ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି! ଆଶାୟୀ ଛାତ୍ରଛାତ୍ରୀଙ୍କୁ ମୋଦି ଦେଲେ ଏହି ଖୁସି ଖବର
ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଖୁସି ଖବର ଦେଇଛନ୍ତି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ସରକାରୀ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ମିଶନ୍ ମୋଡରେ ହେବ।…