Below header

ବିନା ପରୀକ୍ଷାରେ BHEL ରେ କରନ୍ତୁ ଚାକିରି, ଜଲଦି କରନ୍ତୁ ଆବେଦନ

ସରକାରର ଚାକିରି କରିବାକୁ ସମସ୍ତର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ କଷ୍ଟ କରନ୍ତି। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି।

BHEL ପକ୍ଷରୁ ତ୍ରିଚି, ଭୋପାଳ, ହରିଦ୍ବାର, ହାଇଦ୍ରାବାଦ, ଝାନସୀ, ରାନୀପେଟ, ଜଗଦୀଶପୁର, ଦିଲ୍ଲୀ ଇତ୍ଯାଦି ଅଞ୍ଚଳରେ ଇ-୨ ଗ୍ରେଡରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.bhel.com/ କୁ ଯାଇ କ୍ଲିକ କରିପାରିବେ। ଏହାଛଡା https://careers.bhel.in/bhel/jsp/#openings ଲିଙ୍କ ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ପଢିପାରିବେ।

ପଦବୀ ବିବରଣୀ: ୨୭

ସିନିଅର ମେଡିକାଲ ଅଫିସର(ବିଶେଷଜ୍ଞ)

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୮ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୭ ସେପ୍ଟେମ୍ବର ରହିଛି।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀଙ୍କ ପାଖରେ ପୋଷ୍ଟ ଯୋଗ୍ଯତା ଅଭିଜ୍ଞତା ସହିତ ୧ ବର୍ଷର ପ୍ରାକ୍ଟିସ କରିଥିବା ସହିତ ଏମବିବିଏସରେ ଡିଗ୍ରୀ ହେବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୭ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ: ଆବେଦନ କରିବାର ଶୁକ୍ଳ ଏବଂ ଜିଏସଟି ଭାବେ ୩୫୪ ଟଙ୍କା ଭରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.