ଇଂଜିନିୟରିଂ ଯୁବକଙ୍କ ପାଇଁ ଚାକିରି ସୁଯୋଗ: ଖାଲିପଡିଛି ୫୦୦ ସରକାରୀ ପଦବୀ, ମାସକୁ ଦରମା ୧,୧୦,୦୦୦ ଟଙ୍କା

କରୋନା କାଳରେ ଅନେକ ଯୁବକ ଯୁବତୀ ଚାକିରି ହରାଇଛନ୍ତି। ଏମିତିରେ ଘରେ ରହିଥିବା ଇଂଜିନିୟର ପାଠ ପଢିବା ଯୁବକଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆସାମ ପବ୍ଲିକ ସର୍ଭିସ କମିଶନ ଅଧିନରେ ୫୦୦ ପଦବୀ ଖାଲି ପଡିଛି। ଯେଉଁଥିପାଇଁ ଖୁବଶୀଘ୍ର ଆବେଦନପତ୍ର ଗ୍ରହଣ କରାଯାଉଛି। ଏହି ସବୁ ପଦବୀରେ ୧,୧୦,୦୦୦ ଟଙ୍କା ମାସିକ ଦରମା ମିଳିବ।

ପଦବୀ ବିବରଣୀ : ଏପିଏସସି ଜୁନିଅର ଇଂଜିନିୟ ରିକ୍ରୁଟମେଣ୍ଟ ୨୦୨୦

ଜୁନିଅର ଇଂଜିନିୟର ( ସିଭିଲ)
ପଦବୀ ସଂଖ୍ୟା : ୩୪୪
ଦରମା : ୧୪,୦୦୦/୬୦,୫୦୦ ଟଙ୍କା ( ମାସକୁ)
ଗ୍ରେଡ ପେ : ୮,୭୦୦ ଟଙ୍କା

ଆସିଷ୍ଟାଣ୍ଟ ଇଂଜିନିୟର : ୨୨୨
ଦରମା : ୩୦,୦୦୦/୧,୧୦,୦୦୦ ଟଙ୍କା ( ମାସକୁ)
ଗ୍ରେଡ ପେ : ୧୨,୭୦୦ ଟଙ୍କା

job 1

ଆସିଷ୍ଟାଣ୍ଟ ଆର୍କିଟେକ : ୧୧
ଦରମା :୩୦,୦୦୦/୧,୧୦,୦୦୦ ଟଙ୍କା ( ମାସକୁ)
ଗ୍ରେଡ ପେ : ୧୨,୭୦୦ ଟଙ୍କା

ବୟସ : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୮ ବର୍ଷ

uu

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ତାରିଖ ୨୪ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୭ ଜୁଲାଇ ରହିଛି।

ଆବେଦନ ଶୁଳ୍କ :

ସାମାନ୍ୟ ବର୍ଗ : ୨୫୦ ଟଙ୍କା

ଏସସି/ଏସଟି/ଓବିସି/ଏମ୍‌ଓବିସି : ୧୫୦ ଟଙ୍କା

ଅଧିକ ସବିଶେଷ ତଥ୍ୟ ପାଇଁ ଅଧିକାରିକ େଓ୍ଵବସାଇଟ୍‌ ଯାଇ ଏଠାରେ କ୍ଲିକ କରନ୍ତୁ।

apsc.nic.in/advt_2020/03-2020_corrected_24June2020.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.