AIIMS ରେ ଚାକିରି କରିବାର ସ୍ୱପ୍ନ ହେବ ପୂରଣ, ଆବେଦନ କରିବାର କିଛିଦିନ ବାକି

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(AIIMS) ଋଷିକେଶ ପକ୍ଷରୁ ଅନେକ ପଦବୀ ଖାଲିପଡିଛି। ଏଠାରେ ଆସିଷ୍ଟାଣ୍ଟ ଇଂଜିନିୟର, ଜୁନିଅର ଇଂଜିନିଅର, ସିନିଅର ମେକାନିକ୍‌ ସମେତ ଅନ୍ୟ ପଦବୀରେ ନିଯୁକ୍ତି ହେଉଛି। ଆବେଦନ କରିବା ପୂର୍ବରୁ ଅଧିକାରକ େଓ୍ଵବସାଇଟ୍‌କୁ ଯାଇ ଅଧିକ ବିବରଣୀ ହାସଲ କରନ୍ତୁ।

ପଦବୀ ବିବରଣୀ:

ଆସିଷ୍ଟାଣ୍ଟ ଇଂଜିନିୟର, ଜୁନିଅର ଇଂଜିନିୟର, ସିନିଅର ମେକାନିକ୍‌ ସମେତ ଅନେକ ପଦବୀ

ପଦବୀ ସଂଖ୍ୟା: ୩୧
ଆବେଦନ କରିବାର ଶେଷ ତାରିଖ ୧୭ ଅକ୍ଟୋବର ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୦, ୩୫ ଏବଂ ୪୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

aiims

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ନିଶ୍ଚିତ ଦେଖନ୍ତୁ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ଏମ୍ସ ଋଷିକେଶ େଓ୍ଵବସାଇଟ www.aiimsrishikesh.edu.in କୁ ଯାଇ ୧୭ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

http://aiimsrishikesh.edu.in/aiims/job.php

http://aiimsrishikesh.edu.in/aiims/

http://aiimsrishikesh.edu.in/recruitments/reopen%20engineering%20post.cleaned%20(1).pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.