Hyundai Grand i10 Nios ରେ ମିଳୁଛି ବମ୍ପର ଡିସକାଉଣ୍ଟ, ଜଲଦି କରନ୍ତୁ ଆଜି ହିଁ କିଣନ୍ତୁ

Hyundai Grand i10 Nios ଭାରତୀୟ ବଜାରରେ ଏକ ଲୋକପ୍ରିୟ କାର। ଏହାର ପ୍ରାରମ୍ଭିକ ଶୋରୁମ ମୂଲ୍ୟ ୫,୦୬,୯୯୦ ଟଙ୍କା ରହିଛି। ଯଦି ଆପଣ ଏହାକୁ ଚଳିତ ମାସରେ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଏହି କାରରେ ଏବେ ବମ୍ପର ଡିସକାଉଣ୍ଟ ମିଳୁଛି। ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ।

ଅଫର :

ଚଳିତବର୍ଷ Hyundai Grand i10 Nios କିଣିବାରେ ଆପଣଙ୍କୁ ୨୫,୦୦୦ ଟଙ୍କାର ରିହାତି ମିଳିବ। କମ୍ପାନୀ ଏହି ଅଫର ଶିକ୍ଷକ, ସିଏ, ମେଡିକାଲ ପ୍ରଫେସନାଲ, କର୍ପୋରେଟ କର୍ମଚାରୀ ଏବଂ ଏସଏମଇ କର୍ମଚାରୀଙ୍କ ପାଇଁ ସ୍ପେଶାଲ ଅଫର ଦେଉଛି। ଏହି ଅଫରରେ କାର ଉପରେ ତିନି ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଓ୍ଵାରେଣ୍ଟି ଏବଂ ରୋଡ ସାଇଡ ଆସିଷ୍ଟାଣ୍ଟ ସାମିଲ ରହିଛି।

ooffer

ଏହି କାର ପେଟ୍ରୋଲ ଏବଂ ଡିଜେଲ ଇଞ୍ଜନରେ ଉପଲବ୍ଧ। ପେଟ୍ରୋଲ କାରର ଇଞ୍ଜିନ ୨୦.୭ କେଏମପିଏଲ୍‌ ମାଇଲେଜ ଦେଉଥିବା ବେଳେ ଡିଜେଲ ଇଞ୍ଜନ ୨୬.୨ କେଏମପିଏଲ୍‌ ମାଇକେଲ ଦେଇଥାଏ। ଏହି କାରର ଇନ୍ଧନ ଟ୍ୟାଙ୍କର କ୍ଷମତା ୩୭ ଲିଟର ରହିଥାଏ। କାରରେ ୫ ଜଣ ଆରାମରେ ବସିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.