ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ CBSE ଟର୍ମ -2 ପରୀକ୍ଷା

ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ CBSE ଟର୍ମ -2 ପରୀକ୍ଷା  । ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି  । ପରୀକ୍ଷା ୧୦ ଟା ୩୦ ଠାରୁ ଆରମ୍ଭ କରାଯିବା ନେଇ ଲକ୍ଷ ରଖାଯାଇଛି  । ଅର୍ଥାତ ଦିନର ପ୍ରଥମ ଭାଗରେ ପରୀକ୍ଷେ ଆୟୋଜନ କରାଯିବା ନେଇ ଲକ୍ଷ ରଖାଯାଇଛି  । ଏପ୍ରିଲ ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-2 ପରୀକ୍ଷା ଆରମ୍ଭ କରାଯିବ  । ଚଳିତ ଥର ପରୀକ୍ଷା ମଝିରେ ଅଧିକ ବ୍ୟବଧାନ ରଖାଯାଇଛି  । ସ୍କୁଲ ଦୀର୍ଘ ଦିନ ଧରି ବନ୍ଦ ଥିବାରୁ ପରୀକ୍ଷା ମଝିରେ ଅଧିକ ବ୍ୟବଧାନ ରଖାଯାଇଥିବା ନେଇ ସୂଚନା ମିଳିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.