ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ନୂଆ Big Bachat Days sale, ଅଧା ମୂଲ୍ୟରେ ମିଳିବ ଏହି ସବୁ ପ୍ରଡକ୍ଟ
ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଏକ ନୂଆ Big Bachat Days sale । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍, AC, ଟିଭି ଏବଂ ଫ୍ରିଜ୍ ସମେତ ଅନେକ ଇଲେକ୍ଟ୍ରୋନିକ୍ସ ଜିନିଷ ବହୁତ କମ ମୂଲ୍ୟରେ ଉପଲବ୍ଧ । ଇ-କମର୍ସ ପ୍ଲାଟଫର୍ମ ପ୍ରତି ମାସ ଆରମ୍ଭରେ ଏହି ବିଗ୍ ସେଭିଙ୍ଗ୍ସ ସେଲ୍ ଆୟୋଜନ କରିଥାଏ । ଏହି…