ASUS ROG Strix G15 Gaming ଲାପଟପରେ ମିଳୁଛି ଭାରି ଡ଼ିସକାଉଣ୍ଟ, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ଫ୍ଲିପକାର୍ଟ ଆପଣଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର । ଯଦି ଆପଣ ଭଲ ଗେମିଙ୍ଗ ଲାପଟପ ସନ୍ଧାନରେ ଅଛନ୍ତି ତାହେଲେ ଆସସ୍‌ ଆପଣଙ୍କୁ ଦେଉଛି କମ୍‌ ଦାମରେ ଦାମୀ ଲାପଟପ୍‌ । ଆପଣ ତ ଜାଣିଛନ୍ତି Asus ROG Strix G15 ଲାପଟପ୍‌ କେତେ ସ୍ମଥ୍‌ ଆଉ କେତେ ବଢ଼ିଆ ଗେମିଙ୍ଗ ଲାପଟପ୍‌ ।

କଣ ଆପଣ କମ୍‌ ଦାମରେ ଭଲ ଲାପଟପ୍‌ ଚାହୁଁଛନ୍ତି? କଣ ଆପଣ ଆପଣଙ୍କ ପକେଟକୁ ସୁହାଇଲା ଭଳି ଏକ ଲାପଟପର ସନ୍ଧାନରେ ଅଛନ୍ତି? କଣ ଆପଣ କମ୍‌ ବଜେଟରେ ଭଲ ଫିଚର୍ସ ଓ ବଢ଼ିଆ ସ୍ପେସିଫିକେସନ୍ସ ଥିବା ଗେମିଙ୍ଗ ଲାପଟପ୍‌ ଚାହୁଁଛନ୍ତି, ତାହେଲେଏ ହି ସୁଯୋଗର ଆଦୌ ହାତଛଡା କରନ୍ତୁନାହିଁ । ଫ୍ଲିପକାର୍ଟ ଆପଣଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର । ଯଦି ଆପଣ ଭଲ ଗେମିଙ୍ଗ ଲାପଟପ ସନ୍ଧାନରେ ଅଛନ୍ତି ତାହେଲେ ଆସସ୍‌ ଆପଣଙ୍କୁ ଦେଉଛି କମ୍‌ ଦାମରେ ଦାମୀ ଲାପଟପ୍‌ । ଆପଣ ତ ଜାଣିଛନ୍ତି Asus ROG Strix G15 ଲାପଟପ୍‌ କେତେ ସ୍ମଥ୍‌ ଆଉ କେତେ ବଢ଼ିଆ ଗେମିଙ୍ଗ ଲାପଟପ୍‌ ।

ବତ୍ତର୍ମାନ ଫ୍ଲିପକାର୍ଟ ଏହି ଲାପଟପକୁ ବହୁତ ଭଲ ଡିସକାଉଣ୍ଟରେ ବିକ୍ରି କରୁଛି । ଯଦି ଆପଣ ଏହି ଲାପଟପକୁ କିଣିବାକୁ ଚାହିଁବେ ତାହେଲେ ୨୫% ଡିସକାଉଣ୍ଟରେ ଫ୍ଲିପକାର୍ଟରେ ଆପଣ ପାଇପାରିବେ । ଏହି ଲାପଟପ ଉଭୟ ଗେମିଙ୍ଗ ପାଇଁ ଏବଂ ଅଫିସିଆଲ ଓ୍ଵାର୍କ ପାଇଁ ବେଷ୍ଟ ରହିବ ।

ତେବେ ଆସନ୍ତୁ ଲାପଟପର ସ୍ପେସିଫିକେସନ୍ସ ବିଷୟରେ ଜାଣିନେବା

Asus ROG Strix G15 ଏକ ଦମଦାର ଲାପଟପ ଅଟେ ଯେଉଁଥିରେ ଆପଣଙ୍କୁ ଏକ 15.6-inch Full HD ଡିସପ୍ଲେ, Intel Core i7 processor, NVIDIA GeForce RTX 3070 GPU, 1TB storage, RGB backlit keyboard, high-speed Wi-Fi 6 କନେକ୍ଟିଭିଟି ସହ AMD Ryzen 7 Octa Core ପ୍ରୋସେସର ମିଳୁଛି ।

