ଶେଷ ହେଲା ଗୋପାଳର ନାର୍କୋ ଟେଷ୍ଟ, କାଲି ଝାରସୁଗୁଡା ଆସିବ

ଗୁଜରାଟ ଗାନ୍ଧିନଗର ସ୍ଥିତ DFSS ନାର୍କୋ ଲାବରେ ଟେଷ୍ଟ ଶେଷ ହୋଇଛି । ଗୋପାଳକୁ ଟ୍ରୁଥ ସେରମ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଛି । ଗତକାଲି ହୋଇଥିଲା ଗୋପାଳର ମେଡିକାଲ ଯାଞ୍ଚ ।

କେନ୍ୟୁଜ୍(ବ୍ୟୁରୋ): ଶେଷ ହେଲା ଗୋପାଳର ନାର୍କୋ ଟେଷ୍ଟ । ଗୁଜରାଟ ଗାନ୍ଧିନଗର ସ୍ଥିତ DFSS ନାର୍କୋ ଲାବରେ ଟେଷ୍ଟ ଶେଷ ହୋଇଛି । ଗୋପାଳକୁ ଟ୍ରୁଥ ସେରମ ଦିଆଯାଇ ନାର୍କୋ ଟେଷ୍ଟ କରାଯାଇଛି । ଗତକାଲି ହୋଇଥିଲା ଗୋପାଳର ମେଡିକାଲ ଯାଞ୍ଚ । ଏହି ପ୍ରକ୍ରିୟାରେ ଗୋପାଳ ଶରୀରର ରକ୍ତ ଚାପ, ମଧୁମେହ, ଅନ୍ୟାନ୍ୟ ପରୀକ୍ଷା କରାଯାଇଛି ।

ଆଜି ତାର ମିଛଧରା ପରୀକ୍ଷା ହୋଇଛି । ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ । ଗତ ୯ ତାରିଖରେ ଗୋପାଳର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆସନ୍ତାକାଲି ଝାରସୁଗୁଡା ଆସିବ ଗୋପାଳ । କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍‌ ଗୋପାଳକୁ ସାଙ୍ଗରେ ଧରି ଗାନ୍ଧିନଗର ଯାଇଛି । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ମିଛ କହିପାରିବ ନାହିଁ । ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ । ଗତ ୯ ତାରିଖରେ ଗୋପାଳର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆଜି ନାର୍କୋ ଟେଷ୍ଟ ସରିବା ପରେ ଆସନ୍ତାକାଲି ଝାରସୁଗୁଡା ଆସିବ ଗୋପାଳ । କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ୍‌ ଗୋପାଳକୁ ସାଙ୍ଗରେ ଧରି ଗାନ୍ଧିନଗର ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.