ଫାସଟ୍ୟାଗ୍ ବିନା ଫାସଟ୍ୟାଗ୍ ଲେନରେ ପ୍ରବେଶ କରୁଥିବା ଯାନଗୁଡିକ ପାଇଁ ଦ୍ବିଗୁଣା ଅର୍ଥ ଆଦାୟ ତାରିଖ ଘୁଞ୍ଚିଲା, ଡିସେମ୍ବର ୧୫ରୁ ହେବ ଲାଗୁ

କେନ୍ୟୁଜ୍(ବ୍ୟୁରୋ): ଫାସ ଟ୍ୟାଗ୍ ନକରି  ଫାସଟ୍ୟାଗର ଲେନରେ ଗଲେ ଯେଉଁ ଦୁଇ ଗୁଣା ଅର୍ଥ ଦେବାକୁ ପଡିଥାନ୍ତା ତାହା ଡିସେମ୍ବର ୧ ପରିବର୍ତ୍ତେ  ୧୫ ତାରିଖରେ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଭାରତ ସରକାର ଏହାକୁ ଡିସେମ୍ବର ୧ରୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଯେହେତୁ ନୂଆକରି ଲାଗୁ ହେଉଛି ତେଣୁ ଏଥିରେ ପ୍ରଥମେ ପ୍ରଥମେ କିଛି ସମସ୍ୟାର ସମ୍ମୁଖୀନ୍ନ ହେବାର ଆଶଙ୍କା ରହିଛି ଏଣୁ ଏହାକୁ ଦୁଷ୍ଟିରେ ରଖି ଏହି ନିୟମକୁ ଦ୍ବିଗୁଣା ଅର୍ଥ ଦେବା ନିୟମକୁ ଡିସେମ୍ବର ୧୫ ଯାଏଁ ଘୁଞ୍ଚା ଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.