BOIରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ବ୍ଯାଙ୍କ ଅଫ୍ ଇଣ୍ଡିଆ(BOI)ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ କାର୍ଯ୍ଯାଳୟ ସହାୟକ, ଫ୍ଯାକଲ୍ଟି ସଦସ୍ଯ ଏବଂ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଯୋଗ୍ଯ ଆବେଦନକାରୀ ଆସନ୍ତା ୩୦ ମେ ୨୦୨୦ ପର୍ଯ୍ଯନ୍ତ କିମ୍ବା ତା’ ପୂର୍ବରୁ ଇ-ମେଲ ଜରିଆରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଆବେଦନ କରିବାର ଶେଷ ତାରିଖ: ୩୦ ମେ ୨୦୨୦

ପଦବୀ ନାମ ଏବଂ ପଦ ସଂଖ୍ଯା

boiକାର୍ଯ୍ଯାଳୟ ସହାୟକ: ୨ଟି ପଦ

ଫ୍ଯାକଲ୍ଟି ସଦସ୍ଯ: ୩ଟି ପଦ

ଆଟେଣ୍ଡାଣ୍ଟ: ୧ ପୋଷ୍ଟ

ବେତନ

bankକାର୍ଯ୍ଯାଳୟ ସହାୟକ: ମାସିକ ୧୫,୦୦୦ଟଙ୍କା

ଫ୍ଯାକଲ୍ଟି ସଦସ୍ଯ: ମାସିକ ୨୦,୦୦୦ଟଙ୍କା

ଆଟେଣ୍ଡାଣ୍ଟ: ମାସିକ ୮୦୦୦ଟଙ୍କା

ଶିକ୍ଷାଗତ ଯୋଗ୍ଯତା

online applyକାର୍ଯ୍ଯାଳୟ ସହାୟକ: ଆକାଉଣ୍ଟ ନଲେଜ୍ ସହ ସ୍ନାତ୍ତକ ଡିଗ୍ରୀ

ଫ୍ଯାକଲ୍ଟି ସଦସ୍ଯ: ଧନ୍ଦାମୂଳକ ଶିକ୍ଷା (ଭୋକେସନାଲ) ରେ ଡିଗ୍ରୀ ହାସଲ କରିଥିବା ଆବଶ୍ଯକ

ଆଟେଣ୍ଡାଣ୍ଟ: ୧୦ମ ପାସ୍ ସହ ହିନ୍ଦୀ ଏବଂ ଇଂରାଜୀ ପଢିବା ଏବଂ ଲେଖିବାରେ ସକ୍ଷମ ହୋଇଥିବା ଆବଶ୍ଯକ

ବୟସ ସୀମା

Bank-Jobsକାର୍ଯ୍ଯାଳୟ ସହାୟକ: ୧୮ ରୁ ୪୫ ବର୍ଷ

ଫ୍ଯାକଲ୍ଟି ସଦସ୍ଯ: ୨୫ ରୁ ୬୫ ବର୍ଷ

ଆଟେଣ୍ଡାଣ୍ଟ: ୧୮ ରୁ ୬୫ ବର୍ଷ

ଏପରି କରନ୍ତୁ ଆବେଦନ

ଯୋଗ୍ଯ ପଦବୀରେ ଆବେଦନ କରିବା ପାଇଁ ଆସନ୍ତା ୩୦ ମେ ୨୦୨୦ ପର୍ଯ୍ଯନ୍ତ ସମ୍ବନ୍ଧିତ ଇ-ମେଲ ଦ୍ବାରା ଅନ୍ଯ ଆବଶ୍ଯକ ପ୍ରମାଣପତ୍ର ସହ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.