ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ସେଣ୍ଟ୍ରାଲ କୋଲଫିଲ୍ଡସ୍‌ ଲିମିଟେଡ୍‌ରେ ଖାଲି ପଡ଼ିଛି ୧୫୬୫ ପଦବୀ

ସେଣ୍ଟ୍ରାଲ କୋଲଫିଲ୍ଡସ୍‌ ଲିମିଟେଡ୍‌ରେ ଖାଲି ପଡ଼ିଛି ୧୫୬୫ଟି ଅପରେଣ୍ଟିସ୍‌ ପଦବୀ। ଏହି ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। ଏନେଇ ସିସିଏଲ୍‌ ଅଫିସିଆଲ ୱେବ୍‌ସାଇଟ୍‌ରେ ନୋଟିଫିକେସନ୍‌ ଜାରି କରି ସୂଚନା ଦେଇଛି। ନୋଟିଫିକେସନ୍‌ ମୁତାବକ ସେଣ୍ଟ୍ରାଲ କୋଲଫିଲ୍ଡସ୍‌ରେ ଫିଟର, ଓ୍ଵିଲ୍ଡର, ଇଲେକ୍ଟ୍ରିସିଆନ୍‌, ମେକାନିକ୍‌, ମେସିନିଷ୍ଟ ମେସିନ୍‌, ଟର୍ଣ୍ଣର, ଏମ୍‌ଏଲ୍‌ଟି ଓ ସହାୟକ ସହ ବିଭିନ୍ନ ଟ୍ରେଡରେ ନିଯୁକ୍ତି ଜାରି ରହିଛି। ଏହି ପଦ ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ Centralcoalfields.in ରେ ଅକ୍ଟୋବର ୫ ଯାଏଁ ଅନ୍‌ଲାଇନ୍‌ ଆପ୍ଲାଏ କରିପାରିବେ।

ccl2

  • ଫିଟର- ୪୨୫
  • ୱେଲଡର-୮୦
  • ଇଲେକ୍ଟ୍ରିସିଆନ୍‌-୬୩୦
  • ମେକାନିକ୍‌-୧୭୫
  • ଇଞ୍ଜିନିୟର-୫୦
  • ଏମ୍‌ଏଲଟି-୩୦
  • ଟର୍ଣ୍ଣର-୫୦
  • ଗୁରୁତ୍ୱପୂର୍ଣ୍ଣ ତାରିଖ:
    ଆବେଦନ ଆରମ୍ଭ- ୫ ସେପ୍ଟେମ୍ବର, ଆବେଦନ ଶେଷ-୫ ଅକ୍ଟୋବର
  • ଦରମା- ୭୦୦୦
  • ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ୍‌ ସହ ଆଇଟିଆଇ
  • ବୟସ: ୧୮ରୁ ୩୦ ବର୍ଷ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.