ଶସ୍ତାରେ ମିଳୁଛି Hyundai Elantra, ମିଳୁଛି ୨.୫ ଲକ୍ଷ ପର୍ଯ୍ୟନ୍ତ ବମ୍ପର ରିହାତି

ଯଦି ଆପଣ ନୂଆ କାର କିଣିବାକୁ ଚାହୁଛନ୍ତି, ତେବେ ଜଲଦି କରନ୍ତୁ। କାହିଁକି ନା ହ୍ୟୁଣ୍ଡାଇ ଇଣ୍ଡିଆ ପକ୍ଷରୁ ପ୍ରିମିୟମ ସେଡାନHyundai Elantra ରେ ଡିସକାଉଣ୍ଟ ଅଫର ଦେଉଛି। ଦମଦାର ଇଞ୍ଜିନ ସହିତ ଷ୍ଟାଇଲିସ୍‌ ଲୁକ୍‌ ମଧ୍ୟ ଏଥିରେ ରହିଛି। ଏହି କାରରେ କମ୍ପାନୀ ପକ୍ଷରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ମିଳୁଛି। ଏହି ଅଫର ସୀମିତ ସମୟ ପାଇଁ। କମ୍ପାନୀ ନିଜର ବିଏସ୍‌୪ ଗାଡିଗୁଡିକୁ ଯଥାଶୀଘ୍ର ବିକ୍ରି କରିଦେବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଗ୍ରାହକକୁ ଏହି ରିହାତି ଦେଉଛି।

hh

Hyundai Elantra ରେ ୧୯୯୯ ସିସି ଇଞ୍ଜିନ, ୪- ସିଲିଣ୍ଡର, ୧୬ ବ୍ଲବ୍‌ ଡୁଆଲ VTVT ସହିତDOHC ଇଞ୍ଜନ ମଧ୍ୟ ରହିଛି। ଏହି କାରର ଇଞ୍ଜିନ ୬୨୦୦ ଆରପିଏମ୍‌ ୧୫୨ ପିଏସ୍‌ର ପାଓ୍ଵାର ଏବଂ ୪୦୦୦ ଆରପିଏମ୍‌ରେ ୧୯.୬NM ଟାର୍କ ଉତ୍ପନ୍ନ କରିଥାଏ।

ଏହାର ଇନ୍ଧନ ଧାରଣ କ୍ଷମତା ୫୦ ଲିଟର ପର୍ଯ୍ୟନ୍ତ ରହିଛି। ଏହି କାରର ଫ୍ରଣ୍ଟରେ McPherson Strut ଦିଆଯାଇଛି। ଏହାର ଆଗ ଏବଂ ପଛରେ ଡିସ୍କ ବ୍ରେକ ରହିଛି। ଏହି କାରର ଦିଲ୍ଲୀରେ ଏକ୍ସ ଶୋରୁମ୍‌ରେ ୧୫.୮୯ ଲକ୍ଷ ରହିଥିବା ବେଳେ ଏହାର ଟପ୍‌ ଏଣ୍ଡ ଭାରିଅଣ୍ଟର ମୂଲ୍ୟ ୨୦.୩୯ ଲକ୍ଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.