Below header

ସିଲିଣ୍ଡରରେ କେତେ ଗ୍ୟାସ ଅଛି , କିପରି ଚେକ କରିବେ?

ଗ୍ୟାସ ଟାଙ୍କି କେବେ ଶେଷ ହେବ ସେ ବିଷୟରେ ଅଧିକାଂଶ ଲୋକ ଜାଣି ପରି ନଥାନ୍ତି । ଯେତେବେଳେ ଅନେକ ଲୋକ ଗ୍ୟାସ ବ୍ୟବହାର କରିବା ଆରମ୍ଭ କରନ୍ତି ସେମାନେ ତାରିଖ ଲେଖି ରଖିଥାନ୍ତି। ଯେମିତି ମାସେ ହେଲା ମାତ୍ରେ ଅନ୍ଦାଜ ଲଗାଇ ପାରିବେ। ହେଲେ ତଥାପି ଯଦି ଆପଣ ଚାହାଁନ୍ତି ତାହେଲେ ଗ୍ୟାସ ଟାଙ୍କି କେବେ ଶେଷ ହେବ ସେ ବିଷୟରେ ଆମେ ଆଜି ଏକ ବଢିଆ ଓ ସହଜ ଟ୍ରିକ କହିବୁ । ସିଲିଣ୍ଡରରେ ଗ୍ୟାସ କେତେ ଅଛି ଜାଣିବା ପାଇଁ ଏହି ଟ୍ରିକକୁ ଫଲୋ କରନ୍ତୁ।

ଆଜିର ଦିନରେ ପ୍ରାୟ ସମସ୍ତ ଘରେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରାଯାଉଛି। କୌଣସି ଘର ଗ୍ୟାସ ଚୁଲା ବିନା କାମ କରାଯାଇ ପାରିବ ନାହିଁ। ଗ୍ୟାସ ସିଲିଣ୍ଡର ଥରେ ଭରିବା ପରେ ଏହା ଅନେକ ଦିନ ଧରି ଚାଲି ଥାଏ। ଗ୍ୟାସ ଟାଙ୍କି କେବେ ଶେଷ ହେବ ସେ ବିଷୟରେ ଅଧିକାଂଶ ଲୋକ ଜାଣି ପରି ନଥାନ୍ତି । ଯେତେବେଳେ ଅନେକ ଲୋକ ଗ୍ୟାସ ବ୍ୟବହାର କରିବା ଆରମ୍ଭ କରନ୍ତି ସେମାନେ ତାରିଖ ଲେଖି ରଖିଥାନ୍ତି। ଯେମିତି ମାସେ ହେଲା ମାତ୍ରେ ଅନ୍ଦାଜ ଲଗାଇ ପାରିବେ। ହେଲେ ତଥାପି ଯଦି ଆପଣ ଚାହାଁନ୍ତି ତାହେଲେ ଗ୍ୟାସ ଟାଙ୍କି କେବେ ଶେଷ ହେବ ସେ ବିଷୟରେ ଆମେ ଆଜି ଏକ ବଢିଆ ଓ ସହଜ ଟ୍ରିକ କହିବୁ .. ଜାଣିବା ପାଇଁ ଭିଡିଓ କୁ ଶେଷ ଯାଏ ଦେଖନ୍ତୁ ..

ଦର୍ଶକ ବନ୍ଧୁ ଯେତେବେଳେ ଘରେ ନୂଆ ସିଲିଣ୍ଡର ଲାଗିଥାଏ ସେତେବେଳେ ପ୍ରଥମେ ପ୍ରଥମେ ଏହା ଭଲ ଭାବେ ଚାଲିଥାଏ। କିନ୍ତୁ ତାପରେ ଚୂଲାରେ ଆଞ୍ଚ କମ୍ ହେବାକୁ ଲାଗିଥାଏ। ସେତେବେଳେ ଆପଣ ଅନୁମାନ ଲଗାଇଦିଅନ୍ତି ଯେ ବୋଧହୁଏ ଗ୍ୟାସ୍ ସରି ଆସିଲାଣି, ଏହି ସମୟରେ ଅନେକ ସିଲିଣ୍ଡରକୁ ହଲାଇ ଦେଖିଥାନ୍ତି । ସିଲିଣ୍ଡରର ଓଜନ ଅନୁଯାୟୀ ଅନୁମାନ ଲଗାଇ ଦିଅନ୍ତି ଯେ ଗ୍ୟାସ୍ ଅଛି ନା ନାହିଁ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କର ଏହି ଉପାୟ ରେ ଆପଣଙ୍କୁ କେତେ କ୍ଷତି ସହିବାକୁ ପଡୁଛି ? ସବୁଠୁ ବଡ କଥା ଏଥିରେ ବିପଦ ମଧ୍ୟ ଅଛି ।

