୫- ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.