ଡିଆରଡିଓରେ ଖାଲି ପଡ଼ିଛି ଶତାଧିକ ପଦ, ତୁରନ୍ତ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(DRDO)ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକାଧିକ ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଏସବୁ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୦ ରହିଛି। ଆସନ୍ତୁ ଜାଣିବା ଏହି ଚାକିରି ବିଷୟରେ…

DRDO Recruitment 2020: Apply for 185 scientists vacancies from May ...

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ କରିବାର ଶେଷ ତାରିଖ: ୧୦ ଜୁଲାଇ,୨୦୨୦

ପଦ ନାମ: ବୈଜ୍ଞାନିକ ବି

ପଦ ସଂଖ୍ୟା: ୧୬୭

ବୟସ ସୀମା:

ସାଧାରଣ ବର୍ଗ: ୨୮ ବର୍ଷ

ଓବିସି: ୩୧ ବର୍ଷ

ଏସ୍‌ସି/ଏସ୍‌ଟି: ୩୩ ବର୍ଷ

DRDO Recruitment 2019: Online application process begins for 290 ...

ଆବେଦନ ପ୍ରକ୍ରିୟା: ଡିଆରଡିଓର ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା: GATE ର ଫଳାଫଳ କିମ୍ବା NET ର ଫଳ ଆଧାରରେ ତାଲିକା କରାଯାଇ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.