Below header

ଭାରତୀୟ ନୌସେନା ୨୭୦୦ ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ନୌସେନା ନାବିକ (AA & SSR) ପଦ ପାଇଁ ଆବେଦନ ଆବଶ୍ୟକ କରୁଛି। ଇଚ୍ଛୁକ ପ୍ରାର୍ଥୀ ନୌସେନାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦ୍ୱାଦଶ ପାସ୍‌ ହୋଇଥିବା ଆବଶ୍ୟକ।

ଏହାସହ ପଢ଼ନ୍ତୁ: ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI

ପଦ ନାମ: ନାବିକ

ପଦ ସଂଖ୍ୟା: ୨୭୦୦

ଆବେଦନ ଆରମ୍ଭ ତାରିଖ: ୦୮ ନଭେମ୍ବର,୨୦୧୯

ଆବେଦନ ଶେଷ ତାରିଖ: ୧୮ ନଭେମ୍ବର,୨୦୧୯

ଯୋଗ୍ୟତା: ପ୍ରାର୍ଥୀ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା: ଭାରତୀୟ ନୌସେନା ଦ୍ୱାରା ନିର୍ଦ୍ଧାରିତ ହେବ।

ଆବେଦନ ପ୍ରକ୍ରିୟା: ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ୮ରୁ ୧୮ ନଭେମ୍ବର ୨୦୧୯ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଫର୍ମ ପୂରଣ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ନୋଟିଫିକେସନ୍‌ ଯାଞ୍ଚ କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.