ଗ୍ରାମୀଣ ବ୍ୟାଙ୍କରେ ଖାଲି ପଡ଼ିଛି ୪୮୬୦ଟି ପଦ, ତୁରନ୍ତ କରନ୍ତୁ ଆବେଦନ

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ୍‌(ଆଇବିପିଏସ୍‌) ତରଫରୁ ଗ୍ରାମୀଣ ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର ପଦ ପାଇଁ ୪୮୬୦ଟି ପୋଷ୍ଟ ବାହାର କରାଯାଇଛି। ଏହି ନିଯୁକ୍ତି କ୍ଲାସ୍‌-୧, କ୍ଲାସ୍‌-୨ ଓ କ୍ଲାସ୍‌-୩ ପଦ ପାଇଁ ବାହାରିଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୨୧ ଜୁଲାଇ ୨୦୨୦ ଯାଏଁ ଅନ୍‌ଲାଇନ୍‌ରେ ଆପ୍ଲାଏ କରିପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ…

IBPS Clerk Notification 2019: बैंकों में निकली ...

ଜରୁରୀ ତାରିଖ:

ଆବେଦନ ଆରମ୍ଭ- ୧ ଜୁଲାଇ
ଆବେଦନ ଶେଷ-୨୧ ଜୁଲାଇ

ପଦ ନାମ:

ଆସିଷ୍ଟାଣ୍ଟ ମ୍ୟାନେଜର
ଜେନେରାଲ ବ୍ୟାଙ୍କିଂ ଅଫିସର(ମ୍ୟାନେଜର)
ସ୍ପେଶାଲିଷ୍ଟ ଅଫିସର(ମ୍ୟାନେଜର)
ସିନିୟର ମ୍ୟାନେଜର

ଶିକ୍ଷାଗତ ଯୋଗ୍ୟତା:

ସ୍ନାତକ ଡିଗ୍ରୀ ଓ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।

RBI Assistant Recruitment 2017 – Apply online for 623 Assistant ...

ବୟସ:

୦୧-୦୭-୨୦୨୦ ବେଳକୁ ବୟସ ୧୮ରୁ ୩୦ ବର୍ଷ ହୋଇଥିବା ଆବଶ୍ୟକ। ସଂରକ୍ଷିତ ବର୍ଗ ପାଇଁ ବୟସ ଛାଡ଼ କରାଯିବ।

ଆବେଦନ ଶୁଳ୍କ:

ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁଡି- ୧୭୫ ଟଙ୍କା
ସାଧାରଣ ବର୍ଗ- ୮୫୦ ଟଙ୍କା

ଚୟନ ପ୍ରକ୍ରିୟା:

ଲିଖିତ ଓ ଇଣ୍ଟରଭ୍ୟୁ

କେମିତି କରିବେ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.