strixଲାପଟପରେ ଯେତେବେଳେ ଆପଣ ଗେମ୍‌ ପ୍ଲେ କରିବେ ଏହା ଆପଣଙ୍କ ଗେମିଙ୍ଗର ଇଚ୍ଛାକୁ ଆହୁରି ଆକର୍ଷିତ କରିବ । ଏହି ଲାପଟପ୍‌ ଓ୍ଵିଣ୍ଡୋଜ୍‌ ୧୧ ଅପରେଟିଙ୍ଗ୍‌ ସିଷ୍ଟମ ସହ ଲେସ ରହିଛି । ଗେମ୍‌ ଖେଳିବା ପାଇଁ ଏହା ଯେମିତି ଭଲ ପ୍ରଦର୍ଶନ କରେ ସେହିଭଳି କାମକୁ ବି ଏହା ବହୁତ ସ୍ମଥଲୀ କରିଥାଏ । ଏହି ଲାପଟପର ସ୍କ୍ରୀନରେ 144 Hz ରିଫ୍ରେସ ରେଟ ଦିଆଯାଇଛି, ଯାହା ଏହାକୁ ବହୁତ ଫାଷ୍ଟ ପ୍ଲେ ହେବାକୁ ସାହାଯ୍ୟ କରିବ । ମୋଟାମୋଟି ଭାବେ ଯଦି କହିବା ଏହା ଆପଣଙ୍କ ଗେମିଙ୍ଗ ଏକ୍ସପେରିୟନ୍ସକୁ ବହତ ବଢ଼ିଆ ବନାଇଦେବ ।

ତେବେ ଯଦି ଆପଣ ଏହି ଲାପଟପକୁ ଫ୍ଲିପକାର୍ଟ ସେଲରେ କିଣୁଛନ୍ତି , ତାହେଲେ ଡିସକାଉଣ୍ଟରେ ଭଲ ଦାମରେ କିଣିପାରିବେ । ଆଉ ଅନେକ ଟଙ୍କା ଆପଣ ସଞ୍ଚୟ କରିପାରିବେ । ୧୧,୫୯୯୦ ଟଙ୍କା ଥିବା ଏହି ଲାପଟପ୍‌ ୩୦% ରିହାତି ପରେ ୮୫,୯୯୦ ଟଙ୍କା ହୋଇଯାଇଛି । ତେଣୁ ଆଉ ସମୟ ବରବାଦ୍‌ ନକରି ଅଫରର ଜଲଦି ଲାଭ ଉଠାନ୍ତୁ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲାପଟପକୁ ଆପଣ ନୋ କଷ୍ଟ୍‍ ଇଏମଆଇ ପ୍ଲାନରେ କିଣିପାରିବେ । ଆପଣଙ୍କ ବଜେଟ୍‌ ଅନୁଯାୟୀ ଆପଣ ତିନି ମାସ ପାଇଁ ପ୍ରତି ମାସ ୨୮,୬୬୪ ଟଙ୍କା ଇଏମଆଇ ଦେଇ ନେଇପାରିବେ । ନଚେତ ୬ ମାସ ପାଇଁ ପ୍ରତି ମାସ ୧୪୩୩୨ ଟଙ୍କା ଇଏମଆଇରେ କିଣିପାରିବେ। ନହେଲେ ୯ ମାସ ପାଇଁ ୯୫୫୫ ଟଙ୍କା ଇଏମଆଇରେ କିଣିପାରିବେ ।

ଫ୍ଲିପକାର୍ଟ ହେଉଛି ଏପରି ଏକମାତ୍ର େଓ୍ଵବସାଇଟ୍‌ ଯେଉଁଠି ଆପଣ ଇନଷ୍ଟଲ ପେମେଣ୍ଟସକୁ ବିଭିନ୍ନ ପ୍ରକାର ସର୍ତ୍ତାବଳୀରେ ପାଇପାରିବେ । ଆପଣ ଆପଣଙ୍କ ବଜେଟ ଅନୁଯାୟୀ ପେମେଣ୍ଟ ଅପ୍ସନ୍‌ ବାଛିପାରିବେ । ଯଦି ଆପଣ ଏକକାଳୀନ ଏତେ ଆମାଉଣ୍ଟର ଟଙ୍କା ଦେଇ କିଣିବାକୁ ଅସମର୍ଥ, ତାହେଲେ ବିନା କୌଣସି ସୁଧରେ ଆପଣ ଇଏମଆଇ ସାହାଯ୍ୟରେ ନିଜର କରିପାରିବେ । ତେଣୁ ଅଫରକୁ ହାତ ଛଡା ନକରି ଏହାର ଫାଇଦା ଉଠାଇ ଲାପଟପକୁ ଜଲଦି କିଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.