ଏବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ କରିପାରିବେ ଏହି ସରକାରୀ ଚାକିରୀ ପାଇଁ ଆବେଦନ

ସରକାରୀ ଚାକିରୀ ଖୋଜୁଥିବା ଯୁବପିଢୀମାନଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଚାକିରୀରେ ନିୟକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆମେ ଆପଣଙ୍କୁ ଏହା କହି ରଖୁଛି କି ଆପଣ ନିଜର ଶିକ୍ଷାଗତ ଯୋଗ୍ୟତା ଏବଂ ଅନୁଭବ ଅନୁଯାୟୀ କେଉଁ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ।

ଭାରତୀୟ ରେଳ ବିଭାଗରେ ନିଯୁକ୍ତି ପାଇଁ ସେଲ (RRC) ସ୍ପୋର୍ଟସ୍‌ କୋଟା ଜରିଆରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ନ୍ୟୁକ୍ଲିୟର ପାଓ୍ଵର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଡ୍ରାଇଭର, ଟେକ୍ନିସିଆନ-ବି , ଟେକ୍ନିସିଆନ (ST/TM), ବୈଜ୍ଞାନିକ ଆସିଷ୍ଟାଣ୍ଡ-ବି ଏବଂ ବୈଜ୍ଞାନିକ ଆସିଷ୍ଟାଣ୍ଡ (ST/TM) ପଦବୀରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି କରାଯାଇଛି।

job-ସେଲ୍‌ ଏଗଜୀକ୍ୟୁଟିଭ ଏବଂ ନନ୍‌ ଏଗଜୀକ୍ୟୁଟିଭ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ସେଲ ର ଅଧିକାରିକ ୱେବସାଇଟରେ ଆସନ୍ତା ୩୧ ଡିସେମ୍ବର ମଧ୍ୟରେ ୪୬୩ଟି ପଦବୀରେ ନିଯୁକ୍ତି କରାଯିବ। ଏହାବ୍ୟତୀତ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ୧୦ମ ପାସ୍‌ ଏବଂ ୧୨ଶ ପାସ୍‌ କରିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସରକାରୀ ଚାକିରୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.