ଭାରତୀୟ ସେନାରେ ଖାଲି ପଡିଛି ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ସେନା ପକ୍ଷରୁ ଆର୍ମି ପଦବୀ ପାଇଁ ଅନଲାଇନ ଆବେଦନପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ। Indian Army ୱେବସାଇଟକୁ ଯାଇ ନୋଟିଫିକେସନ ପଢି ଅନ୍ତିମ ତିଥି ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରା କରିପାରିବେ।

ପଦବୀ ବିବରଣୀ :

ସୋଲଜର ଜେନେରାଲ ଡିୟୁଟି

ସୋଲଜର ଟେକ୍ନିକାଲ

ସୋଲଜର ନର୍ସିଂ ଆସିଷ୍ଟାଣ୍ଟ/ ନର୍ସିଂ ଆସିଷ୍ଟାଣ୍ଟ ଭେଟେରିନାରୀ

ସୋଲଜର କର୍ଲକ/ଷ୍ଟୋର କିପର ଟେକ୍ନିକାଲ

ସୋଲଜର ଟ୍ରେଡସମାନ

ସିପାହୀ (ଫାର୍ମା)

army

ମହତ୍ବପୂର୍ଣ୍ଣ ତିଥି :

ଅନଲାଇନ ରେଜିଷ୍ଟ୍ରେସନର ଆରମ୍ଭ ତାରିଖ : ୬ ଡିସେମ୍ବର ୨୦୧୯

ଆବେଦନ କରିବାର ଶେଷ ତାରିଖ : ୧୯ ଜାନୁଆରୀ ୨୦୨୦

ଆଡମିଟ୍ କାର୍ଡ ଜାରି ହେବାର ତିଥି : ୨୧ ଜାନୁଆରୀ ୨୦୨୦

ରିକ୍ରୁଟମେଣ୍ଟ ରାଲି : ୪ ଫେବ୍‌ଆରୀ ରୁ ୧୮ ଫେବ୍‌ଆରୀ ୨୦୨୦

ଶିକ୍ଷାଗତ ଯୋଗ୍ୟତା : 

ଆବେଦନ କରିବାର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୮ ମ ପାସ୍, ୧୦ମ ପାସ୍ ଏବଂ ୧୨ ପାସ୍ ହୋଇଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ନୋଟିଫିକେସନ ଦେଖନ୍ତୁ।

ଆବେଦନ ପ୍ରକ୍ରିୟା :

ଇଚ୍ଛୁକ ଥିବା ପ୍ରାର୍ଥୀ ୱେବସାଇଟ www.joinindianarmy.nic.in ମାଧ୍ୟମରେ ଅନଲାଇନ ପଞ୍ଜିକରଣ କରିପାରିବେ।

ଚୟନ ପ୍ରକ୍ରିୟା :

ଇଚ୍ଛୁକ ଏବଂ ଯୋଗ ପ୍ରାର୍ଥୀଙ୍କ ଚୟନ ଶାରୀରିକ ଫିଟନେସ୍, ମେଡିକାଲ ଟେଷ୍ଟ ଏବଂ ଲିଖିତ ପରୀକ୍ଷା ଉପରେ ଆଧାରିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.