IOCL ରେ ସରକାରୀ ଚାକିରୀ ପାଇବାର ସୁବର୍ଣ୍ଣ ସୁଯୋଗ, ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

ଅଏଲ୍‌ ଇଣ୍ଡିଆ ଲିମିଟେଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖାଲି ପଦବୀରେ ନିଯୁକ୍ତି ପାଇଁ ଆପଣମାନେ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଇଛୁକପାର୍ଥୀମାନେ ଏହି ଚାକିରୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ଅଏଲ୍‌ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଡ୍‌ ଜରିଆରେ ଚେକ୍‌ କରିପାରିବେ। ଆବେଦନକାରୀମାନେ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ।

ମହତ୍ୱପୂର୍ଣ୍ଣ ତିଥି:

ଆବେଦନ ପତ୍ର ଜମା କରିବା ଆରମ୍ଭ ତାରିଖ: ୧୦ ଅକ୍ଟୋବର ୨୦୧୯

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୦ ଅକ୍ଟୋବର ୨୦୧୯

ବୟସ ସୀମା:

ଏହି ପଦରେ ଆବେଦନ କରିବା ପାଇଁ ଆବେଦନକାରୀମାନଙ୍କ ବୟସ ସୀମା ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୬ ବର୍ଷ ନିର୍ଦ୍ଧାରିତ କରାଯାଇଛି।

INDIANପଦର ନାମ: ପଦ ସଂଖ୍ୟା

ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ-IV ୩୮

ଆବେଦନ ପ୍ରକ୍ରିୟା:

ଇଛୁକ ପାର୍ଥୀମାନେ indian oil corporation limited- IOCL ର ଅଧିକାରିକ େଓ୍ଵବସାଇଡକୁ ଯାଇ ନୋଟିଫିକେସନ୍‌ ଡାଉନଲୋଡ୍‌ କରିବା ପରେ ଦିଆଯାଇଥିବା ନିର୍ଦେଶ ଅନୁସାରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୩୦ ଅକ୍ଟୋବର ୨୦୧୯।

ଏହାସହ ପଢନ୍ତୁ: ଆଧାର କାର୍ଡ ଅପ୍‌ଡେଟ୍‌ ନିୟମରେ ବଡ଼ ପରିବର୍ତ୍ତନ କଲା UIDAI, ଏବେ ଏମିତି ବଦଳାଇବେ ନାଁ ଓ ଜନ୍ମତାରିଖ

ଚୟନ ପ୍ରକ୍ରିୟା:

ଆଶାୟୀ ପାର୍ଥୀମାନଙ୍କୁ ଲିଖିତ ପରୀକ୍ଷା, ସ୍କିଲ, ପ୍ରୋଫିସିଏଂସୀ, ଫିଜିକାଲ ଟେଷ୍ଟ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.