Below header

DFCCIL ରେ ବିଭିନ୍ନ ପଦବୀରେ ବମ୍ପର ନିଯୁକ୍ତି: ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୧.୬ ଲକ୍ଷ ଟଙ୍କା

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା DECCIL ରେ ଚାକିରି କରିବାକୁ ଇଚ୍ଛା ରଖିଛନ୍ତି, ତେବେ ଜଲଦି କରନ୍ତୁ। ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ DFCCIL ର ଏକ୍ଜକ୍ଯୁଟିଭି ଏବଂ ଅନ୍ଯ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ସବୁ ପଦବୀରେ ଆବେଦନ କରିବା ପାଇଁ DFCCIL ର ଅଧିକାରକ ୱେବସାଇଟ dfccil.com କୁ ଯାଇ ଆପ୍ଲାଏ କରନ୍ତୁ। ଆପ୍ଲାଏ କରିବାର ଶେଷ ତାରିଖ ୨୩ ଜୁଲାଇ ରହିଛି।

ଏହାଛଡା ଆବେଦନକାରୀ ସିଧାସଳଖ ଏହି ଲିଙ୍କ https://cdn.digialm.com/EForms/configuredHtml/1258/70799  ରେ ଯାଇ କ୍ଲିକ କରିପାରିବେ। ଏହା ସହିତ https://dfccil.com/upload/Final-Advt-04_2021_0UAK.pdf ଜରିଆରେ ଅଧିକାରକର ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୧୦୭୪

ଜୁନିଅର ମ୍ଯାନେଜର: ୧୧୧
ଏକ୍ଜକ୍ଯୁଟିଭି: ୪୪୨
ଜୁନିଅର ଏକ୍ଜକ୍ଯୁଟିଭ: ୫୨୧

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୩ ଜୁଲାଇ ରହିଛି।

ବୟସ ସୀମା: ଜୁନିଅର ମ୍ଯାନେଜର ପଦ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ଏବଂ ଏକ୍ଜୁକ୍ଯୁଟିଭି ପାଇଁ ୧୮ ରୁ ୩୦ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ କମ୍ପ୍ଯୁଟର ଟେଷ୍ଟ ଆଧାରରେ କରାଯିବ। ଯୋଗ୍ଯତା ପ୍ରାପ୍ତ କରିଥିବା ପ୍ରାର୍ଥୀ ପ୍ରତ୍ଯେକ ଟେଷ୍ଟ ସର୍ବନିମ୍ନ ୪୨ ମାର୍କର ଟି ସ୍କୋର କରିବାକୁହେବ। ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଯୋଗ୍ଯତା, ଆରକ୍ଷଣ ନିୟମ ଅନୁସାରେ ହେବ।

ଆବେଦନ ଶୁକ୍ଳ: ଜୁନିଅର ମ୍ଯାନେଜର ପାଇଁ ପରୀକ୍ଷା ଶୁକ୍ଳ ପାଇଁ ୧୦୦୦ ଟଙ୍କା, ଏକ୍ଜକ୍ଯୁଟିଭି ୯୦୦ ଟଙ୍କା, ଜୁନିଅର ଆସିଷ୍ଟାଣ୍ଟ ପାଇଁ ୭୦୦ ଟଙ୍କା ଦେବାକୁ ପଡିବ। ଏସସି/ଏସଟି/PWD/ EX army କୌଣସି ପ୍ରକାର ପରୀକ୍ଷା ଶୁଳ୍କ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.