ଜାନୁଆରୀ ୭ ମଧ୍ୟରେ ଗ୍ରୋସରୀ ଜିନିଷ ଉପରେ ଆମାଜନର ବଡ଼ ଅଫର, ଗ୍ରୀନ ଟି ରେ ୫୦ ପ୍ରତିଶତ ଡିସକାଉଣ୍ଟ

ନୂଆବର୍ଷ ଉପଲକ୍ଷେ ଆମାଜନ ଦେଉଛି ଗ୍ରୋସରୀ ଆଇଟମ ଉପରେ ବଡ଼ ରିହାତି ଅଫର । ଏହି ଅଫର ଜାନୁଆରୀ ୭ ତାରିଖ ଯାଏ ଚାଲିବ । ଏଥିରେ ଆପଣ ଗ୍ରୀନ ଟି,ଡ୍ରାଏ ଫ୍ରୁଟ୍ସ, ଚବନପ୍ରାସ ଭଳି ବହୁତ ଆଇଟମ ଉପରେ ରହିଛି ୫୦ % ଯାଏ ରିହାତି ଅଫର । ଜାଣନ୍ତୁ ଏହି ରିହାତି ଅଫର ସମ୍ପର୍କରେ ।
୧. ଗ୍ରୀନ ଟି, ଚା’ ଓ କଫି :
ଶୀତରେ ଚା’ ଏକ ବଡ ଅଭ୍ୟାସ । ବିଶେଷକରି ଇମ୍ୟୁନିଟି ବୃଦ୍ଧି ହେଉ ବା ଶରୀରକୁ ଡିଟକ୍ସିଫାଏ କରିବା ପାଇଁ ଗ୍ରୀନ ଟିର ବହୁ ଲାଭକାରୀ ଗୁଣ ରହିଛି । Girnar Detox Green Tea ଏକ ବେଷ୍ଟ ସେଲିଂ ଚା’ ଭାବରେ ନାମ ରହିଛି । ଏହି ହର୍ବାଲ ଚା’କୁ ଆପଣ ଆମାଜନରେ ୫୦ ପ୍ରତିଶତ ରିହାତିରେ କିଣି ପାରିବେ । ଏମିତି ଅଫର ଦେଇଛି ଆମାଜନ । ସେହିପରି ଟାଟା ଚା’ ପ୍ରିମିୟମ ରେ ମଧ୍ୟ ୩୦ % ଡିସକାଉଣ୍ଟ ମିଳିବ । ନେସ କଫି ରେ ୫୩ % ଡିସକାଉଣ୍ଟ ଦେଉଛି ଆମାଜନ । ଏହାର ଦୁଇ ପ୍ୟାକର ମୂଲ୍ୟ ୧୪୦୦ ଟଙ୍କା । ହେଲେ ଅଫର ରେ ଆପଣ ଏହାକୁ ମାତ୍ର ୬୫୫ ଟଙ୍କାରେ ପାଇ ପାରିବେ ।
୨. Del Monte Pomace Olive Oil TIN, 5L :
ହାର୍ଟକୁ ସୁସ୍ଥ ରଖିବା ପାଇଁ ଅଲିଭ ଅଏଲ ବହୁତ ଉପକାରୀ ହୋଇଥାଏ । Del Monte ର ଅଲିଭ ଅଏଲ ଏକ ଭଲ କୁକିଂ ଅଏଲ ଓ ଏହାର ୫ ଲିଟର ଟିଣକୁ ମାତ୍ର ୧୬୨୯ ଟଙ୍କାରେ ନେଇ ପାରିବେ । ଏହାର ମୂଲ୍ୟ ରହିଛି ୩,୯୦୦ ଟଙ୍କା । ଏଥିରେ କିଛି ବି ଖାଦ୍ୟ ତିଆରି କରିପାରିବେ ।

୩. କ’ଣ ଖାସ ଆମାଜନ ଗ୍ରୋସରୀ ସେଲ୍ସ ରେ :
. ୧ ରୁ ୭ ଜାନୁଆରୀ ପର୍ଯ୍ୟନ୍ତ ଏହି ସୁପର ସେଲ୍ସ ଚାଲୁ ରହିବ । ଯେଉଁଥିରେ ୩୦ % ରୁ ଅଧିକ ଡିସକାଉଣ୍ଟ ମିଳିବ ।
. ବ୍ୟାଙ୍କ ଅଫ ବରୋଦା ଓ ଇଣ୍ଡସ ବ୍ୟାଙ୍କ କାର୍ଡରେ ପେମେଣ୍ଟକଲେ ୧୦ % ଡିସକାଉଣ୍ଟ ମିଳିବ ।
. ଡ୍ରାଏ ଫ୍ରୁଟ୍ସ, ଚକୋଲେଟ ଓ କୁକିଜ ଉପରେ ୫୦ % ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି ।
. ଅଟା, ଡାଲି, ଚାଉଳ,ଚିନି ଓ ରିଫାଇନ ତେଲ ଉପରେ ପୁରା ୬୦ % ଡିସକାଉଣ୍ଟ ଅଫର ରହିଛି ।