Amazon Wow Salary Days ସେଲ୍‌ ଆରମ୍ଭ, ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଟିଭି ଉପରେ ମିଳିବ ଆକର୍ଷଣୀୟ ଅଫର

ଆଜିଠାରୁ ଆରମ୍ଭ ହେଉଛି Amazon Wow Salary Days ସେଲ୍‌ । ଏହା ୧ ମାର୍ଚ୍ଚରୁ ଆରମ୍ଭ କରି ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ ସମୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଟିଭି, ଲାପଟପ୍‌, କ୍ୟାମେରା, ସାଉଣ୍ଡବାର, ବ୍ଲୁଟୁଥ ସ୍ପିକର୍ସ ଏବଂ ଫ୍ରିଜ ଭଳି ପ୍ରଡକ୍ଟ ଶାନଦାର ଅଫରରେ ମିଳିବ। ଏହାଛଡା ଆମାଜନ ଗ୍ରାହକଙ୍କ ପାଇଁ ନୋ କଷ୍ଟ ଇଏମଆଇ ଏବଂ ଏକ୍ସଚେଞ୍ଚ ଅଫରର୍ସ ମଧ୍ୟ ରହିବ। ଏହାବ୍ୟତୀତ କିଚେନ ସାମଗ୍ରୀ ଆପଣ କମ୍‌ ଦାମ୍‌ରେ କିଣିପାରିବେ।

ଆମାଜନରେ ଏହି ସେଲ୍‌ରେ ଗ୍ରାହକଙ୍କୁ ଗ୍ରୀଷ୍ମକାଳୀନ ପ୍ରଡକ୍ଟ ଉପରେ ୪୫ ପ୍ରତିଶତ, ଲାପଟପ୍‌ ଏବଂ ଅନ୍ୟ ସାମଗ୍ରୀ ଉପରେ ୩୫ ପ୍ରତିଶତ, ହେଡଫୋନ ୫୦ ପ୍ରତିଶତ, ଟିଭି ଉପରେ ୩୫ ପ୍ରତିଶତ, ଏବଂ କିଚେନ ସାମଗ୍ରୀ ଉପରେ ୫୦ ପ୍ରତିଶତ ଡିସକାଉଣ୍ଟ ମିଳିବ। ଏହାଛଡା ଗ୍ରାହକଙ୍କୁ ୨୩୫ ଟଙ୍କାରୁ ଆରମ୍ଭ କରି ୩,୨୦୦ ଟଙ୍କା ପର୍ଯ୍ୟନ୍ତ ଇଏମ୍‌ଆଇ ଅପସନ ଉପଲବ୍ଧ ହେବ। ଯଦି ଆପଣ ଫି୍ରଜ କିଣିବାକୁ ଚାହୁଛନ୍ତି, ତେବେ ଆମାଜନ ସେଲ୍‌ର ଫାଇଦା ଉଠାଇ ପାରିବେ। ଏହି ସେଲ୍‌ରେ ଫ୍ରିଜ୍‌ ଉପରେ ୩୫ ପ୍ରତିଶତ ଡସକାଉଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.