IBPS ରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ଇଷ୍ଟିଚ୍ଯୁଟ୍ ଅଫ୍ ବ୍ଯାକିଂ ପର୍ସନାଲ ସିଲେକ୍ସନ (IBPS) ପକ୍ଷରୁ ସରକାରୀ ବ୍ଯାଙ୍କରେ ନିଯୁକ୍ତି ପାଇ ଆବେଦନ ଜାରି କରାଯାଇଛି। ସୂଚନା ମୁତାବକ ଏହି ନିଯୁକ୍ତି ପ୍ରୋବେସନାରୀ ଅଫିସର୍ସ (PO) ଏବଂ ମ୍ଯାନେଜମେଣ୍ଟ ଟ୍ରେନି (MT) ର ଅନେକ ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କୁ ଆଇବିପିଏସର ଅଫିସିଆଲ ୱେବସାଇଟ୍ ibps.in ଜରିଆରେ ଆବେଦନ କରିପାରିବେ।

ଜରୁରୀ ତାରିଖ

ibps bankଅନଲାଇନ୍ ଆବେଦନ କରିବାର ପ୍ରାରମ୍ଭିକ ତାରିଖ: ୫ ଅଗଷ୍ଟ ୨୦୨୦

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୨୬ ଅଗଷ୍ଟ ୨୦୨୦

ଆବେଦନ ପାଇଁ ଅନଲାଇନ୍ ଶୁଳ୍କ ଜମା କରିବାର ଶେଷ ତାରିଖ: ୨୬ ଅଗଷ୍ଟ ୨୦୨୦

ଅନଲାଇନ୍ ପ୍ରିଲିମ୍ସ ପରୀକ୍ଷା ତାରିଖ: ୩, ୧୦ ଏବଂ ୧୧ ଅକ୍ଟୋବର ୨୦୨୦

ମୁଖ୍ଯ ପରୀକ୍ଷା ତାରିଖ: ୨୮ ନଭେମ୍ବର ୨୦୨୦

କିପରି ହେବ ଚୟନ:

job apply ibps-ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ମାଧ୍ଯମରେ ଚୟନ କରାଯିବ।

-ପରୀକ୍ଷା ଦୁଇଟି ପର୍ଯ୍ଯାୟ ପ୍ରିଲିମ୍ସ ଏବଂ ମେନ୍ ରୂପେ ଆୟୋଜିତ ହେବ।

-ଅନଲାଇନ୍ ଜରିଆରେ ପରୀକ୍ଷା କରାଯିବ।

-ଶେଷରେ ସଫଳ ଆବେଦନକାରୀଙ୍କୁ ଇଣ୍ଟରଭ୍ଯୁ ପାଇଁ ଡକାଯିବ।

-ଶେଷ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇ ଚୟନ କରାଯାଇଥିବା ଆବେଦନକାରୀଙ୍କୁ ସୂଚନା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.