ଯଦି ଆପଣ ଏହିଭଳି ଭାବେ ଆପଣ ଗ୍ୟାସ୍ ଚେକ୍ କରୁଛନ୍ତି ତାହେଲେ ଏମିତି ବିଲକୁଲ ବି କରନ୍ତୁ ନାହିଁ। କାହିଁକିନା ଆପଣ ତ ସିଲିଣ୍ଡରକୁ ଚେକ କରିଦିଅନ୍ତି, ହାଲକା ଲାଗିଲେ ଭାବି ନିଅନ୍ତି ଗ୍ୟାସ ସରିଯାଇଛି। କିନ୍ତୁ ଏଥିରେ ଆପଣ ଆପଣଙ୍କର ହିଁ କ୍ଷତି ହେଉଛି। କାହିଁକିନା ସିଲିଣ୍ଡରରେ କିଛି ବଳକା ଥିବା ଗ୍ୟାସ ରହିଯାଇଥାଏ । ଯାହାକୁ ଆପଣ ବେକାର କରିଦେଉଛନ୍ତି। ତେବେ ଯଦି ଆପଣ ଠିକ୍ ଉପାୟ ଜାଣିବାକୁ ଚାହୁଁଛନ୍ତି ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ସିଲିଣ୍ଡରରେ ପ୍ରକୃତରେ କେତେ ଗ୍ୟାସ୍ ରହିଛି, ତାହେଲେ ଆପଣଙ୍କୁ ଏହି ଉପାୟକୁ ଆପଣେଇବାକୁ ପଡିବ।

ଗ୍ୟାସ୍ ଟାଙ୍କି ଶେଷ ହେବା ପୂର୍ବରୁ, କିଛି ସଙ୍କେତ ପ୍ରାପ୍ତ ହୋଇଥାଏ। ଯାହାକୁ ବୁଝିବା ପରେ ଆପଣ ଅନୁମାନ କରିପାରିବେ ଯେ ଗ୍ୟାସ୍ ଟାଙ୍କି କେବେ ଶେଷ ହେବ ଯଦି ଆପଣ ଗ୍ୟାସ୍ ଟାଙ୍କି ସ୍ଥିତି ବାବଦରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଏକ ସହଜ କୌଶଳ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ। ଏକ ମିନିଟ ସମୟ ମଧ୍ୟରେ, ଆପଣ ଜାଣିପାରିବେ ଯେ ଆପଣଙ୍କ ସିଲିଣ୍ଡର ଟାଙ୍କି କେତେ ମାତ୍ରାରେ ଗ୍ୟାସ୍ ଖର୍ଚ୍ଚ କରିଛି। ଗ୍ୟାସ ଶେଷ ହେବା ପୂର୍ବରୁ କିଛି ସଂଙ୍କେତ ଆମକୁ ମିଳିଥାଏ। ସେ ସମ୍ପର୍କରେ ଜାଣନ୍ତୁ।

ଆପଣ ନିଶ୍ଚିତ ଭାବରେ ଅନେକ ଥର ଅନୁଭବ କରିଥିବେ ଯେ, ହଠାତ୍ ରୋଷେଇ ଘରରୁ ଏଲପିଜି ଗ୍ୟାସ ଗନ୍ଧ ଆସିବା ଆରମ୍ଭ କରିଥାଏ। ହେଲେ ଗ୍ୟାସ୍ ଟାଙ୍କି ଶେଷ ହୋଇଯିବା କାରଣରୁ ଏପରି ଗନ୍ଧ ଆସିଥାଏ। ଯେତେବେଳେ ଗ୍ୟାସ୍ ସିଲିଣ୍ଡର ଶେଷ ହେବାକୁ ଯାଉଛି, ଗ୍ୟାସ ଟାଙ୍କିର ଚାରିପାଖରେ ଏକ ଗନ୍ଧ ଆସିବା ଆରମ୍ଭ କରିଥାଏ। ଗ୍ୟାସ ଗନ୍ଧର ଗୋଟିଏ କିମ୍ବା ଦୁଇ ଦିନ ପରେ ଗ୍ୟାସ ସିଲିଣ୍ଡର ଶେଷ ହୋଇଯାଏ। ଯଦିଓ ଅନେକ ଥର ଗ୍ୟାସ୍ ସିଲିଣ୍ଡର ଲିକ୍ ହେତୁ ଏପରି ଗନ୍ଧ ଆସିଥାଏ। ତେଣୁ ଏପରି ହେଲେ ମଧ୍ୟ ଚେକ କରନ୍ତୁ ।

ନିଆଁରୁ ଆସୁଥିବା କଳା ଧୂଆଁ ରୁ ମଧ୍ୟ ଜାଣି ପାରିବେ । ଯେତେବେଳେ ଘରୋଇ ଗ୍ୟାସ୍ ଟାଙ୍କିରେ ଭରାଯାଇଥିବା ଏଲପିଜି ଗ୍ୟାସ୍ ଗରମ ହୁଏ, ସେତେବେଳେ ନାଲି -ନୀଳ ରଙ୍ଗ ଆଲୋକ ଦେଖାଯାଏ । ଅବଶ୍ୟ ଯେତେବେଳେ ଗ୍ୟାସ୍ ଟାଙ୍କି ଶେଷ ହେବାକୁ ଯାଉଥାଏ, ବେଳେବେଳେ କଳା ରଙ୍ଗର ଧୂଆଁ ମଧ୍ୟ ଦେଖିବାକୁ ମିଳିଥାଏ। ଯଦି ଆପଣ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବାକୁ ବହୁ ସମୟ ହୋଇସାରିଛି ଏବଂ ଗ୍ୟାସ୍ ନିଆଁରୁ କଳା ଧୂଆଁ ବାହାରୁଛି, ତାହେଲେ ବୁଝନ୍ତୁ ଯେ ଗ୍ୟାସ୍ ସିଲିଣ୍ଡର ଶୀଘ୍ର ଶେଷ ହୋଇଯିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.