୧୦ମ ପାସ୍‌ କରିଥିଲେ ଇଣ୍ଡିଆନ୍‌ ଆର୍ମିରେ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆନ ଆର୍ମିରେ ଚାକିରି କରିବାର ସ୍ୱପ୍ନ ପୂରଣ ହେବ। ୧୦ମ ପାସ୍‌ କରିଥିଲେ ଆପଣ କୁକ୍‌, ଟେଲର, ବାରବର୍‌ ଇତ୍ୟାଦି ପଦବୀରେ ନିଯୁକ୍ତି ମିଳୁଛି। ଏହି ଭର୍ତ୍ତି ଜବଲପୁର, ମଧ୍ୟପ୍ରଦେଶ ପାଇଁ ରହିଛି। ଆପଣ ଯଦି ଆବେଦନ କରବାକୁ ଚାହୁଁଛନ୍ତ, ତେବେ ଅଫିସିଆଲ ୱେବସାଇଟ୍‌କୁ ଯାଇ ଫର୍ମ ଡାଉନଲୋଡ କରି ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୪

କୁକ୍‌: ୯

ଟେଲର: ୧

ବାରବର: ୧

ରେଞ୍ଜ ଚୌକିଦାର: ୧

ସଫେଇବାଲା: ୨

ଶିକ୍ଷାଗତ ଯୋଗ୍ୟତା: ଏହିସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍‌ କରିଥିବା ଜରୁରୀ। ଏହା ସହିତ ସମ୍ବନ୍ଧୀୟ କ୍ଷେତ୍ରରେ ଡିପ୍ଲୋମା କରିଥିବା ଜରୁରୀ।

ଦରମା: ଏହି ପଦରେ ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ମାସିକ ଦରମା ୧୮,୦୦୦ ଟଙ୍କା ମିଳିବ। କେବଳ କୁକ୍‌ ପଦବୀ ପାଇଁ ମାସିକ ୧୯,୯୦୦ ଟଙ୍କା ମିଳିବ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ବୟସ ସୀମା ୧୮ ରୁ ୨୫ ବର୍ଷ ଜରୁରୀ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଫିଜିକାଲ ଫିଟନେସ ଟେଷ୍ଟ ଆଧାରରେ କରାଯିବ। ପ୍ରଥମେ ଆପ୍ଲିକେସନ ଆଧାରରେ ପ୍ରାର୍ଥୀଙ୍କୁ ଫାଇନାଲ କରାଯାଇ ଚୟନ ମିଳିବ।

ଫର୍ମ ପଠାଇବାର ଠିକଣା : commandant, Grenadiers Regimental Centre, Jabalpur (MP) Pin – 482001

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

www.indianarmy.nic.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.